ମୃ-ତ୍ୟୁ ପୂର୍ବରୁ କାନ୍ଦୁଥିଲେ ମୋତେ କ୍ଷମା କରିଦିଅ

Actress Rajeshwari Ray

ନମସ୍କାର ବନ୍ଧୁଗଣ ଆପଣ ମାମଙ୍କୁ ଆମ ଏହି ପୋର୍ଟାଲ ରେ ସ୍ୱାଗତ ଜଣାଇଛୁ । ବନ୍ଧୁଗଣ ଓଲିଉଡ ହେଉକି ଵଲିଉଡ ହେଉ ସବୁଥିରେ କିଛି ନା କିଛି ଏପରି ଦୁଃଖଦ ଖବର ଶୁଣିବାକୁ ମିଳେ , ଯାହା ପାଇଁ ପୁରା ଓଡିଆ ଜଗତ ରେ ଶୋକର ଛାୟା ଖେଳିଯାଇଛି , ତେବେ ସେହିପରି ନିକଟ ରେ ଓଲିଉଡ ଜଗତ ର ଜଣେ ମହାନ କଳାକାର ଯିଏକି ରାଜେଶ୍ଵରୀ ରାୟ ମହାପାତ୍ର , ତାଙ୍କର ଏବେ ପରଲୋକ ହୋଇଛି , ଯାହା ପାଇଁ ସମଗ୍ର ଓଲିଉଡ ଜଗତ ରେ ଦୁଃଖ ଛାୟା ଖେଲିଯାଇଛି ।

ଓଡ଼ିଶାର ଟେଲି ସିରିଏଲ ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ଭାବରେ ରାଜେଶ୍ଵରୀ ରାୟ ମହାପାତ୍ର ଓଡ଼ିଶାର ରହିଥିବା ସମସ୍ତ ରାଜ୍ୟ ବାସୀ ଙ୍କ ପ୍ରେମ ଓ ପ୍ରସଂସା ଅର୍ଜନ କରିଥିଲେ । ରାଜେଶ୍ଵରୀ ରାୟ ମହାପାତ୍ର କହୁଛନ୍ତି ଯେ ପ୍ରାୟ ୬ ରୁ ୭ ଥର ସିଜରିଂ ହୋଇସାରିଥିଲା ଯେଉଁ କାରଣରୁ ତାଙ୍କର ସ୍ଵାମୀ ସଞ୍ଜୟ ମହାପାତ୍ର ପୁରା ଭାଙ୍ଗି ଯାଇଥିଲେ ଯେହେତୁ ସେ ଏପରି ଘଟଣା କେବେ ଦେଖିନଥିଲେ ଯାହା ଫଳରେ ତାଙ୍କ ମନରେ ଏକ ଭୟ ସୃଷ୍ଟି କରିଥିଲା ,

rajeshwari ray mohapatra

ଆହୁରି କହିଛନ୍ତି ଯେ ସେ ମୋତେ ବହୁତ ଭଲ ପାଆନ୍ତି ଓ ବହୁତ ଯତ୍ନ ମଧ୍ୟ ନିଅନ୍ତି , ଏପରିକି ମୋର ଓସ୍କାର ଆୱାର୍ଡ଼ର ଅଧିକାରୀ ହେଉଛନ୍ତି ମୋର ସ୍ଵାମୀ , ତାଙ୍କର ମୋର ଗୋଟିଏ ପ୍ରକାରର ଲଭ ପ୍ରେରଣା , ପ୍ରଥମେ ଓଡ଼ିଆ ମେଟ୍ରୋମନିରେ ପ୍ରୋପଜାଲ ଆସିଥିଲା ଏବଂ ପରସ୍ପର କଥା ମଧ୍ୟ ହୋଇଥିଲୁ , ତାପରେ ଆମକୁ ଲାଗିଲା ଯେ ଆମେ ପରସ୍ପର ପାଇଁ ଉପଯୁକ୍ତ ଅଛୁ ,

ତାଙ୍କ ପରିବାର ର ସମସ୍ତେ ମୋତେ ବହୁତ ଅଧିକ ଭଲ ପାଆନ୍ତି , ମୋତେ ମୂଳରୁ ହିଁ ତାଙ୍କ ପରିବାର ଲୋକେ ଭଲ ପାଉଥିଲେ ତାଙ୍କ ମାଁ ବାପା , ଭାଇ ଭଉଣୀ ଠାରୁ ଆରମ୍ଭ କରି ଛୋଟ ବଡ଼ ପର୍ଯ୍ୟନ୍ତ ସମସ୍ତେ ମୋତେ ଭଲ ପାଉଥିଲେ ।

Rajeshwari Ray

ତେବେ ସେ ତାଙ୍କର ମୃ-ତ୍ୟୁ ପୁର୍ବରୁ କହିଛନ୍ତି କି ଏବେ ସାର୍ଥକ ଟିଭି ରେ ଏକ ଫିଲ୍ନ ରିଲିଜ ହେବାକୁ ଯାଉଛି ଏବଂ ସେହି ପିଲ୍ମ ଟି ସମ୍ପୁର୍ଣ୍ଣ ଭାବରେ ମୋବାଇଲା ଯୋଗେ ସୁଟ କରାଯାଇଛି ଏବେ ଏହା ଲୋକଡାଉନ ସମୟ ରେ ସୁଟ କରାଯାଇଛି , ତେବେ ଫିଲ୍ନ ଟି ତାଙ୍କର ଭାଇ କରିଛନ୍ତି , ତେବେ ଫିଲ୍ମ ଟି ର ନାମ ହେଉଛି ମୁଁ , ତମେ ଆଉ ଲକଡାଉନ । ହିରୋ ର ଭୂମିକା ରେ ତାଙ୍କର ସାନ ଭାଇ ବିଶ୍ୱ ଏବଂ ବିରୋଇନ ଦିପ୍ତିକା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ