କିଛି ଲୋକଙ୍କ ପାଇଁ ବସ ପାଲଟି ଯାଇଛି ରୁମ , ଖୁଲମ ଖୁଲା ଚାଲିଛି ଦେ-ହ କାରବାର..

bas

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଳ ମାଳ କୋ-ଣ୍ଡମ୍ ପଡିଛି । ସିଟ୍ ସବୁ ଶୋଇ ରହିଛି । ଦେଖିଲା ଲାଗୁଛି ଏହା କୈଣସି ରେଡ ଲାଇଟ ଏରିଆ ହେଲେ ଏହା କୈଣସି ରେଡ ଲାଇଟ ଅଞ୍ଚଳ ନୁହେଁ କି ଡୋମ୍ପିଂ ୟାର୍ଟ ନୁହେଁ । ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି ର ପାର୍କିଂ ସ୍ଥାନ ପର୍ଯ୍ୟଟକ ମାନେ ଏହି ଅଞ୍ଚଳ ରେ ଗାଡି ପାର୍କ କରି ଖଣ୍ଡଗିରି ର ମନୋରମା ଦୃଶ୍ୟ ଦେଖିବାକୁ ଯାଆନ୍ତି ।

ହେଲେ ଏହି ଦୃଶ୍ୟ ସ୍ପଷ୍ଟ କରୁଛି ପର୍ଯ୍ୟଟକ ସ୍ଥାନ କେତେ ସୁରକ୍ଷିତ ଏହା ପୂର୍ବରୁ ଏହାକୁ ନେଇ ଆମେ ମାନେ ମଧ୍ୟ ଖବର ପ୍ରସାରଣ କରିଥିଲୁ । ସେହି ସମୟ ରେ ଏହି ତିନୋଟି ବସ କୁ ଏଠାରୁ ସଫା କରି ହଟେଇ ଦେବେ ବୋଲି କହିଥିଲେ ପ୍ରସାଶନ ମାତ୍ର ଏହାର 3 ମାସ ପରେ ଏହି ଚିତ୍ର ବୟାନ କରୁଛି କେତେ ସକ୍ରିୟ ପ୍ରସାଶନ ।

bas

ପ୍ରତିଦିନ ସୂର୍ଯ୍ୟ ବିଦାୟ ନେଲେ ଏଠାରେ ଅସାମାଜିକ ଲୋକ ମାନଙ୍କ ଆଡା ଜମୁଛି । କିଏ ମଦ ମାଂସ ର ଆସର ଜାଉଛି ତ ଆଉ କିଏ ଦେହ ବ୍ୟବସାୟ କରୁଛି । କେବଳ ବସ ଭିତରେ ନୁହେଁ ବରଂ ବସ ବାହାରେ ମଧ୍ୟ ପଡି ରହିଛି ଏମିତି ଅନେକ ଆପତ୍ତି ଜନକ ସାମଗ୍ରୀ । ଏହାକୁ ଦେଖି ଅନେକ ପର୍ଯ୍ୟଟକ ମାନେ ମୁହଁ ଫେରାଉଥିବା ଦେଖିବାକୁ ମିଳିିଛି ।

ତେବେ ଏହା ଉପରେ ଏବେ ପ୍ରଶାସନ କୁ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *