ଏହି ଫର୍ମ ଭରି ଦିଅନ୍ତୁ – ବର୍ଷକୁ ପାଇ ପାରିବେ 36 ହଜାର ଟଙ୍କା

PM-SYM 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମାଧ୍ୟମିକ ପରିବାର ଲୋକ ମାନଙ୍କ ପାଇଁ ଆଣିଛନ୍ତି ଏକ ନୂଆ ଯୋଜନା ଜାହାକି ସମସ୍ତଙ୍କୁ ମାତ୍ର 2 ଟଙ୍କା ଲେଖାଏଁ ଜମା କରି ବର୍ଷକୁ ମିଳିବ 36 ହଜାର ଟଙ୍କା । ସମସ୍ତ ଅଭାବି ପରିବାର ଅର୍ଥ ପାଇଁ ସଂଘର୍ଷ କରୁଥିବା ବେଳେ ଏହି ଭଳି ସରକାର ବିଭିନ୍ନ ଉପାୟରେ ନୂଆ ନୂଆ ଯୋଜନା କୁ ନେଇ ଆସିଛି । ତେବେ ଏହି ଯୋଜନାର କିଭଳି ଭାବେ ଲାଭ ଉଠେଇ ପାରିବେ । ଏବଂ ଏହିଥି ପାଇଁ ଆପଣ ମାନଙ୍କୁ କଣ କରିବାକୁ ପଡିବ ସମସ୍ତ ଗରିବ ଦୁଖୀଃ ମାନଙ୍କ ମନ ଜାଣି ଆଣିଛନ୍ତି କେନ୍ଦ୍ର ସରକାର ପିଏମ୍ ଶ୍ରମଯୋଗୀ ମାନଧନ ପେନସନ ଯୋଜନା ।

ତେବେ ଖଟିଖିଆ ଗରିବ ଏବଂ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚଳି ଆସୁଥିବା ଲୋକ ମାନଙ୍କ ପାଇଁ ଏକ ନୂଆ ଉପାୟର ପରିବର୍ତନ ଆଣିବା ପାଇଁ ଏହା ଏକ ବିରାଟ ପରିକଳ୍ପନା ଅଟେ । ମୋଦି ସରକାର ଆରମ୍ଭ କରିଥିବା ପିଏମ ଏସ ଉଆଇ ଯୋଜନାରେ ସାମିଲ ହେବାକୁ ହେଲେ ବୟସ ସୀମା 18 ବର୍ଷ ହୋଇଥିବ କିମ୍ବା 40 ବର୍ଷରୁ ଅଧିକ ହୋଇନଥିବ । ତେବେ ଆପଣ ମାନଙ୍କର ବୟସ ସୀମା ଯଦି 18 ବର୍ଷ ଏବଂ ଏମିତିରେ ଆପଣ ମାନେ ପିଏମ ଏସ ଉଆଇ ଯୋଜନାରେ ସାମିଲ ହୋଇପାରିବେ ।

ଏବଂ ଆପଣ ମାନେ କେବଳ ମାସକୁ 55 ଟଙ୍କା ଜମା କରି ଆପଣ ମାନେ ଏହାର ଫାଇଦା ଉଠେଇ ପାରିବେ ଯଦି ଆପଣ ମାନେ ମାସକୁ 55 ଟଙ୍କା ହିସାବ କରିଲେ ଦିନକୁ 2 ଟଙ୍କାରୁ କମ୍ ସଞ୍ଚୟ କରିବାକୁ ପଡିବ । ସେହିପରି ଜଣେ 29 ବର୍ଷର ବୟସ ର ବ୍ୟକ୍ତି ଏହି ଯୋଜନା ରେ ସାମିଲ ହେବାକୁ ଚାହିଁଲେ ମାସିକ 100 ଟଙ୍କା ଜମା କରିବାକୁ ହେବ । ଏବଂ 40 ବର୍ଷର ଲୋକ ମାନଙ୍କୁ ମାସିକ 200 ଟଙ୍କା ଜାମା କରିବାକୁ ପଡିବ ।

PM

ତେବେ ଏହି ଯୋଜନା ରେ ସାମିଲ ହେବା ପୂର୍ବରୁ କଣ କଣ ରହିଛି ସର୍ତ୍ତ ଜାଣିବା ନିହାତି ଆବଶ୍ୟକ ଅଟେ । ତେବେ ଏହି ପିଏମ ଏସ ଉଆଇ ଯୋଜନାରେ ରେ ସାମିଲ ହେବାକୁ ହେଲେ ମାସିକ 15 ହଜାର ଟଙ୍କାରୁ କମ୍ ରୋଜଗାର ହେଉଥିବା ଦରକାର ନହେଲେ ଆପଣ ମାନେ ଏହି ଯୋଜନା ରେ ସାମିଲ ହୋଇ ପାରିବେ ନାହିଁ ।

ତେବେ 18 ରୁ 40 ବର୍ଷ ବୟସ ର ଡ୍ରାଇଭର , ଇଲେକଟ୍ରିସିଆନ , ଶ୍ରମିକ , କିମ୍ବା ଝାଡୁଦାର ଭଳି ଲୋକ ମାନେ ଏହିଥିରେ ସାମିଲ ହୋଇ ପାରିବେ ଏବଂ ଆପଣ ମାନେ ଏହି ଯୋଜନା ରେ ରେଜିଷ୍ଟେସନ କରିବାକୁ ଚାହୁଁଥିଲେ ଆପଣ ମାନଙ୍କୁ ପ୍ରଥମେ କମନ ସର୍ଭିସ ସେଣ୍ଟର କୁ ଯିବାକୁ ହେବ । ଏବଂ ସେଠାରେ ଆପଣ ମାନଙ୍କୁ ଆଧାର କାର୍ଡ ଏବଂ ବ୍ୟାଙ୍କ ଆଇଏଫ ସି କୋର୍ଡ ଦେବାକୁ ହେବ । ଏବଂ ମାନଧନ ଯୋଜନା ରେ ରହିଥିବା ଆଇଏଫ ସି କୋର୍ଡ କୁ ବି ଦେବାକୁ ହେବ ।

PM-SYM

ତେବେ ଆପଣ ମାନେ ଏହିଥିରେ ଯୋଗ ଦାନ କରି ପାରିବେ । ଏବଂ ପରେ ଆପଣ ମାନଙ୍କୁ ଏହିଥିରେ ଶ୍ରମଯୋଗୀ କାର୍ଡ ମିଳିଯିବ । ଏବଂ ପରେ ଆପଣ ମାନଙ୍କୁ ଏକାଉଣ୍ଟ ରୁ ପ୍ରତି ମାସ ଏହି ଟଙ୍କା ଡେବିଟ ହେବା ସହ ଆପଣ ମାନଙ୍କୁ 60 ବର୍ଷ ହେବା ମାତ୍ରେ 3000 ହଜାର ଟଙ୍କା ଲେଖାଏଁ ପେନସନ ମିଳି ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ