କାର ଦୁର୍ଘଟଣାରେ ପ୍ରସିଦ୍ଧ ହିରୋଇନ ହେଲେ ମେଡିକାଲ..

Famous heroine

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଡ ଖବର ଏବେ ସାମନା କୁ ଆସିଛି । ଆଜି ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ର କାର ଦୁର୍ଘଟଣା ରେ ସ୍ୱୀକାର ହୋଇଛନ୍ତି । ତେବେ ଘଟଣା ସ୍ଥଳରେ କଣ ହେଲା ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆଜି ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କ ର କାର ଦୁର୍ଘଟଣା ରେ ସ୍ୱୀକାର ହୋଇଛନ୍ତି । ଏହି ଦୁର୍ଘଟଣା ରେ ସେ ଆହତ ହୋଇଛନ୍ତି , ତାଙ୍କର କୁନି ଝିଅ ଗୁରୁତ୍ୱର ଆହାତ ହୋଇ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଏହି ପ୍ରସିଦ୍ଧ ଅଭିନେତ୍ରୀ ସ୍କୁଲ ରୁ ଝିଅ କୁ ଆଣିବାକୁ ଯାଇଥିବା ବେଳେ ଏହି ଦୁର୍ଘଟମା ଘଟିଛି । ତେବେ ଇନଷ୍ଟାଗ୍ରାମ ରେ ଫୋଟ ସେୟାର କରି ସୂଚନା ଦେଇଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ ।

heroine

ତେବେ ସେ ତାଙ୍କର ଇନଷ୍ଟାଗ୍ରାମ ର ପୋଷ୍ଟ ରେ ଲେଖିଛନ୍ତି ପିଲାମାନେ ସ୍କୁଲ ରୁ ଆଣିବା ପରେ ଆମ କାର ଛକ ନିକଟରେ ଅନ୍ୟ ଏକ କାର କୁ ଧକ୍କା ଦେଇଥିଲା ମୁଁ ଏବଂ ପିଲା ମାନଙ୍କ ସହ ନାନି କାର ରେ ଥିଲେ । ଝିଅ ଶାଶା ଏବେବି ଡାକ୍ତରଖାନା ରେ ଅଛନ୍ତି । ଦୟାକରି ଆମ ପାଇଁ ପ୍ରାର୍ଥନା କରନ୍ତୁ ଏଭଳି କିଛି ଲେଖି ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ ।

ତେବେ ଅନେକର ଟିଭି ସିରିଏଲ ରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ । ପ୍ରସିଦ୍ଧ ଅଭିନେତ୍ରୀ ରମ୍ବା ତାଙ୍କର କାର ଦୁର୍ଘଟଣା ର ଆଶ୍ଚର୍ଯ୍ୟନକ ଘଟଣା ର ତାଙ୍କର ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି । ସେ କାର ର ଚିତ୍ର ମଧ୍ୟ ସେୟାର କରିଛନ୍ତି । କାର ର ଫୋଟ ସେୟାର କରିବା ସହ ରମ୍ବା ହସପିଟାଲ ରୁମ ର ତାଙ୍କର ଝିଅ ର ଫୋଟ ମଧ୍ୟ ସେୟାର କରିଛନ୍ତି ।

ରମ୍ବା ଙ୍କ ପୋଷ୍ଟ ରେ ମନ୍ତବ୍ୟ ଦେଇ ସେଲିବ୍ରେଟି ଏବଂ ପ୍ରସଂସକ ମାନେ ତାଙ୍କର ଅବସ୍ଥା ବିଷୟ ରେ ପଚାରିଛନ୍ତି ଏହା ସହ ତାଙ୍କ ଝିଅ ର ସୁସ୍ଥ ହେବାର କାମନା ମଧ୍ୟ କରୁଛନ୍ତି । ଏହା ସହ ଅନେକ ଲୋକ ମଧ୍ୟ ଏହି କଷ୍ଟ ସମୟ ରେ ରମ୍ବା ଙ୍କୁ ସୁଦୃଢ ହେବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ସୋସିଆଲ ମିଡିଆ ରେ ରମ୍ବା ଙ୍କ ର ପୋଷ୍ଟ ସେୟାର ହେବା ପରେ ତାଙ୍କର ଫ୍ୟାନ ମାନଙ୍କୁ ତାଙ୍କର ସେହି ପୋଷ୍ଟ ଖୁବ ବିଚଳିତ କରିଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *