ଶାସ୍ତାରେ ମିଳୁଛି ଗ୍ୟାସ । ଏବେ ହିଁ ତାର ଲାଭ ଉଠାନ୍ତୁ

gas

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଘୋରଇ ଗ୍ୟାସ୍ ସିଲିଣ୍ଡର ପାଇଁ ଆସିଲା ବଡ ଘୋଷଣା । ମଳିବ ନାହିଁ ଆଉ ଡିସକାଉଣ୍ଟ ମହଙ୍ଗା ହେବ ସିଲିଣ୍ଡର । ଦିନ କୁ ଦିନ ସବୁ ଜିନିଷ ମହଙ୍ଗା ହେଉଥିବା ବେଳେ ପେଟ୍ରୋଲ ଠାରୁ ଆରମ୍ଭ କରି ଜାଳେଣି ସିଲିଣ୍ଡର ଗ୍ୟାସ୍ ପର୍ଯ୍ୟନ୍ତ । ତେବେ ଅନ୍ୟ କ୍ଷେତ୍ର କୁ ଦେଖିଲେ ଲୋକ ମାନେ ମହଙ୍ଗା ମାଡ ଖାଇ ଆସୁଥିବା ବେଳେ ସରକାର ଙ୍କ ରାୟ ଲୋକ ମାନଙ୍କୁ ଚିନ୍ତାରେ ପକେଇ ଦେଇଛି ।

gas

ତେବେ LPG ସିଲିଣ୍ଡର ଉପରେ କିଛିଟା ବାଣଇଜିକ ରିହାତି ମିଳୁଥିବା ବେଳେ ସରକାର ବର୍ତମାନ ସମୟ ରେ ତାହାକୁ ବନ୍ଦ କରି ଦେଇଛନ୍ତି । ଦେଖିବାକୁ ଗଲେ ସରକାର ଡିଷ୍ଟବ୍ୟୁଟର ଉପରେ 200 ରୁ 300 ଟଙ୍କା ଉପରେ ଡିସକାଉଣ୍ଟ ଦେଉଥିଲେ । ହେଲେ ବର୍ତମାନ ସମୟ ରେ ଅଭିଯୋଗ ପରେ ସରକାର ଏହାକୁ ଉଠେଇ ଦେଇଛନ୍ତି । ଏହି ଅଭିଯୋଗ ତିନୋଟି ତେଲ କମ୍ପାନୀ ଆଣିଥିଲେ ଏହି କମ୍ପାନୀ ଗୁଡିକ ଡିଷ୍ଟିବ୍ୟୁଟର ଙ୍କୁ ଡିସକାଉଣ୍ଟ ଦେବା ପାଇଁ ମନା କରିଦେଇଛନ୍ତି । ଏହାକୁ ନେଇ ସେମାନେ ରିହାତି ଦେବାକୁ ସଂମ୍ପର୍ଣ୍ଣ ଭାବେ ମନା କରି ଦେଇଛନ୍ତି ।

ପରବର୍ତି ଖବର ଟି ହେଉଛି ତୈଳ ଦର କୁ ନେଇ ଆସିଲା ଖୁସୀ ଖବର ଗୋଟିଏ ଲିଟର ପାଇଁ ଖର୍ଚ୍ଚ ହେବ ଏତିକି ଟଙ୍କା । ବର୍ତମାନ ସମୟ ରେ ଜନ ସାଧାରଣ ମାନଙ୍କ ପାଇଁ ଖୁସୀ ଖବର ଆସି ପହଁଚି ଜାଇଛି । ଲୋକ ମାନଙ୍କ ଉପରେ ମହଙ୍ଗା ମାଡ ପଡୁଥିବା ବେଳେ ବର୍ତମାନ ସମୟ ରେ ସେମାନଙ୍କ ପାଇଁ ଏକ ରିହାତି ଖବର ଆସିଛି ।

oil

ତେବେ ଦିଲ୍ଲୀ କଚା ବିହନ ବଜାର ରେ କଚା ପାମୁଲିୟନ ବଜାର ରେ ତୈଳ ଦର ହ୍ରାସ ଘଟିଥିବାର ଦେଖିବା ପାଇଁ ମିଳିଛି । ତେବେ ମାର୍କେଟ ଏକ୍ସପୋର୍ଟ ଙ୍କର କହିବା ଅନୁସାରେ ସରକାର ଙ୍କ କୋଟା ପ୍ରଣାଳୀ ପାଇଁ ସର୍ଟ ସପ୍ଲାୟ ହେବା ଯୋଗୁଁ ସୋୟାବିନ ମୂଲ୍ୟରେ କିଛିଟା ସୁଧାର ଆସିଛି । ତେବେ ବର୍ତମାନ ସମୟ ରେ ସୋୟାବିନ ମୂଲ୍ୟ ବଜାରରେ 50 ଟଙ୍କା ହ୍ରାସ ହୋଇଛି । ଏବଂ ବର୍ତମାନ ସମୟ ରେ ପାମୁଲିୟନ ତେଲ ର ଦର 14 ହଜାର 800 ଟଙ୍କା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *