ଆଚାର୍ଯ୍ୟଙ୍କ ପ୍ରଦର୍ଶିତ ଏହି 4ଟି ନୀତିକୁ ଆପଣନ୍ତୁ, ଦୁଃଖ, କଷ୍ଟ କେବେ ହେଲେ ଆପଣଙ୍କୁ ସ୍ପର୍ଶ କରି ପାରିବ ନାହିଁ

Spread the love

ଆଚାର୍ଯ୍ୟ ଚନାକ୍ୟଙ୍କ ସମସ୍ତ ଉପଦେଶ ମନୁଷ୍ୟର ଦୈନନ୍ଦିନ ଜୀବନ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ଯେଉଁମାନେ ଆଚାର୍ଯ୍ୟଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ, ସେହିପରି ବ୍ୟକ୍ତିମାନଙ୍କ ଜୀବନରେ ଦୁଃଖ ଓ ଅଶାନ୍ତି କେବେ ହେଲେ ସ୍ପର୍ଶ କରିପାରେ ନାହିଁ । ଆଜି ଆପଣଙ୍କୁ ଆଚାର୍ଯ୍ୟ ଚନାକ୍ୟଙ୍କ ଏହିପରି କିଛି ଉପଦେଶ କହିବୁ, ଯାହା ଆପଣଙ୍କୁ କେବେହେଲେ ଅସଫଳତାର ମାର୍ଗ ଦେଖାଇବ ନାହିଁ । ତେବେ ଆସନ୍ତୁ ଜାଣିବା : ଯାହା ଦ୍ୱାରା ଆମେ ସଫଳତାର ଶୀର୍ଷରେ ପହଞ୍ଚି ପାରିବା ଏବଂ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିପାରିବ ।

1) ବୃକ୍ଷ ଯେପରି ଖରା, ବର୍ଷା ଓ ଶୀତାକୁ ସହ୍ୟ କରି ସିଧା ରହିଥାଏ, ମନୁଷ୍ୟ ମଧ୍ୟ ସର୍ବଦା ସେହିପରି ଅର୍ଥାତ ଆବଶ୍ୟକତା ଠାରୁ ଅଧିକ ସଚେତନ ବା ସାବଧାନ ହେବା ଠିକ ନୁହେଁ ।

2) ଭୟକୁ କେବେ ହେଲେ ନିଜ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ । କାରଣ ମନରେ ଭୟ ଆସିଗଲେ ଜୀବନର ଚଲାପଥ ଅଧିକ କଠିନ ହୋଇଯାଏ । ତେଣୁ ସର୍ବଦା ସାହସର ସହିତ କାର୍ଯ୍ୟ କରନ୍ତୁ ଏବଂ କାହାରିକୁ ଭୟ କରନ୍ତୁ ନାହିଁ ।

3) ମନୁଷ୍ୟ ମାତ୍ରକେ କିଛି ନା କିଛି ଭୁଲ ହୋଇଥାଏ । ଯେଉଁମାନେ ନିଜ ଭୁଲକୁ ବୁଝିପାରନ୍ତି ଓ ନିଜ ଭୁଲକୁ ସ୍ୱୀକାର କରିନ୍ତି, ସେମାନେ ହିଁ ଜୀବନରେ ସଫଳତା ହାସଲ କରନ୍ତି । ଅର୍ଥାତ ନିଜ ଭୁଲକୁ ସ୍ଵୀକାର କରିବା ହିଁ ସବୁଠାରୁ ବଡ ସଫଳତା ବୋଲି ଚଣକ୍ୟ କହିଛନ୍ତି ।

4) ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସେହି କାର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ଜାଣିବା ଦରକାର ଓ ସେହି କାର୍ଯ୍ୟ ବିଷୟରେ ତଦାରଖ କରିବା ମଧ୍ୟ ଦରକାର ।

ଚଣକ୍ୟଙ୍କ ଉପରେ ଆଧାରିତ ଏହି ଅନୁଛେଦଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । Share କରି ଅନ୍ୟଙ୍କୁ ଜାଣନ୍ତୁ । ଏହିପରି ପୌରାଣିକ ଓ ନୀତିଶିକ୍ଷା ଉପରେ ଆଧାରିତ ଆନୁଛେଦ ପାଇବା ପାଇଁ Follow Bottom କୁ Click କରନ୍ତୁ !

ଧନ୍ୟବାଦ