ଗରିବ ଝିଅମାନଙ୍କର ବାହାଘର ପାଇଁ ସରକାର ଦେଉଛନ୍ତି 50000 ଟଙ୍କା , ସିଧା ବ୍ୟାଙ୍କ ଖାତାକୁ ଆସିବ, ଆବେଦନ ଏମିତି କରନ୍ତୁ

Spread the love

ଆପଣ ସମସ୍ତଙ୍କ ପାଇଁ ବଡ଼ ଖବର ଯେ ସରକାରଙ୍କ ଦ୍ୱାରା ବିବାହ ଅନୁଦାନ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ସରକାର ଗରିବ ପରିବାରକୁ ତାଙ୍କର ଝିଅ ମାନଙ୍କର ବିବାହ ପାଇଁ ଆର୍ଥିକ ସହଯୋଗ ଦେଇଥାନ୍ତି । ଗରିବ ଲୋକଙ୍କର ସବୁଠାରୁ ବଡ଼ ସମସ୍ୟା ହୋଇଥାଏ ଯେ, ତାଙ୍କରୀ ଘରେ ଯେତେବେଳେ ଝିଅଟି ବିବାହଯୋଗ୍ୟ ହୋଇଯାଇଥାଏ, ବିବାହରେ ଯାବତୀୟ ଖର୍ଚ୍ଚର ଚିନ୍ତାରେ ଭାଙ୍ଗି ପଢ଼ିଥାନ୍ତି । ତେଣୁ ଏହି ଚିନ୍ତାକୁ ଦୂର କରିବା ପାଇଁ ସରକାର ବିବାହ ଅନୁଦାନ ଯୋଜନା ଚଳେଇଛନ୍ତି । ହଁ ଆଜ୍ଞା ଏହି ଯୋଜନାର ଲାଭ ଆପଣଙ୍କୁ କେମିତି ମିଳିପାରିବ ଏଥିପାଇଁ କଣ ସବୁ ଦସ୍ତାବିଜ ବା ଡକ୍ୟୁମେଣ୍ଟ ଦରକାର ଆଉ କେତେ ଆୟ ହୋଇଥିବା ଦରକାର ଆଉ କେତେ ଟଙ୍କା ମିଳିବ ଏହାର ପୁରା ତଥ୍ୟ ଆମେ ଏହି ପୋଷ୍ଟରେ ଆଜି ଜଣେଇବୁ, ତା’ହେଲେ ଡେରି ନ କରି ଆସନ୍ତୁ ଜାଣିବା ।

ସରକାରଙ୍କ ଦ୍ଵାରା ପ୍ରଚଳିତ ହୋଇଥିବା ଏହି ବିବାହ ଅନୁଦାନ ଯୋଜନା ସାରା ଦେଶରେ ଚାଲୁଅଛି । ପ୍ରତି ରାଜ୍ୟରେ ନୂଆ ନୂଆ ନିୟମ ହୋଇପାରେ ଆଉ କେତେ ଧନ ରାଶି କେଉଁ ରାଜ୍ୟରେ ମିଳୁଛି ତାହା ବି ଅଲଗା ଅଲଗା ହୋଇପାରେ । ଆମେ ସମସ୍ତେ ଜାଣିଛୁ ଯେ ଝିଅ ବବିହା ଉତ୍ସବରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଯାହାର ପ୍ରଭାବ ପରିବାର ଉପରେ ପଡିଥାଏ । ଅନେକ ଥର ତୋ ଗରିବ ମା’ବାପା ତାଙ୍କ ସ୍ନେହ ଆଦରର ଝିଅର ବିବାହ କରିବା ପାଇଁ ଘର ଆଉ ଜମିବାଡ଼ି ବିକିବା ପାଇଁ ବି ବାଧ୍ୟ ହୋଇଥାନ୍ତି । ଏହିପରି ଗରିବ ପରିବାର ଲୋକଙ୍କ ପାଇଁ ସରକାର ବିବାହ ଅନୁଦାନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅନୁସାରେ, ଅନୁଦାନ ରାଶି ସହିତ ଚିକିତ୍ସା ସାହାଯ୍ୟ ବି ମିଳିବ । ସରକାରଙ୍କର ପ୍ରୟାସ ଏହା କି ଏହି ଯୋଜନାର ଲାଭ ଦରକାରୀ ପରିବାରକୁ ହିଁ ମିଳୁ ।

ଯୋଜନା ର ଲାଭ ଉଠେଇବା ପାଇଁ ଆବଶ୍ୟକୀୟ ସର୍ତ୍ତ:-

ଯୋଜନାର ଲାଭ ଉଠେଇବା ପାଇଁ ରାଜ୍ୟ ସରକାର କିଛି ସର୍ତ୍ତ ରଖିଛନ୍ତି, ଏହାର ପୂରଣ କରିବା ପରେ ହିଁ ଏହି ଯୋଜନାର ଲାଭ ଉଠେଇ ପାରିବେ ।
1) ଅନୁଦାନ ପାଇବା ପାଇଁ ପ୍ରଦେଶର ଅଧିବାସୀ ହେବା ଆବଶ୍ୟକ । ଯେଉଁ ରାଜ୍ୟରେ ଆପଣ ରହୁଛନ୍ତି ସେଠାରେ ହିଁ ଆପଣଙ୍କୁ ଆବେଦନ କରିବାକୁ ପଡିବ ।

2) ଯୋଜନାର ଲାଭ ତାଙ୍କର ଝିଅଙ୍କୁ ହିଁ ମିଳିବ ଯାହାଙ୍କ ପରିବାରର ଆୟ ବହୁତ କମ ଅଟେ । ଗରିବ ରେଖାତଳେ ରହୁଥିବା ସବୁ ପରିବାରର ଝିଅଙ୍କୁ ଏହି ଯୋଜନାର ଲାଭ ମିଳିବ ।

3) ଏହି ଯୋଜନାର ଲାଭ ଉଠେଇବା ପାଇଁ ଆପଣଙ୍କ ପାଖରେ ପାନ କାର୍ଡ, ଆୟ ପ୍ରମାଣ ପତ୍ର, ବ୍ୟାଙ୍କରେ ଖାତା ହେବା ନିହାତି ଆବଶ୍ୟକ ଅଟେ ।

ଯୋଜନା ପାଇଁ ଏମିତି ଆବେଦନ କରନ୍ତୁ :-

ଗରିବ ପରିବାର ଏହି ଯୋଜନାର ଲାଭ ନେବା ପାଇଁ କୌଣସି ବି ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ । ଏହା ସହିତ ଏହି ଯୋଜନା ସମ୍ବନ୍ଧରେ ନିଜର ଗ୍ରାମ୍ୟ ପଞ୍ଚାୟତରେ ମଧ୍ୟ ସମ୍ପର୍କ କରିପାରିବେ ।ସେମାନେ ଆପଣଙ୍କୁ ଏହି ଯୋଜନା ସମ୍ବନ୍ଧରେ ବିସ୍ତାର ରୂପରେ ଆହୁରି ଅଧିକ ବିବରଣୀ ଦେବେ । ତା’ସହିତ ଆପଣଙ୍କ ଅଂଚଳରେ ଯିଏ ଲୋକପାଳ ଅଛନ୍ତି ତାଙ୍କ ସହ ସାକ୍ଷାତ କରି ମଧ୍ୟ ଏହି ଯୋଜନା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣି ପାରିବେ ଓ ଏହି ଯୋଜନାର ଲାଭ ଉଠେଇ ପାରିବେ । କିନ୍ତୁ ସବୁ ରାଜ୍ୟରେ ନିୟମ ଓ ସର୍ତ୍ତ ଭିନ୍ନ ଭିନ୍ନ ହୋଇପାରେ କେଉଁଠି 50000 ତୋ କେଉଁଠି 40000 ମିଳିଥାଏ ଆଉ ପୁଣି କେଉଁଠି 20000 ମିଳିଥାଏ । ତୋ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଧନ ରାଶି ମିଳିଥାଏ ।