ଚାଷୀ ମାନେ କାଳିଆ ପଇସା ପାଇ ନଥିଲେ ଏହି କାମ କରନ୍ତୁ ପଇସା ମିଳିବ ।

kalia

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କି କାଳିଆ ଯୋଜନା ରେ ଏବେ ଲୋକ ମାନଙ୍କ ର ବ୍ୟାଙ୍କ ଆକାଉଣ୍ଟ କୁ ଟଙ୍କା ଆସିବାରେ ଲାଗିଲାଣି ତେବେ ଆପଣ ମାନଙ୍କ ର ବ୍ୟାଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ ତାହା ଆମକୁ ଜଣାନ୍ତୁ , ତେବେ ବନ୍ଧୁଗଣ ଆମେ ଆଜି ଏହି କାଳିଆ ଯୋଜନା ବିଷୟ ରେ କିଛି ବିଶେଷ କଥା ଜଣାଇବୁ ତେବେ ସେହି ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ନିଶ୍ଚୟ ଜାଣିପାରିବେ ।

ତେବେ ବନ୍ଧୁଗଣ ଯେମିତି କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ କହିବା ଅନୁଯାଇ ଏବେ ନୂଆ ଖାଇ ପରେ ପରେ କାଳିଆ ଯୋଜନା ରେ ଅନ୍ତର୍ଗତ ଚାଷୀ ଏବଂ ଭୂମିହୀନ ଚାଷୀ ମାନଙ୍କୁ ଏବଂ କାଳିଆ ଯୋଜନା ର ଟଙ୍କା ତାଙ୍କର ବ୍ୟାଙ୍କ ଖାତା କୁ ଆସିବା ରେ ଲାଗିଲାଣି । ତେବେ ଆପଣ ମାନେ ଭାବୁଥିବେ କି ଏହି ଟଙ୍କା କେଉଁ ମାନଙ୍କୁ ମିଳୁଛି ।

money

ତେବେ ଏ ନେଇ ଆମେ ଆପଣ ମାନଙ୍କୁ କହିରଖୁଛୁ କି ଏହି କାଳିଆ ଯୋଜନା ରେ ତାଲିକା ରେ ଯେଇଁ ଭୂମୀ ହିନ ଚାଷୀ ଏବଂ ଚାଷୀ ଭାଇ ମାନଙ୍କ ନାମ ସେହି ଲିଷ୍ଟ ରେ ରହିଛି ସେହି ଚାଷୀ ଭାଇ ମାନଙ୍କୁ ଏହି କାଳିଆ ଯୋଜନା ର ଟଙ୍କା ଏବେ ତାଙ୍କର ବ୍ୟାଙ୍କ ଖାତାକୁ ଆସୁଛି । ତେବେ ବନ୍ଧୁଗଣ ଯଦି ଆପଣ ଙ୍କ ର ନାମ ଏହି ତାଲିକା ରେ ରହିଛି ଏବଂ ଆଜି ଯାଏ ଆପଣ ଙ୍କ ର ବ୍ୟାଙ୍କ ଖାତାକୁ ଟଙ୍କା ଆସି ନାହିଁ ତେବେ ଏ ନେଇ ଆଦୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହା ଆପଣଙ୍କ ର ଆଧାର କାର୍ଡ ସାହାର୍ଯ୍ୟ ରେ ଆପଣ ଙ୍କ ର ବ୍ୟାଙ୍କ ଖାତାକୁ ପଠା ଯାଇଛି ।

ତେଣୁ ଯଦି ଆପଣ ଆପଣ ଙ୍କ ର ବ୍ୟାଙ୍କ ଖାତାରେ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ଯୋଗ କରାଯାଇନଥାଏ ତେବେ ଏହି ଟଙ୍କା ଆପଣ ଖାତାକୁ ଆସିବ ନାହିଁ । ତେଣୁ ଆପଣ ମାନେ ଆପଣ ଙ୍କ ର ବ୍ୟାଙ୍କ ଖାତାରେ ସଠିକ ଭାବରେ ଆଧାର କାର୍ଡ ସହିତ ଯୋଗ କରାଯାଇଛି କି ନାହିଁ ଥରେ ଆପଣ ମାନେ ଯାଞ୍ଚ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *