ସ୍ତ୍ରୀର ଏହି ଗୋଟିଏ ଭୂଲ୍ ପାଇଁ ସ୍ୱାମୀ ସର୍ବଦା ଋଣ କରଜରେ ବୁଡି ରହିଥାନ୍ତି |

husband

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଦ୍ୱାରା କୁହାଯାଇଥିବା କିଛି ଏପରି କଥା କହିବୁ ଯାହାକୁ ସ୍ତ୍ରୀ ମାନେ ତାଙ୍କର ଜୀବନ ରେ ପାଳନ କରିବା ଉଚିତ ନଚେତ ତାଙ୍କର ସ୍ୱାମୀ ତାଙ୍କର ଗୋଟିଏ ଭୁଲ ପାଇଁ ଭବିଷ୍ୟତ ରେ ଅସୁବିଧା ରେ ପଡି ପାରନ୍ତି । ତେବେ ବନ୍ଧୁଗଣ ଚାଣକ୍ୟ ଙ୍କ ନୀତି ଅନୁସାରେ ପ୍ରତ୍ୟେକ ସ୍ତ୍ରୀ ପାଇଁ ତାର ସ୍ୱାମୀ ହିଁ ସବୁଠାରୁ ସୁନ୍ଦର ଓ ପ୍ରଭାବଶାଳୀ ହୋଇଥାନ୍ତି , କିନ୍ତୁ ଏମିତି କିଛି ମହିଳା ଅଛନ୍ତି ଯେଉଁ ମାନେ ଥଟ୍ଟା ମଜା ରେ ନିଜ ସ୍ୱାମୀ ଙ୍କ ବିଷୟ ରେ ଏମିତି କିଛି କଥା କହି ଦେଇଥାନ୍ତି ଯାହାକୁ କାହାରି ଆଗରେ ମଧ୍ୟ ପ୍ରକାଶ କରିବା କଥା ନୁହଁ ।

କିନ୍ତୁ ଚାଣକ୍ୟ ନିତୀ ଅନୁସାରେ ପ୍ରତ୍ୟେକ ମହିଳା ମାନଙ୍କୁ ନିଜ ସ୍ୱାମୀ ଙ୍କ ର ଏପରି କିଛି କଥା ରହିଛି ଯାହାକୁ ସର୍ବଦା ଗୁପ୍ତ ରଖିବା ଉଚିତ ନଚେତ ସ୍ତ୍ରୀ ଙ୍କ ଏପରି ଛୋଟିଆ ଭୁଲ ପାଇଁ ସ୍ୱାମୀ ଙ୍କ ଉନ୍ନତି ରେ ବାଧା ଉତ୍ପନ ହୋଇଥାଏ ଯାହା ଫଳରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ ସମ୍ପର୍କ ବହୁତ ଖରାପ ହୋଇଥାଏ ତେବେ ଆସନ୍ତୁ ଜାଣିବା ଏପରି କିଛି କଥା ବିଷୟ ରେ ଯାହାକୁ କେବେବି ମହିଳା ମାନେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ହୋଇ ନଥାଏ ,

Chanakya

ତେବେ ପ୍ରଥମ କଥା ଟି ହେଉଛି ନିଜ ସ୍ୱାମୀ ଙ୍କୁ ଡର ଲାଗୁଥିବା ଜିନିଷ , ତେବେ ମନେ ରଖନ୍ତୁ ଚାଣକ୍ୟ ନୀତି ଅନୁସାରେ ଯଦି କୈଣସି ମହିଳା ଙ୍କ ର ସ୍ୱାମୀ ଙ୍କୁ କୈଣସି ଜିନିଷ କୁ ଭୟ ଲାଗୁଥାଏ ତେବେ ଏହାକୁ କେବେ ବି ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ ନଚେତ ଭବିଷ୍ୟତ ରେ ଲୋକ ମାନେ ସେହି କଥା କୁ ଆକ୍ଷେପ କରି ଆପଣଙ୍କ ସ୍ୱାମୀ ଙ୍କ ର ମଜାକ ଉଡାଇ ପାରନ୍ତି କିମ୍ବା ଆପଣ ଙ୍କ ସ୍ୱାମୀ ଙ୍କ ଠାରୁ ଫାଇଦା ମଧ୍ୟ ଉଠାଇ ପାରନ୍ତି ,

ଏଣୁ ଯଦି ଆପଣ ଆପଣ ଙ୍କ ର ସ୍ୱାମୀ ଙ୍କ ର କୈଣସି ଦୁର୍ବଳ ସମୟ କିମ୍ବା କୈଣସି ଜିନିଷ ର ଭୟ ବିଷୟ ରେ ଆପଣ ଜାଣିଥାନ୍ତି ତେବେ କେବେବି ଅନ୍ୟ ମାନଙ୍କ ଆଗରେ ଏହାକୁ ପ୍ରକାଶ କରନ୍ତୁ ନାହିଁ । ନଚେତ ଆପଣ ଙ୍କ ର ସ୍ୱାମୀ ଙ୍କ ର ବାହ୍ୟ ଶତୃ ମାନେ ତାଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମଧ୍ୟ ଏହାକୁ ଉପଯୋଗ କରି ପାରନ୍ତି ଏଣୁ ଏହାକୁ ସର୍ବଦା ମନେ ରଖନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *