ପ୍ରଥମେ ମାଆ ସହିତ କରୁଥିଲେ ପ୍ରେମ, ବର୍ତ୍ତମାନ ତାଙ୍କର ଝିଅଙ୍କ ସହିତ ରୋମାନ୍ସ କରିବେ, ସଲମାନ ଖାନ

Spread the love

ବଲୀଉଡରେ କେତେବେଳେ କେଉଁ ଯୋଡି ଦର୍ଶକମାନଙ୍କୁ ପସନ୍ଦ ଆସିବେ, ଏହି କଥାର ଅନ୍ଦାଜ ଲଗାଇବା ବହୁତ କଷ୍ଟ କାମ ଅଟେ । ୮୦ ରୁ ୯୦ ଦଶକ ମଧ୍ୟରେ ବହୁତ ଯୋଡି ତିଆରି ହୋଇଥିଲା ଏବଂ ଅନ୍ୟ ପଟେ ଅନେକ ଯୋଡି ଗୁଡିକ ଭାଙ୍ଗି ମଧ୍ୟ ଥିଲା । କିନ୍ତୁ କିଛି ଯୋଡି ପ୍ରଥମ ଫିଲ୍ମରୁ ହିଁ ସୁପରହିଟ ହୋଇଗଲେ । ଏହି ଯୋଡି ମାନଙ୍କ ମଧ୍ୟରୁ ଗୋଟିଏ ଯୋଡି ହେଉଛି ସଲମାନ ଏବଂ ଭାଗ୍ୟଶ୍ରୀଙ୍କର ଯୋଡି । ଭାଗ୍ୟଶ୍ରୀଙ୍କ କାରଣରୁ ସଲମାନଙ୍କର ଭାଗ୍ୟ ଖୋଲି ଯାଇଥିଲା । କିନ୍ତୁ ସେମାଙ୍କନର ଯୋଡି ବେଶି ସମୟ ପର୍ଯ୍ୟନ୍ତ ଚାଲିପାରିଲା ନାହିଁ ।

୧୯୮୯ ମସିହାରେ ଆସିଥିବା ଫିଲ୍ମ “ମୈନେ ପ୍ୟାର କିୟା”ରେ ସଲମାନ ଏବଂ ଭାଗ୍ୟଶ୍ରୀଙ୍କର ଯୋଡି ସୁପରହିଟ ହୋଇଗଲା । ଆଜି ମଧ୍ୟ ଦର୍ଶକମାନେ ଏହି ଫିଲ୍ମ ଦେଖିବା ପାଇଁ ଇଛା କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଫିଲ୍ମ ପରେ ହିଁ ସଲମାନ ଖାନଙ୍କର ଭାଗ୍ୟ ଚମକି ଉଠିଲା ଅନ୍ୟ ପଟେ ଭାଗ୍ୟଶ୍ରୀ ବଲୀଉଡରୁ ଦୂରଇ ଯାଇ ଥିଲେ ।

ଭାଗ୍ୟଶ୍ରୀଙ୍କର ଝିଅଙ୍କୁ ଲଞ୍ଚ କରିବେ ସଲମାନ ଖାନ

ମିଡିୟା ରିପୋର୍ଟ ଅନୁସାରେ ସଲମାନ ଖାନଙ୍କ ସହିତ ଭାଗ୍ୟଶ୍ରୀ ଆଜି ବି ଭଲ ସମ୍ପର୍କ ରଖିଛନ୍ତି । ବର୍ତ୍ତମାନ ବହୁତ ଜଲ୍ଦି ତାଙ୍କର ଝିଅ ସଲମାନ ଖାନଙ୍କ ଫିଲ୍ମରେ ନଜର ଆସିବେ । କହିବାକୁ ଗଲେ ସଲମାନ ଏବଂ ଭାଗ୍ୟଶ୍ରୀ ବହୁତ ଭଲ ସାଙ୍ଗ ଅଟନ୍ତି ଏବଂ ଭାଗ୍ୟଶ୍ରୀ ଚାହୁଁଛନ୍ତି କି ତାଙ୍କର ଝିଅକୁ ସଲମାନ ଖାନ ହିଁ ଲଞ୍ଚ କରନ୍ତୁ ଏବଂ ତାଙ୍କ ସହିତ କାମ ମଧ୍ୟ କରନ୍ତୁ । ମିଡିୟା ରିପୋର୍ଟସ ଅନୁସାରେ ସଲମାନ ଖାନ ବହୁତ ଜଲ୍ଦି ତାଙ୍କ ଝିଅଙ୍କ ସହିତ ଫିଲ୍ମରେ ରୋମାନ୍ସ କରୁଥିବାର ନଜର ଆସିବେ ।

ବହୁତ ସୁନ୍ଦର ଅଟନ୍ତି ଭାଗ୍ୟଶ୍ରୀଙ୍କ ଝିଅ

ଭାଗ୍ୟଶ୍ରୀଙ୍କ ଝିଅଙ୍କର ନାମ ଅବନ୍ତିକା ଅଟେ । ଅବନ୍ତିକା ବର୍ତ୍ତମାନ ବହୁତ ବଡ ହୋଇଯାଇଛନ୍ତି । ଅବନ୍ତିକା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କହିଦେଉଛୁ ଯେ ଅବନ୍ତିକା ନିଜର ଫଟୋ ସୋସିୟାଲ ମିଡିୟାରେ ଶେୟାର କରନ୍ତି । ଏବଂ ସେ ପୂରାପୂରି ନିଜ ମାଆଙ୍କ ଭଳି ଦେଖାଯାଆନ୍ତି ।

ଶୁବ୍ ଶୀଘ୍ର ହିଁ ପରଦାକୁ ଆସୁଛନ୍ତି ଅବନ୍ତିକା

ଭାଗ୍ୟଶ୍ରୀଙ୍କ ଝିଅ ଜଲ୍ଦି ହିଁ ଫିଲ୍ମରେ ପାଦ ରଖିବାକୁ ଯାଉଛନ୍ତି । ଭାଗ୍ୟଶ୍ରୀ ଏକ ବଡ ଅଭିନେତ୍ରୀ ହେବା ପାଇଁ ଅସଫଳ ହେଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଏହି ସ୍ଵପ୍ନକୁ ତାଙ୍କର ଝିଅ ପୁରା କରିବ । ଏବଂ ତାଙ୍କ ଝିଅ ଏକ ସୁପରଷ୍ଟାର ହେବେ ।