ପରକୀୟ ପ୍ରୀତି ହଠାତ୍ ଆସିଲେ ସ୍ତ୍ରୀ!! ତା ପରେ ଜାହା ହେଲା

wife

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହିତ ଥାଇ ଗାର୍ଲଫ୍ରେଣ୍ଡ ସହିତ କରୁଥିଲେ ରୋମାନ୍ସ । ଟାୱେଲ ପିନ୍ଧା ଅବସ୍ଥାରେ ଗାର୍ଲେଫ୍ରେଣ୍ଡ କୁ ଧରିଲା ସ୍ତ୍ରୀ । ସୋସିଆଲ ମିିଡିଆରେ ଭାଇରଲ ହେଉଛି ଏହି ହାଇ ଭୋଲ୍ଟେଜ ଡ୍ରାମା । ତେବେ ଦୁନିଆଁ ରେ ଏମିତି ବହୁତ ଲୋକ ରହିଛନ୍ତି ଯେଉଁ ମାନେ ବିବାହ ପରେ ମଧ୍ୟ ଅନେକ ଯୁବକ ବା ଯୁବତୀ ଙ୍କ ସହିତ ସଂ-ମ୍ପର୍କ ରଖିଥାନ୍ତି । ଜାହାକି ସଂମ୍ପର୍କ ଭାଙ୍ଗିବାର ମୂଖ୍ୟ କାରଣ ବୋଲି କୁହାଯାଏ ।

ତେବେ ଏହି ପରି ପରକ୍ରିୟା ପ୍ରିତି ସାମ୍ନାକୁ ଆସିବା ପରେ ବହୁତ ଝଗଡା ମଧ୍ୟ ହୋଇଥାଏ । ଆଉ ଝଗଡା ର ସଂମ୍ପର୍ଣ୍ଣ ଫାଇଦା ଉଠେଇଥାନ୍ତି ପୋଡଶୀ । ସୋସିଆଲ ମିଡିଆ ରେ ଏହି ପରି ଏକ ଭିଡ଼ିଓ ବହୁତ ଭାଇରଲ ହେବାରେ ଲାଗିଛି । ଯେଉଁଠି ଜଣେ ମହିଳା ତାଙ୍କ ସ୍ୱାମୀ ଙ୍କ ପରକ୍ରିୟା ପ୍ରତି ସଂମ୍ପର୍କରେ ଜାଣିବା ପରେ ହାଇ ଭୋଲ୍ଟେଜ୍ ଡ୍ରାମା କରୁଛନ୍ତି ।

women 1

ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ବିଚ୍ ରାସ୍ତାରେ ସ୍ୱାମୀ ସ୍ତ୍ରୀ ଙ୍କର ଝଗଡା ଚାଲିଛି । ଏବଂ ଗାର୍ଲ ଫ୍ରେଣ୍ଡ ଜଣଙ୍କ ଲୁଚା ଛପା ପ୍ରେମ କରି ନିଜର ଗାର୍ଲଫ୍ରେଣ୍ଡ କୁ ଆଣି ଏକ ଭଡା ଘରେ ରଖିଥିଲେ । ଏହା ଖବର ପାଇ ସ୍ତ୍ରୀ ଜଣଙ୍କ ସଠିକ୍ ଜାଗାରେ ପହଁଚି ଜାଇଛନ୍ତି । ମାନେ ତଳେ ଅଛନ୍ତି ସ୍ତ୍ରୀ ଆଉ ଫାଷ୍ଟ ଫ୍ଲରରେ ରହିଛନ୍ତି ଗାର୍ଲଫ୍ରେଣ୍ଡ ।

ଏହା ପରେ ଦେଖିବାକୁ ମିଳୁଛି ଯେ ଟାୱେଲ ପିନ୍ଧିିଥିବା ଗାର୍ଲଫ୍ରେଣ୍ଡ ଜଣଙ୍କୁ ସ୍ତ୍ରୀ ଜଣଙ୍କ ପିଛା କରୁଛନ୍ତି । ଯେମିତି ମହିଳା ଜଣଙ୍କ ତାଙ୍କ ହାତରୁ ଖସି ନଯିବେ ସେହିଥି ପାଇଁ ମହିଳା ଜଣଙ୍କ ସଂମ୍ପର୍ଣ୍ଣ ପ୍ରସ୍ତୁତ ବି ରହିଛନ୍ତି । ଏହି ସବୁ ମଧ୍ୟରେ ମହିଳା ଜଣଙ୍କ ସ୍ୱାମୀ ଆସି ତାଙ୍କୁ ଅଟକେଇବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଘଟଣା ଅଲଗା ହୋଇ ଯାଉଛି ବିଚ ରାସ୍ତାରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେବା ସହିତ ତାଙ୍କୁ ଠେଲା ପେଲା ବି କରୁଛନ୍ତି । ଏହି ଘଟଣା ର ଭରପୁର ମଜା ନେଉଛନ୍ତି ପୋଡଶୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *