ହ୍ୟୁମାନ ସାଗରଙ୍କ ଘରୁ ମିଳିଲା ବିଦେଶୀ ମଦ ,ଏଇ ମଦ ପିଇ ସ୍ତ୍ରୀ ଙ୍କୁ ସବୁଦିନ ମାଡ଼ ମାରୁଥିଲେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏ ମଦ କାହା ଜୀବନ ନଷ୍ଟ କରୁଛି ତ ଏହି ମଦ ପୁଣି କାହାର ପରିବାରକୁ ନଷ୍ଟ କରୁଛି । ଏହି ମଦ ପୁଣି ହ୍ୟୁମାନ ସାଗରଙ୍କ ପରିବାରକୁ ନଷ୍ଟ କରିବାକୁ ଯାଉଛି । ହ୍ୟୁମାନ ସାଗର ଏବେ ବିବାଦ ରେ ଅଛନ୍ତି । ମଦ ପିଇ ତାଙ୍କ ସ୍ତ୍ରୀକୁ ମାଡ ମାରିବା ସହ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ । ଯାହା ସବୁ ନିଶାରେ ଏସବୁ କାମ କରୁଥିଲେ । ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ର ପାରିବାରିକ ବିବାଦ ।

ହ୍ୟୁମାନଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଆଉ ଶଶୁର । ସେ କହୁଛନ୍ତି ଯେ ହ୍ୟୁମାନ ଅନ୍ୟ ଝିଅଙ୍କ ସହିତ ସମ୍ପର୍କ ରଖୁଛି । ଝିଅର ଡେଲିଭରି ଠାରୁ ନିର୍ଯାତନା ଦେଉଥିଲେ । ଆଉ ନିଶା ଖାଇ ମଦ ପିଇ ସବୁଦିନ ଝିଅକୁ ସେ ବାଡଉଥିଲେ । ଏମିତିକି ସେ ଝିଅର ତଣ୍ଟି ଚିପି ମାରି ଦେବାକୁ ମଧ୍ୟ ଚେ଼ଷ୍ଟା କରୁଥିଲେ । ଅନ୍ୟ ମହିଳାଙ୍କ ସହ ସ-ମ୍ପ-ର୍କ ଥିବା ଆମେ ମଧ୍ୟ ଜାଣିଛୁ । ଅଧିକ ଯୌତୁକ ମାଗି ମଧ୍ୟ ମଦ ପିଇ ସେ ମାଡ ମାରୁଥିଲେ ।

Human

ଆଗରୁ ମଧ୍ୟ ବିବାଦ ରେ ଛନ୍ଦି ହୋଇଥିଲେ ଏହି ହ୍ୟୁମାନ ସାଗର । ଯିଏ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ ମନା କରିଦେଲେ ତାପରେ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ହେବା ପରେ ସେ ପୁଣିଥରେ ଏକ ଷ୍ଟେଜ ରେ ଜଗନ୍ନାଥ ଭଜନ ଗାଇଥିଲେ । ଯାହା ଫଳରେ ସେ ଗୀତ ଏତେ ଅସୁନ୍ଦର ହୋଇଥିଲା ଯାହା ଫଳରେ ଲୋକମାନେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । ଏହି ବିବାଦ ଭିତରେ ତାଙ୍କ ଓକିଲ ସାଂଘାତିକ ତଥ୍ୟ ମଧ୍ୟ ଦେଇଛନ୍ତି ।

ଶ୍ରିୟାଙ୍କ ଧର୍ମକୁ ମଧ୍ୟ ଭାଙ୍ଗିବାକୁ ଚେ଼ଷ୍ଟା କରିଛନ୍ତି ହ୍ୟୁମାନ । ଶ୍ରିୟା ହେଉଛନ୍ତି ବ୍ରାହ୍ମଣ ଝିଅ ହ୍ୟୁମାନ ହେଉଛନ୍ତି ଖ୍ରୀଷ୍ଟିଆନ । ଶ୍ରିୟାଙ୍କୁ ଖ୍ରୀଷ୍ଟିଆନ କରିବାକୁ ଚେ଼ଷ୍ଟା ହେଉଥିଲା । ସେମାନେ ତାହା ଧର୍ମ ପରିବର୍ତ୍ତନ କରିବା ପାଇଁ ଚେ଼ଷ୍ଟା କରୁଥିଲେ । ବାହାଘର ପରେ ହ୍ୟୁମାନ ବାର ବାର ଯୌତୁକ ମାଗୁଥିଲେ । ଏମିତିକି ଥରେ ୧୦ ଲକ୍ଷ ଓ ୫୦ ଲକ୍ଷ ମଧ୍ୟ ଦେଇଥିଲେ ତାଙ୍କ ଶଶୁର । ଶ୍ରିୟା ର ତଣ୍ଟି ଚିପି ମଧ୍ୟ ମାରି ଦେବାକୁ ଚେ଼ଷ୍ଟା କରିଥିଲେ । ସାବଧାନ ପାଇଁ ଚେଷ୍ଟା କରି ବିଫଳ ହେବାରୁ ଥାନାକୁ ଆସିଛନ୍ତି ଏବେ ପତ୍ନୀ ଏବଂ ଶଶୁର ।

wife

ତାଙ୍କ ଶଶୁର ଆହୁରି ମଧ୍ୟ କହିଛନ୍ତି ଅଧିକ ନିର୍ଯାତନା ହବାରୁ ୫ ମାସ ହେବ ଝିଅ ଆମ ପାଖରେ ରହୁଛି । ହ୍ୟୁମାନଙ୍କ ସହ ଆମ ଝିଅ ରହିଲେ ତା ଜୀବନ ପ୍ରତି ବିପଦ ବୋଲି ତାଙ୍କ ଶଶୁର କହିଛନ୍ତି । ହ୍ୟୁମାନ ଘରୁ ମଧ୍ୟ ମଦ ପ୍ରଚୁର ପରିମାଣରେ ମିଳିଛି । ହ୍ୟୁମାନ ପ୍ରତିଦିନ ମଦ ପିଅନ୍ତି ଏବଂ ତାଙ୍କ ସ୍ତ୍ରୀ ବାଡିଆ ବାଡେଇ କରନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *