ଜାଣନ୍ତୁ ଭାରତର କେଉଁ କେଉଁ ରାଜ୍ୟ ସବୁଠାରୁ ଅଧିକ ଋଣଭାରରେ ଗ୍ରସିତ ଅଛନ୍ତି ।

Spread the love

୧୦) ନମ୍ବର: ପଞ୍ଜାବ

Google

ଆମ ଦେଶ ଭାରତରେ ସବୁଠାରୁ ଅଧିକ ଗହମ ଏହି ରାଜ୍ୟରେ ଉତ୍ପାଦନ କରାଯାଇଥାଏ । ପଞ୍ଜାବ ଉପରେ ୨ଲକ୍ଷ ୧୧ହଜାର ୫୮୦ କୋଟି ଟଙ୍କା ଋଣଭାର ରହିଛି ।

୯) ନମ୍ବର: କେରଳ

Google

କେରଳ ଅର୍ଥନୈତିକ କ୍ଷେତ୍ରରେ ଭାରତରେ ୧୧ତମ ସ୍ଥାନ ଅଧିକାର କରିଛି । ନିର୍ମାଣ କ୍ଷେତ୍ରରେ କେରଳ ବହୁତ ବିକଶିତ ହୋଇଛି । ଏହି ରାଜ୍ୟରେ ଅଧିକ ସଂଖ୍ୟାରେ କାରଖାନା ମାନ ରହିଛି ଯାହାର ଅଧିକାଂଶ ମୁଖ୍ୟାଳୟ କୋଚିନ ଠାରେ ଅବସ୍ଥିତ ।

୮) ନମ୍ବର: ଆନ୍ଧ୍ରପ୍ରଦେଶ

Google

ଏହି ରାଜ୍ୟରେ ପାଖାପାଖି ୨ଲକ୍ଷ ୫୨ହଜାର ୨୦କୋଟି ଟଙ୍କା ଋଣଭାର ରହିଛି ।

୭) ନମ୍ବର: କର୍ଣ୍ଣାଟକ

Google

ଏହି ରାଜ୍ୟ ଉପରେ ୨ଲକ୍ଷ ୬୪ହଜାର ୬୦୦କୋଟି ଟଙ୍କା ଋଣଭାର ରହିଛି । ଏହି ରାଜ୍ୟରେ ବହୁତ ଗୁଡାଏ ବଡ଼ ବଡ଼ ପବ୍ଲିକ ସେକ୍ଟର କମ୍ପାନୀ ମାନ ରହିଛି । ଏଠାରେ ଭାରତୀୟ ସ୍ପେସ ଏଜେନ୍ସି (ISRO)ର ମୁଖ୍ୟ କାର୍ଯ୍ୟାଳୟ ରହିଛି ।

୬) ନମ୍ବର: ଗୁଜୁରାଟ

Google

ଏହା ଏକ କାରଖାନା ଆଧାରିତ ରାଜ୍ୟ ଅଟେ । ଏଠାରେ ହୀରା ପଥରର କାମ ବହୁତ ଭଲ ଭାବେ ହୋଇଥାଏ । ଏହି ରାଜ୍ୟରେ କ୍ଷୀର ଉତ୍ପାଦନ ମଧ୍ୟ ଅତ୍ୟଧିକ ପରିମାଣରେ ହୋଇଥାଏ ।

୫) ନମ୍ବର: ରାଜସ୍ଥାନ

Google

ଏହି ରାଜ୍ୟ ଅନେକ କ୍ଷେତ୍ରରେ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ରାଜ୍ୟ ଉପରେ ୩ଲକ୍ଷ ୩୪ହଜାର ୬୦କୋଟି ଟଙ୍କାର ଋଣଭାର ରହିଛି ।

୪) ନମ୍ବର: ତାମିଲନାଡୁ

Google

ଏହି ରାଜ୍ୟ ଉପରେ ୭ଲକ୍ଷ ୬୧ହଜାର ୩୦୦କୋଟି ଟଙ୍କାର ଋଣଭାର ରହିଛି । ଏହି ରାଜ୍ୟରେ ବହୁତ ଉଦ୍ୟୋଗ ଭଲ ଢ଼ଙ୍ଗରେ ରହିଛି ।

୩) ନମ୍ବର: ଉତ୍ତରପ୍ରଦେଶ

Google

ଏହି ରାଜ୍ୟ ଉପରେ ୩ଲକ୍ଷ ୮୫ହଜାର ୨୨୦କୋଟି ଟଙ୍କାର ଋଣଭାର ରହିଛି ।

୨) ନମ୍ବର: ପଶ୍ଚିମବଙ୍ଗ

Google

ଏହି ରାଜ୍ୟ ଉପରେ ୩ଲକ୍ଷ ୯୩ହଜାର ୭୦୦ କୋଟି ଟଙ୍କାର ଋଣଭାର ରହିଛି ।

୧) ନମ୍ବର: ମହାରାଷ୍ଟ୍ର

Google

ଏହି ରାଜ୍ୟ ଉପରେ ୪ଲକ୍ଷ ୯୬ହଜାର ୬୬୦କୋଟି ଟଙ୍କାର ଋଣଭାର ରହିଛି ।