ଫସର ଫାଟିଲା ଇଡିର ରିମାଣ୍ଡ, ମୁହଁ ଖୋଲିଲାନି ନାଗୁଣୀ ଅର୍ଚ୍ଚନା !

remand

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସରୁଛି ବହୁ ଚର୍ଚିତ ଲେଡି ବ୍ଲାକମେଲ୍ ର ଅର୍ଚ୍ଚନା ନାଗଙ୍କ ସାତ ଦିନିଆ ରିମାଣ୍ଡ । ସେହିପରି ଜଗବନ୍ଧୁଙ୍କୁ ମଧ୍ୟ ଆଜି କୋର୍ଟରେ ହାଜର କରିବ ଇଡି । ହେଲେ ଇଡି କୁ ଅର୍ଚ୍ଚନା ସହଯୋଗ କରୁନଥିବାରୁ ଆଗକୁ ତଦନ୍ତ ଦିଗହରା ହବା ନେଇ ଉଠିଛି ପ୍ରଶ୍ନ । ତେବେ କାହିଁକି ମୁହଁ ଖୋଲୁ ନାହାନ୍ତି ଲେଡି ବ୍ଲାକ ମେଲର ।

ଅର୍ଚ୍ଚନାଙ୍କ ଉପରେ ପଡିଛି କି କିଛି ବାହ୍ୟ ଚାପ । ଯଦି ଚାପ ପଡିଛି ତେବେ କିଏ ପକାଇଛି ଏହି ଚାପ। ଟଙ୍କା ଟ୍ରାନଜାକ୍ସନ ଠିରୁ ଆରମ୍ଭ କରି ହାଇ ପ୍ରଫାଇଲ ଲିଙ୍କ୍ ପ୍ରର୍ଯ୍ୟନ୍ତ ଇଡି ପ୍ରଶ୍ନର କୌଣସି ଉତ୍ତର ଦେଉ ନାହାଁନ୍ତି ଅର୍ଚ୍ଚନା । ଯାହାକୁ ନେଇ ତଦନ୍ତ ଦିଗହରା ହବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ ୬ତାରିଖରେ ଅର୍ଚ୍ଚନା କୁ ରିମାଣ୍ଡରେ ନେଇଥିଲା ଇଡି ରିମାଣ୍ଡରେ ନେବା ପୂର୍ବରୁ ତାଙ୍କର ମେଡିକାଲ ଚେକପ ମଧ୍ୟ କରାଯାଇ ଥିଲା ।

Archana 1

କ୍ୟାପିଟାଲ ହସ୍ପିଟାଲରୁ ବାହାରିଥିବା ବେଳେ ଗଣ ମାଧ୍ୟମ ଆଗରେ ଦେଇଥିବା ବୟାନ କୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ରାଜନେତା ଓ ଅଫିସରଙ୍କ ମୁଖା ଖୋଲିଯିବ ବୋଲି ଆଶା କରାଯାଉଥିଲା । ହେଲେ ଅର୍ଚ୍ଚନା ଆଜିଯାଏ ଇଡି ଆଗରେ ମୁହଁ ଖୋଲୁ ନାହାନ୍ତି । ତଦନ୍ତ ଭାର ନେବା ଇଡିକୁ ମାସେ ବିତିଲାଣି । ତଥ୍ୟ ଦେବାରେ ଅବହେଳା କରୁଥିବା ନେଇ ଇଡି କୋର୍ଟ ର ଦ୍ୱାରସ୍ଥ ହୋଇଥିଲା ।

ତେବେ ଏଭଳି ବିଳମ୍ବ ର କାରଣ କ’ଣ । ସୁରକ୍ଷିତ ଅଛିତ ସବୁ ଡିଉଜନାଲ ଏଭିଡେନ୍ଟସ । ବଡ ବଡିଆଙ୍କ ଲିଙ୍କ୍ ଥିବାରୁ ପାଉଆର କରିଡର ଚାପରେ ନାହିଁ ତ କମିଶନର ପୋଲିସ । ଏହି ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ତଥ୍ୟ ମିଳିପାରି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ