ସବୁଦିନ ପାଇଁ ବର୍ଷା ଆଉଟ୍ ଆଉ ସ୍ୱପ୍ନା ହେଲେ ଇନ୍ ।

swapna

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ଆଉଟ ଆଉ ସ୍ୱପ୍ନା ଇନ । ହଁ ବନ୍ଧୁଗଣ ଅନୁଭବ ଙ୍କ ସିନେମା ରେ ଏବେ ସବୁ ଦିନ ପାଇଁ କୁଆ଼ଡେ ବର୍ଷା ଆଉଟ ହୋଇଜାଇଛନ୍ତି । ଆଉ ଏବେ ନୂଆ ନୂଆ କରି ଏଣ୍ଟ୍ରୀ ମାରିଛନ୍ତି ସ୍ୱପ୍ନା । ଆଉ ସ୍ୱପ୍ନା ଙ୍କୁ ନେଇ ତିଆରି ହେଉଛି ନୂଆ ସିନେମା ଲଭ ଇନ ଲଣ୍ଡନ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସୁଣିବାକୁ ମିଳୁଛି ଯେ ବର୍ଷା ଙ୍କ ସହିତ ଆଉ ଅନୁଭବ ଙ୍କ ସିନେମା ଆସିବ ନାହିଁ । ଆଉ ଯାହାକୁ ନେଇ ଚିନ୍ତାରେ ବି ପଡିଥିଲେ କୁଆଡେ ଅନୁଭବ ମହାନ୍ତି । ଆଉ ଯେଉଁଥି ପାଇଁ ସେ ଅନେକ ଗୁଡିଏ ଏକ୍ସପେରିମେଣ୍ଟ ବି କରିଛନ୍ତି ।

ଏହି ଯେମିତି ବିଜୁବାବୁ ସିନେମା ରେ ସୁପ୍ରିୟା , ପ୍ରେମ କୁମାର ର ଶୀବାନି , ଅଫାୟାର ରେ ଏଲିନା , ଆଉ ଜଗା ହାତରେ ପଘାରେ ଝିଲ୍ଲୀଙ୍କୁ ନେଇ ଏକ୍ସପେରିମେଣ୍ଟ କରିଛନ୍ତି ଅନୁଭବ ମହାନ୍ତି । ଆଉ ବର୍ତମାନ ସମୟ ରେ ନୂଆ ନୂଆ ଏକ୍ପପେରିମେଣ୍ଟ କରୁଛନ୍ତି ସ୍ୱପ୍ନାଙ୍କୁ ନେଇ ଲଭଇନ ଲଣ୍ଡନରେ ।

Anubhav

ଆଉ ଏମନଙ୍କ ମଧ୍ୟରୁ ଜାହାର ସିନେମା ହିଟ ହେବ ସେ କୁଆଡେ ପର୍ମାନେଣ୍ଟ ବର୍ଷା ଙ୍କ ପରି ଅନୁଭବ ଙ୍କ ସହିତ ସିନେମା କରିବେ ବୋଲି ଚର୍ଚ୍ଚା ଏବେ ହେଉଛି । ବେଶ କିଛି ଦିନର ବ୍ୟବଧାନ ପରେ ଅନୁଭବ ମହାନ୍ତି ନୂଆ ରୂପରେ ଆସୁଛନ୍ତି । ଆଉ ତାଙ୍କୁ ନେଇ ପ୍ରସ୍ତୁତ ହେଉଛି ନୂଆ ଓଡିଆ ଚଳଚିତ୍ର ଲଭ ଇନ ଲଣ୍ଡନ । ହଁ ବନ୍ଧୁଗଣ ଲଣ୍ଡନ ରେ ଏହାର ସୁଟିଂ ଚାଲିଥିବା ବେଳେ ତାଙ୍କ ବିପକ୍ଷରେ ହିରୋଇନ ଅଟନ୍ତି ସ୍ୱପ୍ନା ପ୍ରିୟଦର୍ଶନୀ ।

ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ କି ବର୍ଷା ପ୍ରିୟଦର୍ଶନୀ ଙ୍କ ସହିତ ଅନୁଭବ ବହୁତ ଫିଲ୍ମ ଦେଇ ଥିବା ବେଳେ ବର୍ତମାନ ସମୟ ରେ ସ୍ୱପ୍ନା ଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ନୂଆ ନୂଆ କରି ସିନେମା ଦୁନିଆଁ ରେ ପାଦ ଦେଇଥିବା ଏହି ନାୟିକା ଅନୁଭବ ଙ୍କ ସହିତ କେତେ ପର୍ଫେକ୍ଟ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *