ଶେଷରେ ଫିଲ୍ମ ଲାଇନ ଛାଡି ଯାତ୍ରାରେ ଯୋଗ ଦେଲେ ପ୍ରକୃତି ମିଶ୍ର, ଯାତ୍ରା ମଞ୍ଚରେ ଏମିତି କରୁଥିବାର ଆସିଲେ Najara… ଦେଖିଲେ କହିବେ ହଁ ଆଉ କିଛି ତ…

Prakruti Mishra 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସିନେମା ଜଗତ ଛାଡି ଏବେ ଯାତ୍ରା ଜଗତ ରେ ଯୋଗ ଦାନ ଦେବେ ପ୍ରକୃତି ମିଶ୍ର । ତେବେ ବନ୍ଧୁଗଣ ଆପଣ ମାନେ ପ୍ରକୃତି ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଶିଶୁ କଳାକାର ଭାବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କେରିଅର ଆରମ୍ଭ କରିଥିଲେ । ପ୍ରକୃତି ମିଶ୍ର ଏହା ଦ୍ୱାରା ସେ ନିଜର ଟ୍ୟାଲେଣ୍ଟ ଦ୍ୱାରା ବଲିଉଡରେ ନାଁ କରିଥିଲେ । ଆଉ ବଲିଉଡ ରେ ସିନେମା ଏବଂ ଧାରାବାହିକ ରେ ଅଭିନୟ କରିଛନ୍ତି ପ୍ରକୃତି ମିଶ୍ର ।

ଏହାରି ମଧ୍ୟରେ ଓଡିଶା ଆଦି ଯାତ୍ରାରେ ଯୋଗଦାନ ଦେଇଛନ୍ତି ପ୍ରକୃତି ମିଶ୍ର । ତେବେ ଏହି ଦିନ ରେ ଓଡିଶା ଯାତ୍ରା ପାର୍ଟିରେ ଅଭିନୟ କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ଯେଉଁଠାରେ ତାଙ୍କର ଫ୍ୟାନ୍ ମାନେ ବହୁତ ଭଲ ପାଇବା ଦେଉଛନ୍ତି । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବାବୁସାନ ଙ୍କ ପାରିବାରିକ ମାମଲା ରେ ପ୍ରକୃତି ମିଶ୍ର ବହୁତ ସାରା ବେଇଜ୍ଜତ ହୋଇଥିଲେ । ଜାହାକି ତାଙ୍କୁ ବାବୁସାନ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ମାଡ ମାରିଥିଲେ ।

Prakruti Mishra

ବାବୁସାନ୍ ମହାନ୍ତିଙ୍କ ସହିତ ବାରମ୍ବାର ମିଶିବାକୁ ମନା କରିବା ସତ୍ତ୍ୱେ ପ୍ରକୃତି ମିଶ୍ର ବାବୁସାନ୍ ମହାନ୍ତି ଏକାଠି ମିଶିଥିଲେ ଲିଭିଂ ରିଲେସନରେ ମଧ୍ୟ ରହିଥିଲେ ଯେଉଁଥିପାଇଁ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ବାବୁସାନ୍ ଆଉ ପ୍ରକୃତି ମିଶ୍ରଙ୍କୁ ରାସ୍ତା ମଝିରେ ମାଡ଼ ମାରିଥିଲେ ଓ ଏହାପରେ ପ୍ରକୃତି ମିଶ୍ର ମୁମ୍ବାଇକୁ ଚାଲି ଯାଇଥିଲେ ଆଉ ମୁମ୍ବାଇରେ ଅଭିନୟ କରୁଥିବାର ନଜର ଆସିଥିଲେ ।

ତେବେ ବନ୍ଧୁଗଣ ବଲିଉଡ ରୁ ଫେରିଆସି ଓଡିଆ ଇଣ୍ଡଷ୍ଟ୍ରୀ ରେ ଯୋଗଦାନ ଦେଇଛନ୍ତି । ଏହା ସହିତ ଏହି ଦିନ ରେ ସେ ଓଡିଆ ଯାତ୍ରା ଜଗତ ରେ ଯୋଗ ଦାନ ଦେଇଥିବାର ଦେଖିବା ପାଇଁ ମିଳିଛନ୍ତି । ଏହି ଦିନ ରେ ଯାତ୍ରା ପାର୍ଟିରେ କିଛି ସମୟ ପାଇଁ ମେଲୋଡି ରେ ଯୋଗ ଦେଇଥିବା ବେଳେ ସେ ଅଭିନୟ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଆଉ ସେଠାରେ ତାଙ୍କୁ ବହୁତ ସାରା ଲୋକ ମାନେ ପ୍ରଶଂସା କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ମିଶ୍ର କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ