ଜୀବନର ସଫଳତା ପାଇଁ ଭାଗବତ ଗୀତାର ଏହି ଅନମୋଲ ବଚନ । ଥରଟିଏ ପଢନ୍ତୁ :

Spread the love

ସଫଳତାର ଦିଗ କାହାକୁ ପସନ୍ଦ ନୁହେଁ । ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ପାଇବା ପାଇଁ ବ୍ୟାକୁଳତାର ସହ ଚାହାଁ ବସିଥାନ୍ତି ।  କିନ୍ତୁ ସଫଳତା କେବଳ ଚାହିଁବାରେ ମିଳେ ନାହିଁ ।  ଏମିତି ଅନେକ କିଛି ଗ୍ରନ୍ଥ, ପୁରାଣ ଶାସ୍ତ୍ର ରହିଛି ଯେଉଁଥିରେ ସଫଳତା ପାଇବା ନିମନ୍ତେ ଅନେକ ଉପାୟମାନ ସେଥିରେ ବର୍ଣ୍ଣିତ ଅଛି, ଯାହାକୁ ଆପଣେଇ ଓ ସେଗୁଡିକୁ କାର୍ଯ୍ୟରେ ଲଗାଇ, ଯେ କେହିବି ବ୍ୟକ୍ତି ସଫଳତା ସିଡ଼ି ସହଜରେ ଚଢ଼ି ପାରିବେ ।  ଆଜି ଆମେ ଆପଣଙ୍କୁ ଭାଗବତ ଗୀତାର କିଛି ଏମିତି “ଅମୁଲ୍ୟ ତଥ୍ୟ” ବିଷୟରେ କହିବୁ । ଯାହାକୁ  ଆପଣେଇ, ଆପଣ ମଧ୍ୟ ସଫଳତାର ପଥରେ ଅଗ୍ରସର ହୋଇ ଉର୍ନ୍ନତିର ଚରମ ସୋପାନରେ ପହଂଚି ପାରିବେ ।ଆସନ୍ତୁ ଏହି ବିଷୟରେ ଜାଣିବା

ଭାଗବତ ଗୀତାରେ କୁହାଯାଇଛି ଯେ କ୍ରୋଧ ରୁ ଭ୍ରମ ଜାତ ହୁଏ, ଭ୍ରମରୁ ବୁଦ୍ଧି ବ୍ୟଗ୍ର ହୁଏ ଏବଂ ଯେବେ ବୁଦ୍ଧି ବ୍ୟଗ୍ର ହୁଏ, ତେବେ ତର୍କ ନଷ୍ଟ ହେଇଯାଏ ଓ ଯେତେବେଳେ  ତର୍କ ନଷ୍ଟ ହେଇଯାଏ ସେତେବେଳେ ମନୁଷ୍ୟର ପତନ ସୁନିଶ୍ଚିତ  ହେଇଯାଏ । ଏଥିପାଇଁ ପ୍ରତ୍ୟେକ ମନୁଷ୍ୟ କ୍ରୋଧକୁ ନିୟନ୍ତ୍ରଣ କରିବା ଆବଶ୍ୟକ ।  କଦାପି କ୍ରୋଧ କରନ୍ତୁ ନାହିଁ ବରଂ ସର୍ବଦା  ନିଜ ମୁଣ୍ଡକୁ ଥଣ୍ଡା ରଖିବା ଦରକାର ।

କୃଷ୍ଣ କହିଛନ୍ତି, କି ଯେଉ ବ୍ୟକ୍ତି ସହ ସାଥିରେ ରହିବ ଦ୍ଵାରା ଆପଣଙ୍କ ଅନାଦର କରାଯାଏ ତେବେ ତାହା ସହ ରହିଵା ଠୁଁ ଭଲ କି ଆପଣ ଏକ ରହିବେ ।

ଅଶାନ୍ତ ମନ କେବେ ବି କିଛି ବି ଅନୈତିକ କାମ କରିପାରେ ଏଥିଯୋଗୁ ଏହାକୁ ସଦାବେଳେ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ

ପ୍ରତେକ ମନୁଷ୍ୟ ନିଜ ବିଶ୍ୱାସ ରେ ନିର୍ମିତ ହେଇପାରେ, ଅର୍ଥାତ ଯେମିତି ସେ ବିଶ୍ୱାସ କରେ ଠିକ ସେହିଭଳି ଅନୁରୂପ ହେଇଯାଏ ।

ଆପଣ କଣ ଏହି କଥା ଗୁଡିକରେ ବିଶ୍ୱାସ ରଖନ୍ତି, କମେଣ୍ଟରେ ଲେଖିକି ଆମକୁ ନିଶ୍ଚୟ ଜଣାନ୍ତୁ । ପୋଷ୍ଟ ଯଦି ଭଲ ଲାଗେ ତା’ହେଲେ like ଓ share କରିବା ନିଶ୍ଚୟ କରନ୍ତୁ ।