ଶେଷଦେବ ପାଇଁ ଲଭଲି ବୁଣିଥିଲା ମିଛ ପ୍ରେମ ମାୟା ଜାଲ…

sashadhaba

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଏବେ ର ସମୟ ରେ ପ୍ରକୃତ ଭଲ ପାଇବା କମିବାକୁ ବସିଲାଣି ଆଜିର ସମୟ ରେ ଯେଉଁ ଭଲ ପାଉବା ଦେଖା ଯାଉଛି , ସେଥିରେ ରହିଛି କେବଳ ପ୍ରତାରଣା ଏବଂ ତା ସହ ରହିଛି ଛଳନା ।

ତେବେ ବନ୍ଧୁଗଣ ଆଜି ର ସମାଜ ରେ ଆପଣ ମାନେ ଯଦି ଭାବୁଥାନ୍ତି କୈଣସି ଗୋଟିଏ ଝିଅ ଯଦି ଆପଣ ଙ୍କୁ ପ୍ରକୃତ ରେ ଭଲ ପାଉଛି , ତେବେ ତାହା ପୁରା ଭୁଲ କାରଣ ସେ କେବଳ ଆପଣ ଙ୍କ ଧନ ସମ୍ପତ୍ତି କୁ ଦେଖି ଆପଣ ଙ୍କୁ ଭଲ ପାଇବା ର ଅଭିନୟ କରିଥାଏ । ତେବେ ବନ୍ଧୁଗଣ ଏମିତି କିଛି ଘଟଣା ଏବେ ଗେଖିବାକୁ ମିଳିଛି , ଯାହାକି ହେଉଛି ଜଣେ ଯୁବକ ଙ୍କୁ ଗୋଟିଏ ଯୁବତି ଭଲ ପାଇବା ର ଅଭିନୟ କରି ତାଙ୍କୁ ମାରି ଦେଇଥିବାର , ତେବେ ଘଟଣା ଟି ଜାଣିବାକୁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

sashadhaba

ତେବେ ବନ୍ଧୁଗଣ ଉକ୍ତ ଘଟଣା ଟି ହେଉଛି ପୁରୀ ଦକ୍ଷିଣବନ୍ତ ଗ୍ରାମ ର ତେବେ ଏହି ଗ୍ରାମ ର ଜଣେ ଯୁବକ ଯାହାର ନାମ ହେଉଛି ଶେଷଦେବ , ଶେଷ ଦେବ ପୁରୀ ଜିଲ୍ଲା ର ଦକ୍ଷିଣବନ୍ତ ଗ୍ରାମ ର ଧିରେନ୍ଦ୍ର ଦାସ ଙ୍କ ଝିଏ ଲଭଲି ଏବଂ ତାଙ୍କର ପ୍ରକୃତ ନାମ ବର୍ଷା ଙ୍କୁ ଭଲ ପାଉଥିଲେ । ତେବେ ବର୍ଷା ଏହି ଯୁବକ ଜଣଙ୍କୁ ମିଛ ଭଲ ପାଇବା ପାଉଥିଲେ , ତେବେ ବର୍ଷା , ଶେଷଦେବ ଙ୍କୁ ତାର ଟଙ୍କା ଏବଂ ସରଳତା ର ଫାଇଦା ଉଠାଉଥିଲେ । ତେବେ ବର୍ଷା ଶେଷଦେବ ଙ୍କ ସହ ଲଭ ସ-ମ୍ପର୍କ ରେ ରହିଥିବା ବେଳେ ସେ ଅନ୍ୟ ଏକ ଯୁବକ ଜଣଙ୍କୁ ଭଲ ପାଉଥିଲେ ।

ତେବେ ଶେଷଦେବ ଙ୍କ ସହ ବର୍ଷା ପ୍ରତାରଣା କରି ଶେଷଦେବ ନିକଟରୁ ସମସ୍ତ ଟଙ୍କା ଏବଂ ବର୍ଷା ର ମନ ମୁତାବକ ସୁନା ଗହଣା ସବୁ ନେଇ ଶେଷ ରେ ଯେତେବେଳେ ଶେଷଦେବ ପାଖରେ ଟଙ୍କା ସରିଯାଇଥିଲା ତାପରେ ବର୍ଷା ତାଙ୍କର ତିନି ବନ୍ଧୁ ତାପସ , ନନ୍ଦି , ପିଣ୍ଟୁ ଙ୍କ ସହାୟତା ରେ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ ।

love 4

ତାପରେ ଶେଷଦେବ ତାଙ୍କ ପାଖରେ ନେହୁରା ହେବା ପରେ ବି ବର୍ଷା ର ମନ ସାନ୍ତି ହୋଇ ନଥିଲା ତେଣୁ ବର୍ଷା ଶେଷଦେବ କୁ ଆ-ତ୍ମ-ହ-ତ୍ୟା କରିବା ପାଇଁ ବାଧ୍ୟ କରିଥିଲେ , ତେବେ ଏହି ସବୁ ର ପ୍ରମାଣ ଶେଷଦେବ ର ବଡ ଭାଇ ପୋଲିସ ରେ ଦେଇଛନ୍ତି , ଶେଷଦେବ ଯେତେଥର ବି ବର୍ଷା ଙ୍କୁ ଟଙ୍କା ଦେଇଛନ୍ତି ସେ ସବୁ ର ପ୍ରମାଣ ଶେଷଦେବ ର ମୋବାଇଲ ରେ ରହିଥିଲା ।

ତେବେ ବନ୍ଧୁଗଣ ଏହି ଭଳି ଛଳନା ର ଭଲ ପାଇବା ପାଇଁ ଶେଷଦେବ ଭଳି ଗୋଟିଏ ନିରିହ ଜୀବନ ନେଇଗଲା , ତେବେ ଏ ନେଇ ଶେଷଦେବ ର ପରିବାର ଲୋକ ମାନେ ଏବେ ନ୍ୟାୟ ପାଇଁ ଦାବି କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *