ଭାରତୀୟ ଦଳର ପୂର୍ବତନ ଅଧିନାୟକ MS Dhoniଙ୍କ ସ୍ତ୍ରୀ ଖୋଲିଲେ ବଡ ରହସ୍ୟ, କହିଲେ- ମତେ କରିବାକୁ ପଡେ ଏମିତି ସବୁ କାମ ଶୁଣିକି ଆପଣ ବି ଚମକି ପଡିବେ, କଣ ସତରେ ସେ ।

MS Dhoni

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କ ପତ୍ନୀ ସାକ୍ସି ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ପ୍ରତ୍ୟୋକ କ୍ରିକେଟର ଙ୍କ ଜିବନ ରେ ଯେତିକି ଷ୍ଟାର ଡମ୍ ରହିଛି । ତାଙ୍କର ପତ୍ନୀ ମାନେ ବି କ୍ରିକେଟ ଖେଳାଳି ଙ୍କ ପରି ଷ୍ଟାର ଡମ୍ ପାଇଥାନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କ ପତ୍ନୀ ସାକ୍ସି ମଧ୍ୟ ଏକ କ୍ରିକେଟ ଷ୍ଟାର ଠାରୁ କମ୍ ନୁହଁନ୍ତି । ସେ ଅଧିକାଶଂ ସମୟ ରେ ଧୋନୀ ଙ୍କ ସହିତ ନଜର ଆସନ୍ତି ।

ଏଥି ସହିତ ଏକ ସାକ୍ଷାତ କାର ସମୟ ରେ ମହେନ୍ଦ୍ର ସିଂ ଧୋନି ଙ୍କ ପତ୍ନୀ ଏକ ଖୁଲାସା କରିଛନ୍ତି । ସାକ୍ସି ଚେନ୍ନାଇ ସୁପର କିଙ୍ଗ ୟୁଟ୍ୟୁବ ଚେନ୍ନାଲ ରେ କଥା ହେବା ସମୟ ରେ ତାଙ୍କର ଷ୍ଟାର ଡମ୍ ବିଷୟ ରେ ଖୋଲା ଖୋଲି ଭାବେ କହିଛନ୍ତି । ଏବଂ ତାଙ୍କର ବ୍ୟକ୍ତିଗତ ଜିବନ ବିଷୟ ରେ ଖୋଲା ଖୋଲି ଭାବେ ଜଣେଇଛନ୍ତି । ଯେତେବେଳେ ସାକ୍ସିଙ୍କୁ ପଚରାଜାଇଥିଲା ସାଧାରଣ ଜୀବନ କିପରି ପ୍ରଭାବିତ ହୁଏ ଏହାକୁ ନେଇ ସାକ୍ସି କହିଛନ୍ତି ତାଙ୍କର ପରିଶ୍ରମ ଯୋଗୁଁ ସେ କେଉଁଠାରେ ଅଛନ୍ତି ସେଥିପାଇଁ ଆମେ ଗର୍ବିତ ଓ କୋଟି କୋଟି ଲୋକଙ୍କ ପ୍ରଶଂସା ତାଙ୍କୁ ମିଳିଛି ।

Dhoni

ସେ ଏହି ଖେଳର ଏକ ଅଂଶ ଯାହାକୁ ଲୋକମାନେ ଭାରତରେ ବହୁତ ପସନ୍ଦ କରନ୍ତି । ସେ କହିଛନ୍ତି କି ସାଧାରଣ ଜୀବନରେ ଯେତେବେଳେ ତୁମେ ବିବାହ କର ଏବଂ ତୁମର ସ୍ୱାମୀ ଅଫିସକୁ ଯାଆନ୍ତି ସେତେବେଳେ ସାଧାରଣ ଜୀବନ ବଦଳିଯାଏ ହେଲେ ଆମ ସ୍ୱାମୀ ଖେଳିବାକୁ ବାହାରକୁ ଯାଆନ୍ତି ତେଣୁ ମୁଁ ଭାବୁଛି କି ତୁମେ କେବଳ ସେହି ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବାକୁ ପଡିବ ତୁମକୁ ସେହି ସମୟରେ ସେମାନଙ୍କ ପାଇଁ ଚାପ ହେବାକୁ ପଡିବ ନାହିଁ କାରଣ ଆମକୁ ସେମାନଙ୍କ ପଦ୍ଧତି ଅନୁଯାୟୀ ଖାପ ଖୁଆଇବାକୁ ପଡିବ ।

ସେହିପରି ସାକ୍ସି ଆହୁରୀ ମଧ୍ୟ କହିଛନ୍ତି କି କିଛି ଲୋକ କ୍ୟାମେରା ଆଗରେ ଆରାମଦାୟକ ଏବଂ କିଛି ଲୋକ ଅସହଜ ଜନସାଧାରଣ ମଧ୍ୟ ବିଚାର କରନ୍ତି ଯେତେବେଳେ ଆପଣ ଜଣେ କ୍ରିକେଟର କିମ୍ବା ଜଣେ ସେଲିବ୍ରିଟିଙ୍କ ପତ୍ନୀ ଅଟନ୍ତି ଆପଣଙ୍କର ଫଟୋକୁ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତି ତେବେ ଲୋକଙ୍କ ଚିନ୍ତାଧାରାରେ ବହୁତ କିଛି ପରିବର୍ତ୍ତନ ଦେଖାଦିଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *