କଣ ଆପଣଙ୍କ ଦାନ୍ତ ମଝିରେ ଫାଙ୍କା ରହିଛି ? ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଭିତରେ ରହିଛି ଏହି ୧୦ଟି ବିଶେଷତ୍ୱ

Spread the love

ଦୁନିଆରେ ସବୁ ମଣିଷର ସ୍ୱଭାବ ଅଲଗା ଅଲଗା ହୋଇଥାଏ ଏବଂ ଏହା ସହ ତାଙ୍କ ଚେହେରାର ଗଠନ ମଧ୍ୟ ବହୁତ ଅଲଗା ହୋଇଥାଏ କିନ୍ତୁ ଆମେ ମଣିଷର ଦାନ୍ତ ଉପରେ କଥା ହେବା । ଦୁନିଆର ସବୁ ମଣିଷର ଦାନ୍ତ ଗଠନ ଅଲଗା ଅଲଗା ଏଙ୍ଗେଲରେ ଦେଖିଥିବେ । କାହାର ଦାନ୍ତ ବଡ ହୋଇଥାଏ, ତୋ କାହାର ଛୋଟ, କାହାର ଦାନ୍ତ ମଝିରେ ବିଲକୁଲ ଫାଙ୍କା ନଥାଏ ଆଉ କାହାର ଦାନ୍ତ ମଝିରେ ଫାଙ୍କା ଥାଏ । ଏହା ସବୁ ପ୍ରକୃତିର ନିୟତି ବା ଉପର ବାଲାଙ୍କ ଗଠନ । ବହୁତ ଜଣଙ୍କର ଦାନ୍ତ ମଝିରେ ଫାଙ୍କା ଥାଏ ଆଉ ଦାନ୍ତ ଅବଡା ଖାବଡ଼ା ହୋଇଥାଏ । ତାଙ୍କୁ ଲୋକ ଆକର୍ଷିତ ମାନନ୍ତି ନାହିଁ । କିନ୍ତୁ ଆପଣଙ୍କୁ କହି ରଖୁଛୁ କି ଯାହାର ଦାନ୍ତ ମଝିରେ ଫାଙ୍କା ଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କଣ ଆପଣଙ୍କ ଦାନ୍ତ ମଝିରେ ଫାଙ୍କା ଅଛି ? ତାହେଲେ ଆପଣଙ୍କ ଭିତରେ ଯେଉଁ ବିଶେଷତ୍ୱ ଅଛି ଆଉ କାହା ଭିତରେ ନାହିଁ ।

କଣ ଆପଣଙ୍କ ଦାନ୍ତ ମଝିରେ ବି ଫାଙ୍କା ଅଛି ?

ଆଜି ଆମେ ଆପଣକୁ ସମୁଦ୍ର ଶାସ୍ତ୍ର ଅନୁସାରେ କହିବୁକି ଦାନ୍ତ ମଝିରେ ଫାଙ୍କା ରହିଲେ ଆପଣଙ୍କ ଭିତରେ କେମିତି ବିଶେଷତ୍ୱ ରହିଛି । ବହୁତ ଲୋକ କୁ ଏହା କର୍ଷିତ ଲାଗେ ନାହିଁ । କିନ୍ତୁ ଯଦି ଆପଣଙ୍କୁ ସେହି ବିଶେଷତ୍ୱ ବିଷୟରେ ଜାଣି ଯିବେ ଆପଣବି ତାଙ୍କ ସହ ବନ୍ଧୁତା କରିବେ ।

୧. ସମୁଦ୍ରଶାସ୍ତ୍ର ଅନୁସାରେ ଯାହାର ଦାନ୍ତ ମଝିରେ ଫାଙ୍କା ଅଛି ସମାନ ସ୍ଵଭାଵର ହୋଇଥାନ୍ତି ଏବଂ ଏମିତି ଲୋକ ଅନ୍ୟକୁ ବୁଝିପାରନ୍ତି । ସେ ନିଜ ଜୀବନରେ ଖୁସି ଖୁସି ବିତେଇବା ଜାଣିଥାନ୍ତି ।

୨. ଏକ ସମାନ ଆକାର ଚମକୁଥିବା ଦାନ୍ତ ମଣିଷ ଠାରୁ ଦାନ୍ତ ମଝିରେ ଫାଙ୍କା ଥିବା ମଣିଷ ବହୁତ ରଚନାତ୍ମକ ହୋଇଥାନ୍ତି ଏମିତି ଲୋକ ନିଜ ପଇସା ସମ୍ଭାଳି ରଖିବା ଆସେ ।

୩. ଯେଉଁ ଲୋକ ସାମ୍ନା ଦାନ୍ତରେ ଫାଙ୍କା ଥାଏ ସେହି ଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି, ସେ ସଂସାରରେ କିଛି ଅଲଗା କରିବାକୁ ବିଶ୍ୱାସ କରନ୍ତି । ଆଉ ନିଜର ସବୁ କାମ କରିକି ହିଁ ରୁହନ୍ତି ।

୪. ଏହା ସହ ଯେଉଁ ଲୋକଙ୍କ ଦାନ୍ତ ମଝିରେ ଫାଙ୍କା ଥାଏ ସେ ଉର୍ଜାରେ ପରିପୂର୍ଣ ହୋଇ ରୁହନ୍ତି ଏଥିପାଇଁ ସେ ସବୁ ପ୍ରକାର କାମ କୁ କଷ୍ଟ କରି ଶେଷ କରିଥାନ୍ତି ଏହି ଭଳି ଲୋକ ବହୁତ ଆଗକୁ ଯାଇପାରନ୍ତି ।

୫. ଯେଉଁ ଲୋକଙ୍କ ଦାନ୍ତ ମଝିରେ ଫାଙ୍କା ହୋଇଥାଏ ସେ ବହୁତ ଦୟାଳୁ ହୋଇଥାନ୍ତି । ଏମିତି ଲୋକ କେବେ ହାର ମାନନ୍ତି ନାହିଁ ଏବଂ ଅନ୍ୟକୁ ବି ଖୁସି ରଖିବା ବହୁତ ଭଲ ଭାବେ ଜାଣନ୍ତି ।

୬. ଯେଉଁ ଲୋକଙ୍କ ଦାନ୍ତ ମଝିରେ ଫାଙ୍କା ହୋଇଥାଏ ସେ ବହୁତ ଗପି ଥାଆନ୍ତି, ଯେ କୌଣସି ବିଷୟରେ ଶେଷ ପର୍ଯ୍ୟନ୍ତ ଚର୍ଚ୍ଚା କରିପାରନ୍ତି ।

୭. ଯେଉଁ ଲୋକଙ୍କ ଦାନ୍ତ ମଝିରେ ଫାଙ୍କା ହୋଇଥାଏ, ସେହି ଭଳି ଲୋକ ବହୁତ ଖୋଲା ସ୍ୱଭାବର ଅଟନ୍ତି । ଖୋଲା ହୃଦୟରେ ନିଜ କଥା ମନ କଥା ବିଶ୍ଵସ୍ତ ଲୋକଙ୍କ ଠାରେ ଶେୟର କରିଥାନ୍ତି ।

୮. ଯଦି କୌଣସି ବ୍ୟକ୍ତିର ଦାନ୍ତ ମଝିରେ ଫାଙ୍କା ଥାଏ; ସେମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ଅତି ଶୀଘ୍ର ସଫଳତା ହାସଲ କରିଥାନ୍ତି ।