ଆଖିରେ ନିଆଁ, ମନରେ ରାଗ, ସହିପାରିଲାନି ଗୋପାଳ ଫୁଟେଇଦେଲା ଗୁଳି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁହଁରେ ନିର୍ବାକା ଭାବନାର କଠୋରତା ପରଫେକ୍ଟ ପୋଜିସନରେ ଗୋପାଳ ଦାସ । ଦୁଇ ହାତରେ ଜାବୁଡ଼ି ଧରିଛନ୍ତି ପିସ୍ତଲ । ତାହା ପୁଣି ସିଧା ଛାତି ପାଖରେ । ଏତେ ଜୋରରେ ମୁଠେଇ ଧରିଛନ୍ତି ଯେ ହାତର ଶିରା ଟାଣି ହୋଇଯାଉଛି । କାନ୍ଧକୁ ଏତେ ଟାଣ କରିଛନ୍ତି ଯେ ବେକର ଶିରା ପ୍ରସିରା ମଧ୍ୟ ବାହାରି ପଡୁଛି । ଆଖି ଏକ ପ୍ରକାର ଅସନ୍ତୋଷ ନିଆଁରେ ଦାଉ ଦାଉ ହୋଇ ଜଳୁଛି । ଲକ୍ଷ୍ୟ କେବଳ ଟାର୍ଗେଟ । ଆଉ ମୁହଁ କହୁଛି ଶେଷ ଚାନ୍ସ ମାରିବେ ।

କାରଣ ଏହି ଗୋଟିଏ ଥର ନୁହଁ ପୂର୍ବରୁ ମଧ୍ୟ ବାରମ୍ବାର ବାରମ୍ବାର ନବ ଦାସକୁ ହ-ତ୍ୟା କରିବା ପାଇଁ ଉଦ୍ୟମ କରିଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଥିଲା । ଆଉ ଏବେ ଯାହା ଫଟୋରେ ବାରି ହୋଇ ପଡୁଛି ଗୋପାଳ ଦାସ ନିଜ ମନକୁ ନିଜେ କହୁଛି ଶେଷ ଉଦ୍ୟମ ହାତ ଛଡା କରନା । ଯେତେ ରାଗ ଅଛି ସବୁ ସାରି ଦେ ଯାହା ତାଙ୍କ ଆଖିରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଆଉ ମୁହଁର ଅସନ୍ତୋଷ ଖୁବ୍ ଭଲ ଭାବରେ ବାରି ହୋଇ ପଡୁଛି ।

ASI Gopal

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା-କାରୀ ଗୋପାଳ କୃଷ୍ଣ ଦାସଙ୍କର ଏହି ଫଟୋ ଅନେକ କଥା କହୁଛି ଆଉ ଯାହା ପୁଣି ଅନେକ ଦିନ ପରେ ଏହି ଫଟୋ ଭାଇରାଲ ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ପାଖରେ ତ ଅନେକ ଲୋକ ଅଛନ୍ତି ଜନ ଗହଳି ପୂର୍ଣ୍ଣ ହୋଇ ପଡୁଛି ଅଞ୍ଚଳଟି । ତେବେ ଗୋପାଳ ଦାସ ବନ୍ଧୁକ ମାରୁଥିବା ବେଳେ କେହି କେମିତି ଜାଣି ପାରିଲେ ନାହିଁ । ଗୋପାଳଙ୍କ ପାଖରେ ଥିବା ଲୋକମାନେ କରୁଥିଲେ କି ସପୋର୍ଟ ।

ଆଉ ଏହି ଫଟୋ ପୁରା ଘଟଣାକୁ ବର୍ଣ୍ଣନା କରୁଛି । ଜଣା ପଡୁଛି ଏହି ଘଟଣାରେ ଅନ୍ୟ ମାନଙ୍କର ବି ସାମିଲ୍ ଅଛି । କ୍ରାଇମବ୍ରାଞ୍ଚ ହ-ତ୍ୟା-କାରୀ ଗୋପାଳର ମୋଟିଭ୍ ଜାଣିବାକୁ ନେଇ ତିନିଦିନ ରିମାଣ୍ଡରେ ନେଇ ଜେରା କରିଥିବା ବେଳେ ଗୋପାଳ କେବଳ ଗୋଟିଏ ବିବୃତ୍ତି ଦୋହରାଇ ଥିଲା । ନବ ଦାସଙ୍କ ଦ୍ୱାରା ଲୋକମାନେ ନିର୍ଯାତନା ହେଉଥିଲେ ମାରିଦେଲି ।

ଆଉ ଭାଇରାଲ ହେଉଥିବା ଫଟୋରେ ଦେଖାଯାଉଥିବା ଗୋପାଳ ମୁହଁର କଠୋରତା କହୁଛି ତାହା କଥା ଆଉ କାମରେ ସମ୍ଭବତଃ ପାର୍ଥକ୍ୟ ନାହିଁ ହ-ତ୍ୟା ଘଟଣା ବେଳେ ଜଣେ ହ-ତ୍ୟା-କାରୀ ମୁହଁର କଠୋରତା ଜଣାଇ ଦିଏ ଯେ ଘଟାଉଥିବା ଘଟଣା ପଛରେ ନିଜର ନିଷ୍ପତ୍ତି କି ପ୍ରସୋହନ ରହିଛି । ଏହା କେବେବି ମିଛ କୁହେନା । ଆଉ ଯେଉଁ ଫଟୋରେ ଗୋପାଳ ଦାସଙ୍କ ମୁହଁ ହିଁ ସ୍ପଷ୍ଟ ଭାବେ କହିଦେଉଛି କେତେ ଅସନ୍ତୋଷ ଥିଲେ ଗୋପାଳ ଦାସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ