ଶଶୁର ରଖୁଛି ବୋହୂ ସହ ଶା-ରୀ-ରିକ ସ-ମ୍ପ-ର୍କ । ଆଉ ଏବେ ଗାଳି କରି ବୋହୂକୁ ତଡ଼ି ଦେଲେ ଶଶୁର ।

bahu 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସଶୁର ଚାହୁଁଥିଲେ ମୋ ସହିତ ଶା-ରୀ-ରିକ ସ-ମ୍ପ-ର୍କ ରଖିବାକୁ । ବାରମ୍ବାର ଚେଷ୍ଟା ବି କରିଥିଲେ ମୋ ସହ ଶା-ରୀ-ରିକ ସ-ମ୍ପ-ର୍କ ରଖିବାକୁ । ଏକଥା ମୁଁ ମୋର ସ୍ୱାମୀକୁ କହିଲି । ହେଲେ ସେ ମୋ କଥା ଶୁଣିଲେନି । ମିଛ କହୁଛି ବୋଲି ମତେ ଗାଳି କଲେ । ଆଉ ଯେତେବେଳେ ମୁଁ ପ୍ରେଗ୍ନେଣ୍ଟ ହେଲି ସେତେବେଳେ ମୋ ଶଶୁର ମତେ ମେଡିସିନ ଦେଇ ମୋର ଗର୍ଭ ନଷ୍ଟ କରିଥିଲେ । ଆଉ ତାପରେ ଅ-ଶ୍ଳୀ-ଳ ଭାଷାରେ ଗାଳି କରି ମତେ ଘରୁ ବାହାର କରିଦେଲେ ।

ଏବେ ମୁଁ କଣ କରିବି କୁଆଡେ ଯିବି ମୋର ସବୁକିଛି ଲୁଟିନେଇ ସେମାନେ ମତେ ଘରୁ ତଡିଦେଲେ । ଯେପର୍ଯ୍ୟନ୍ତ ମତେ ନ୍ୟାୟ ମିଳିନାହିଁ ସେପର୍ଯ୍ୟନ୍ତ ମୁଁ ଏମିତି ଧାରଣାରେ ବସିବି । ହଁ ବନ୍ଧୁଗଣ ଶଶୁରଘର ଆଗରେ ନବ ବଧୂଙ୍କ ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି ଗ୍ରାମରେ । ନବ ବଧୂ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣା ।

bahu

ସସ୍ମିତା କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି ଗ୍ରାମର ସନାତନ ମହାରଣାଙ୍କ ପୁଅ ସୁସେନ ମହାରଣାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ବର ପକ୍ଷରେ ଦାବୀ ମୁତାବକ ଯୌତୁକ ମଧ୍ୟ ଦେଇ ବିବାହ କରାଇଥିଲେ । ହେଲେ ଶଶୁରଘର ଲୋକେ ଅଧିକ ଯୌତୁକ ଦାବୀ କରି ନବ ବଧୂକୁ ନିର୍ଯାତନା ଦେଇ ଆସୁଥିଲେ । ବିବାହର ତିନି ମାସ ପରେ ସସ୍ମିତାକୁ କୌଣସି କାରଣ ନଥାଇ ବାପ ଘରକୁ ସ୍ୱାମୀ ଶଶୁର କୁମାର ପୂର୍ଣ୍ଣମୀ ପାଇଁ ପଠାଇ ଦେଇଥିଲେ ।

ତେବେ କୁମାର ପୂର୍ଣ୍ଣମା ପାଇଁ ଯିବା ପରେ ଅଧିକ ଯୌତୁକ ଦାବୀ କରିବା ସହ ଆଉ ସସ୍ମିତାକୁ ଆଣିଲେ ନାହିଁ ସ୍ୱାମୀ । ତେବେ ସ୍ୱାମୀର ପରକ୍ରିୟା ପ୍ରୀତି ଅନ୍ୟ ମହିଳାଙ୍କ ସହ ଥିବା ନେଇ ସସ୍ମିତା ମଧ୍ୟ ଅଭିଯୋଗ ଆଣିଛନ୍ତି । ଆଉ ସସ୍ମିତା କହିଛନ୍ତି ତାଙ୍କ ଶଶୁର ତାଙ୍କ ସହ ଶା-ରୀ-ରିକ ସ-ମ୍ପ-ର୍କ ରଖିବାକୁ ଚାହୁଁଥିଲେ । ବାରମ୍ବାର ଚେଷ୍ଟା କରିଥିଲେ । ହେଲେ ସଶୁର ଏଥିରେ ବିଫଳ ହୋଇଥିଲେ ।

ଆଉ ଯେତେବେଳେ ସସ୍ମିତା ଗର୍ଭବତୀ ହୋଇଥିଲେ । ସେତେବେଳେ ଶଶୁର ମେଡ଼ିସିନ ଦେଇ ବୋହୂର ଗର୍ଭନଷ୍ଟ କରାଇଥିଲେ । ଏନେଇ ସସ୍ମିତା ସାଲେପୁର ଥାନା ଓ ଢେଙ୍କାନାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନ୍ୟାୟ ଦେଇ ନପାରିବାରୁ ସସ୍ମିତା ଢେଙ୍କାନାଳରୁ ଆସି ଶଶୁରଘର ଆଗରେ ନ୍ୟାୟ ଦାବୀରେ ପରିବାର ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଧାରଣାରେ ବସିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *