ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରେମିକା ସହ OYO ରୁମ୍ ରେ ଶା-ରୀ-ରିକ ସମ୍ପ-ର୍କ ରଖିଲା ପ୍ରେମିକ,ଆଉ ଏବେ ଗର୍ଭ-ବତୀ ହେବ ପରେ ତାକୁ ଛାଡିଦେଲା।

oyo

ଆପଣ ମାନଙ୍କୁ ଆମର ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ମଣିଷ ମାନେ ଭଲପାଇବା କୁ ଏକ ମନୋରଂଞୀନ ର ଆଧାର ବୋଲି ଭାବିନେଇଛନ୍ତି । ଜାହା ଫଳରେ କେଉଁଠି ପୁଅ ଝିଅକୁ ଧୋକା ଦେଉଛି ତ ଆଉ କେଉଁଠି ଝିଅ ପୁଅକୁ ଧୋକା ଦେଉଛି । ତେବେ ବନ୍ଧୁଗଣ ଏହି ପରି ଏକ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲାରେ ଯେଉଁଠାରେ ଗୋଟେ ପ୍ରେମିକ ତାର ପ୍ରେମିକା ସହିତ ସାଢେ ତିନି ବର୍ଷ ପର୍ଯ୍ୟନ୍ତ OYO କୁ ଜାଇ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଲା । ଆଉ ପରେ ଯେତେ ବେଳେ ପ୍ରେମିକା ଗର୍ଭବତୀ ହୋଇଗଲା ସେତେ ବେଳେ ସେ ତାକୁ ଛାଡି ଦେଲା ।

ପୁଣି ଥରେ ପ୍ରେମିକା କୁ ଭଲ ପାଇ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ମଝି ନଇ ରେ ଭସାଇ ଦେଇଛି ପ୍ରେମିକ ଜଣଙ୍କ । ଏହା ସହିତ ପ୍ରେମିକ ଜଣକ ପ୍ରେମିକା ସହ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଥିଲା । ଓ ତାହାର ଅନ୍ତ-ର-ଙ୍ଗ ମୁହୂର୍ତ୍ତ ବିତାଇଥିବା ଫଟୋ ଏବଂ ଭିଡିଓ ରଖି ବର୍ତମାନ ପ୍ରେମିକା କୁ ବ୍ଲାକ ମେଲ୍ ମଧ୍ୟ କରୁଛି । ସ୍ତ୍ରୀ ର ଅଧିକାର ମାଗିବାରୁ ନ୍ୟୁ-ଡ ଫଟୋ ସବୁକୁ ଭାଇରାଲ କରିବାର ଧମକ ମଧ୍ୟ ଦେଇଛି ପ୍ରେମିକ ।

ତେବେ ପ୍ରେମିକା ଜଣକ ତାଙ୍କ ସହିତ ନିଜର ସଂସାର ବସିବାର ଅନେକ ସ୍ୱପ୍ନ ଦେଖିଥିଲେ । ବର୍ତମାନ ସମୟରେ ସେହି ଧୋକାବାଜ ପ୍ରେମିକ ସବୁ ପ୍ରତିଶ୍ରୁତି ଭାଙ୍ଗି ଦେଇଛି । ଓ ସେ ନିଜ ଠାରୁ ତାଙ୍କ ପ୍ରେମିକ ଙ୍କୁ ଅଧିକା ବିଶ୍ୱାସ ମଧ୍ୟ କରୁଥିଲେ । ହେଲେ ତାଙ୍କର ସେହି ପ୍ରେମିକ ତାଙ୍କ ସହିତ ବିଶ୍ୱାସ ଘାତକତା କରିଛି । ଯାହାକୁ ନିଜର ଭାବି ସେ ତାଙ୍କର ସବୁକିଛି ତାଙ୍କ ପାଖରେ ସମର୍ପି ଦେଇଥିଲେ । ଆଜି ସେହି ପ୍ରେମିକ ସବୁ କିଛି ଭୁଲି ଜାଇ ତାଙ୍କୁ ଧୋକା ଦେଇ ଦେଇଛି । ଏବଂ ତାଙ୍କର ସବୁ ଅନ୍ତ-ର-ଙ୍ଗ ମୁହୂର୍ତ୍ତ କୁ କ୍ୟାମେରା ରେ ରେକର୍ଡ କରି ତାଙ୍କୁ ବ୍ଲାକ ମେଲ୍ ବି କରିଛି ।

women 1

ଏବେ ତାଙ୍କ ଫୋନ୍ ମଧ୍ୟ ସେ ଉଠଉ ନାହାଁନ୍ତି । ବିଗତ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ସଞୀବ ତୃପ୍ତିଙ୍କ ସହ ଶା-ରୀ-ରିକ ସ-ମ୍ପ-ର୍କ ରଖିବା ପରେ ତୃପ୍ତି ଯେତେବେଳେ ତାଙ୍କୁ ସ୍ତ୍ରୀର ମାନ୍ୟତା ଦେବା ପାଇଁ କହିଲେ ସେତେବେଳେ ସଞୀବ ତାଙ୍କୁ ଧମକ ଦେଇ କହିଲେ ଯେ ସେ ତାଙ୍କ ସହ ରଖିଥିବା ଶା-ରୀ-ରିକ ସଂ-ମ୍ପ-ର୍କର ଫୋଟୋ ଆଉ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଦେବେ ବୋଲି ।

ତୃପ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ଅଜାଣତରେ ସଞୀବ ସେମାନଙ୍କର ଶା-ରୀ-ରିକ ସ-ମ୍ପ-ର୍କ ରଖିବା ସମୟର ଫଟୋ ଆଉ ଭିଡିଓ ସବୁ ସୁଟ କରି ରଖିଛନ୍ତି । ଏଭଳି ଗୋଟିଏ ଲଜ୍ୟା ଜନକ ଘଟଣା ଆସି ପହଞ୍ଚିଛି ମାଲକାନଗିରି ଜିଲ୍ଲାରୁ । ପ୍ରତାରିତ ପ୍ରେମିକା ଜଣକ ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରେମିକ ଙ୍କ ନାମରେ ।

ଥାନାର ଦ୍ୱାରସ୍ଥ ହୋଇଥିବା ମହିଳା ଜଣକ MV 72 ଗ୍ରାମର ତୃପ୍ତି ଦାସ ଅଟନ୍ତି । ଏବଂ ପ୍ରେମିକ ଜଣକ ହେଉଛନ୍ତି । MV 79 ଗ୍ରାମର ସଞୀବ ପାଲ । ଏହି ନେଇ ମହିଳା ଜଣକ ଥାନରେ ଅଭିଯୋଗ କରିଥିବା ବେଳେ ପୋଲିସ ବି ଘଟଣାର ତଦନ୍ତ କରିବା ଆରମ୍ଭ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *