ସ୍ତ୍ରୀ ର ଏହି ଗୋଟିଏ ଭୁଲ୍ ପାଇଁ ସ୍ୱାମୀ ଜୀବନରେ ମାଡି ଆସେ ଦୁଃଖର ବାଦଲ, ବୁଡି ରୁହନ୍ତି ଋଣ ଆଉ କରଜରେ

husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଭାରତୀୟ ସଂସ୍କୃତି ଅନୁଯାୟୀ ବିବାହ ପରେ ପ୍ରତେକ ମହିଳା ପାଦରେ ଗୋଡ ମୁଦି ପିନ୍ଧିଥାନ୍ତି । କୁହାଯାଏ କି ଗୋଡ ମୁଦି ସ୍ଵାମୀ ର ଆୟୁଷ ବୃଦ୍ଧି କରିବା ସହ ମହିଳାଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିଥାଏ । ପ୍ରାୟତଃ ପ୍ରତେକ ମହିଳା ଗୋଡରେ ଗୋଡ ମୁଦି ପିନ୍ଧନ୍ତି । ହେଲେ ଅନେକ ଜାଣି ନ ଥାନ୍ତି ଗୋଡ ମୁଦିକୁ ଭୁଲରେ ପିନ୍ଧିବା ଦ୍ଵାରା ବା ଏହାର ଭୁଲ ବ୍ୟବହାର ଦ୍ଵାରା ସ୍ୱାମୀଙ୍କ ଉପରକୁ ବିପଦ ମାଡି ଆସିବା ସହ ସେ ରୁଣରେ ବୁଡି ରୁହନ୍ତି । ଏଥି ସହିତ ଘରେ ଟିକେ ଟିକେ କଥାରେ ଝଗଡା ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ କେଉଁ ଭଳି ନାରୀମାନେ ଗୋଡ ମୁଦି ପିନ୍ଧିବା ଉଚିତ । କୁହାଯାଏ ଜଣେ ବିବାହିତ ନାରୀକୁ 16 ଶ୍ରୀଙ୍ଗାର ମଧ୍ୟରେ ଗୋଡ ମୁଦି ପିନ୍ଧିବା ଜରୁରୀ ହୋଇଥାଏ । ଜାଣି ରଖନ୍ତୁ ଗୋଡ ମୁଦି ମହିଳାର ଗର୍ଭାଶୟକୁ ନିୟନ୍ତ୍ରଣ କରିବା ସହ ରକ୍ତଚାପ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ ବିଷୟରେ ।

Modi

ବନ୍ଧୁଗଣ କେବେ ବି ଗୋଡ ମୁଦି କୁ ଢିଲା କରି ପିନ୍ଧିବେ ନାହିଁ । କିଛି ପରିମାଣରେ ଢିଲା ହେଲେ ଚାଲିବ । କିନ୍ତୁ ଏମିତି ପିନ୍ଧିବେ ନାହି ଯେପରି ଆଙ୍ଗୁଳି ରୁ ବାହାରି ପଡୁଥିବ । ଏପରି ହେଲେ ତାହା ଅଶୁଭ ହେବା ସହ ସ୍ୱାମୀଙ୍କ ଉପରେ ବିପଦ ଆସିବା ସହ ସେ ସବୁବେଳେ ଧାର କରଜ ରେ ବୁଡି ରହିଥାନ୍ତି । ତା ଛଡା ଆର୍ଥିକ ସ୍ଥିତି ଭଲ ରୁହେ ନାହିଁ ।

ତମ୍ବାର ଗୋଡ ମୁଦି କେବେ ବି ପିନ୍ଧିବେ ନାହିଁ । କାରଣ ପିଲା ହେବ ସମୟରେ ଅସୁବିଧା ହୋଇଥାଏ । ବନ୍ଧୁଗଣ ଯଦି ଗୋଡ ମୁଦି ଫାଟିଯାଏ ତେବେ ସେହିପରି ଭାବେ ଆଉ ପିନ୍ଧିବେ ନାହି । ଏହିପରି କିଛି ନାରୀ ଫାଟିଥିବା ମୁଦିକୁ ପିନ୍ଧିଥାନ୍ତି । କିନ୍ତୁ ଏହା ଭୁଲ ଅଟେ । ତମ୍ବା ର କିଛି ଜିନିଷ ପିନ୍ଧିବା ଉଚିତ ନୁହେଁ । ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

କେବେ ହେଲେ ନିଜେ ପିନ୍ଧିଥିବା ଗୋଡ ମୁଦିକୁ ଅନ୍ୟ କୁ ଦିଅନ୍ତୁ ନାହିଁ । ଏହା ସବୁଠାରୁ ଭୁଲ ହୋଇଥାଏ । ଏପରି କରିବା ଦ୍ଵାରା ସମୟରେ ଦୁଖ ଓ ରୋଗ ଆସିଥାଏ । ଜଣଙ୍କ ପରେ ଅନ୍ୟ ଜଣଙ୍କର ଦେହ ଖରାପ ହୋଇଥାଏ । ସମସ୍ତଙ୍କ ମନରେ ଛୋଟ କଥାରେ ମନ ଊଣା ହେବା ସହ ଝଗଡା ବି ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ