ଜାଣନ୍ତୁ କେମିତି ପୁଣି ପାଇ ପାରିବେ ପଇସା ।

money

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସୁଛି ଆଉ କିଛ ବଡ ଅପଡେଟ ଯଦି ଆପଣ ମାନେ ଭୂମି ହୀନରେ ରହିଛନ୍ତି । ଅର୍ତାତ ଆପଣ ମାନଙ୍କ ନାମ ବା ଲିଷ୍ଟ ଭୂମି ହୀନ ରେ ରହିଥିଲେ ଆପଣ ମାନେ ଦେଖନ୍ତୁ ଏବେ କିଛି ବଡ ଆପଡେଟ ନେଇ କରି ଆସୁଛି । ଆମେ ଆପଣ ମାନଙ୍କୁ କାଳିଆ ଯୋଜନା ର ୱେବସାଇଟ ନେଇ ଜଣେଇବୁ ।

ତେବେ ବର୍ତମାନ ସମୟ ରେ ଅନଲାଇନ ଗ୍ରାଭେନ୍ସି ଆସି ଜାଇଥିବା ବେଳେ ଏହା ଭୂମୀହିନ ମାନଙ୍କ ପାଇଁ । ଆମେ ପ୍ରଥମେ କାଳିଆ ଯୋଜନା ର ୱେବସାଇଟ ଅପନ କରିଛୁ ଜାହାର ଲିଙ୍କ୍ ଆମେ ମାନେ ଏଠାରେ ଆପଣ ମାନଙ୍କୁ ପ୍ରଦାନ କରିଛୁ । ତେବେ ଆପଣ ମାନଙ୍କୁ ଏଠାରେ ଦେଖିବା ପାଇଁ ମିଳୁଛି କି Online grievance for LAH category has been opened from 03.11.2022 and it will be closed on 2.12.2022 । ତେବେ ଏହା ତିନି ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ମାସ 2 ତାରିଖ ଯାଏ ଚାଲୁ ହେବ ।

money

ତେବେ ଯେଉଁ ମାନେ ରହିଛନ୍ତି ଲେଣ୍ଡଲେସ୍ ଲେବର କିମ୍ବା ଭୂମିହୀନ ସେମାନଙ୍କ ପାଇଁ ଅନଲାଇନ ଗ୍ରାଭେନ୍ସି ଆରମ୍ଭ ହୋଇଛି । ପୂର୍ବରୁ ଚାଷୀ ମାନଙ୍କ ପାଇଁ ଆସିଥିବା ବେଳେ ଏବେ ଭୂମିହୀନ ମାନଙ୍କ ପାଇଁ ଆସିଜାଇଛି । ତେବେ ଏହିଥିରେ ଆପଣ ମାନେ ଯଦି ଗ୍ରାଭେନ୍ସି କରୁଛନ୍ତି ତେବେ ଆପଣ ମାନେ ଦେଖନ୍ତୁ ଅନଲାଇନ ଗ୍ରାଭେନ୍ସି ଲେଖା ହୋଇଛି । ତାହା ଉପରେ ଆପଣ ମାନେ କ୍ଲିକ୍ କରନ୍ତୁ ଏହାର ସଂମ୍ପର୍ଣ୍ଣ ରିପୋର୍ଟ ଲେଖା ହୋଇଛି ।

ତେବେ ଆପଣ ମାନେ ନିଶ୍ଚିତ ଭାବେ ଏଠାରେ କିଛି ଡିଟେଲ୍ସ ଦେଇ ଫିଲପ କରି ଆକାଉଣ୍ଟ ଖୋଲି ପାରିବେ । ପୁରୁଣା କୁ ଏଡିଟ କରିବା ସହିତ ନୂଆ ମଧ୍ୟ ଆବେଦନ କରି ପାରିବେ । ତଥା ଆପଣ ମାନେ ଏମିତି ଯଦି କରି ପାରୁ ନାହାଁନ୍ତି ତେବେ ନିଶ୍ଚିତ ଭାବେ ଆଖ ପାଖରେ ରହିଥିବା ଜନ ସେବା କେନ୍ଦ୍ର ରେ ଜାଇ ଆପଣ ମାନେ ଏହାକୁ ଆବେଦନ କରିବା ସହିତ କରେକ୍ସନ ମଧ୍ୟ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ