ଏହି ଫର୍ମକୁ ପୂରଣ କରିବାପରେ କେବଳ ୩୨୮ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର ! ୧୪୦ ଟଙ୍କାର ସବ୍ସିଡ଼ି ମଧ୍ୟ ।

Spread the love

ଗ୍ୟାସର ଦର କମିବା ଓ ବଢିବାରୁ ସାଧାରଣ ଲୋକମାନଙ୍କୁ ବହୁତ ଅସୁବିଧା ହେଉଛି । କିନ୍ତୁ ବର୍ତ୍ତମାନ ସାଧାରଣ ଲୋକଙ୍କର ଚିନ୍ତାକୁ ଦୂର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗୋଟିଏ ବହୁତ ବଡ଼ ନିର୍ଣ୍ଣୟ ନେଇଛନ୍ତି । ଆଗାମୀ ଦିନରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶର ତଥ୍ୟ, ରାଜଧାନୀ ଭୋପାଳରେ ଅବସ୍ଥିତ ଗ୍ୟାସ ଏଯେନ୍ସିର ମ୍ୟାନେଜର ରଣଜିତ ସିଂ କହିଲେ କି, ସରକାରଙ୍କ ତରଫରୁ ସବୁ ଗ୍ୟାସ କମ୍ପାନୀମାନଙ୍କୁ ଆଦେଶ ଜାରି ହେଇଛି । ଯାହା ଯୋଗୁଁ ଏଯେନ୍ସି ମାନଙ୍କୁ ମିନିମମ୍ ଦରରେ ମିନି ଗ୍ୟାସ ସିଲିଣ୍ଡର ଦେବାର ଯୋଜନା ଅଛି । ସରକାରଙ୍କ ଏହି ଆଦେଶରେ ଛୋଟ ପରିବାରର ଓ ମଧ୍ୟମ ବର୍ଗର ଲୋକମାନଙ୍କୁ ବହୁତ ସୁବିଧା ହେବ ।

ମୋଦିଙ୍କ ଏହି ଖାସ୍ ଯୋଜନା –

ଯଦି ଆପଣ ମଧ୍ୟ ଗ୍ୟାସର ଦର କମିବା ଓ ବଢ଼ିବାରେ ଚିନ୍ତିତରେ ଅଛନ୍ତି, ତେବେ ଆପଣ ମଧ୍ୟ ଏହି ଯୋଜନାରେ ଯୋଡି ଲାଭ ପାଇପାରିବେ । ରଣଜିତ ସିଂ କହିଲେ କି, ଆପଣଙ୍କୁ ଯୋଜନ ଅନୁଯାୟୀ କେବଳ ୩୨୮ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ । ଏହା ସହ ସରକାରଙ୍କ ଦ୍ୱାରା ଆପଣଙ୍କୁ ୧୪୦ ଟଙ୍କାର ସବ୍ସିଡ଼ି ମଧ୍ୟ ମିଳିବ ।

ପାଖରେ ଥିବା ଗ୍ୟାସ ଏଜେନ୍ସି ସହ ସମ୍ପର୍କ କରନ୍ତୁ –

ମୋଦି ସରକାର ଏକ ନୂଆ ନିର୍ଣ୍ଣୟ ନେଇଛନ୍ତି । ଏହାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଗ୍ୟାସ ଏଜେନ୍ସିରେ ଫର୍ମ ପୂରଣ କରିବାକୁ ପଡ଼ିବ । ତେବେ ଆପଣଙ୍କୁ ଗ୍ୟାସ ୩୨୮ ଟଙ୍କାରେ ମିଳିବ ଆରମ୍ଭ ହେଇଯିବ । ଏହା ସହ ଆପଣଙ୍କୁ ୧୪୦ ଟଙ୍କାର ସବ୍ସିଡ଼ି ମଧ୍ୟ ଦିଆଯିବ । ଏଥିପାଇଁ ଆପଣଙ୍କୁ କେବଳ ପାଖରେ ଥିବା ଗ୍ୟାସ ଏଜେନ୍ସିକୁ ଯାଇ ଫର୍ମ ପୂରଣ କରିବାକୁ ପଡ଼ିବ । ଏଜେନ୍ସିଙ୍କ ଦ୍ଵାରା ହିଁ ଏହି ଯୋଜନ ବିଷୟରେ ସମ୍ପୂର୍ଣ ତଥ୍ୟ ପାଇପାରିବେ ।

ଦେଶ ସାରା ଗ୍ୟାସ ପାଇପକୁ ଉପଲବ୍ଧ କରାଯିବ –

ଏହା ସହ ମୋଦି ସରକାର ଆପଣଙ୍କ ଘର ପର୍ଯ୍ୟନ୍ତ ଗ୍ୟାସ ପାଇପ କୁ ଉପଲବ୍ଧ କରାଇବାରେ ବ୍ୟସ୍ତରେ ଅଛନ୍ତି । ଏବେ ସଭିଙ୍କୁ ଗ୍ୟାସ ସିଲିଣ୍ଡର ପାଇଁ ଆଉ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ । ଅତି ଶୀଘ୍ର ପ୍ରୋଜେକ୍ଟ ମାଧ୍ୟମରେ କାମ ଆରମ୍ଭ କରାଯିବ ।