ଆପଣ ଯଦି ଦୁର୍ବଳତାକୁ ସମୂଳେ ନଷ୍ଟ କରିବାକୁ ଚାହୁଁଛନ୍ତି, ତେବେ ଭୋଜନ କରିବା ପରେ ଏହି ଗୋଟିଏ ଜିନିଷ ସେବନ କରନ୍ତୁ ।

Spread the love

ଶରୀର ଦୁର୍ବଳ ଓ ଅଳସୁଆ ଲାଗିଲେ ନିଜ ଆତ୍ମବିଶ୍ୱାସ କମିବାକୁ ଲାଗିଥାଏ । ଏହା ସହ ଗୃହସ୍ଥ ଓ ବୈବାହିକ ଜୀବନରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡ଼ିଥାଏ । ଦୁନିଆରେ ଯେତେବଡ଼ କାମ ହେଲେ ମଧ୍ୟ ସେତେବେଳେ ସଫଳ ମିଳିଥାଏ, ଯେତେବେଳେ ନିଜ ଭିତରେ ଆତ୍ମବିଶ୍ୱାସ ଥାଏ । ଆତ୍ମବିଶ୍ୱାସ ସେତେବେଳେ ବଢିଥାଏ, ଯେତେବେଳେ ଶରୀରରେ ସୁସ୍ଥ ଓ ଫୁର୍ତ୍ତି ଥାଏ । କିନ୍ତୁ ଶରୀର ସବୁବେଳେ ଦୁର୍ବଳ ହୋଇ ରହିଲେ କୌଣସି କାମ କରିବାକୁ ଇଚ୍ଛା ଲାଗି ନଥାଏ । ଏଥିଯୋଗୁଁ ଆପଣ ଜୀବନରେ କେବେବି ଉନ୍ନତି ହୋଇପାରିବେ ନାହିଁ । କାରଣ ସବୁବେଳେ ଦୁର୍ବଳ ହୋଇ ରହିଲେ ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ । ତେଣୁ ଏହି ଦୁର୍ବଳତାରୁ ମୁକ୍ତ ପାଇଁ ସଠିକ୍ ଉପାୟ ଅବଲମ୍ବନ କରିବା ଆବଶ୍ୟକ ଅଟେ । ଆଜି ଆମେ ଆପଣଙ୍କୁ ଗୋଟିଏ ଏଭଳି ଜିନିଷ କହିବାକୁ ଯାଉଛୁ, ଯାହାକି ଆପଣଙ୍କ ଦୁର୍ବଳତାକୁ ଦୁରେଇ ଶକ୍ତି ପ୍ରଦାନ କରିଥାଏ ।

ଔଷଧ ପ୍ରୟୋଗ ବିଧି –

ଶାରୀରିକ ଦୁର୍ବଳତାକୁ ଦୁରେଇ ଶକ୍ତି ପ୍ରଦାନ କରିଥାଏ, ଏହି ସରଳ ଉପାୟ ଯାହାକୁ ପ୍ରୟୋଗ କରିବା ବି ବହୁତ ସରଳ ଅଟେ । ଏଥିପାଇଁ ଆପଣଙ୍କୁ କେବଳ ଦୁଇଟି ଜିନିଷର ଆବଶ୍ୟକତା ପଡ଼ିବ । ପ୍ରଥମ ଜିନିଷ ହେଉଛି ଅଁଳା ରସ ବା ଚୂର୍ଣ୍ଣ ଓ ଦ୍ୱିତୀୟ ଜିନିଷ ହେଉଛି ଗୁଡ଼ । ଏହାର ତିଆରି କରିବା ଓ ସେବନ କରିବା ବିଧି ବିଷୟରେ ଜାଣିବା । ଏଥିପାଇଁ ଆପଣ ପ୍ରଥମେ ୧୫ ରୁ ୨୦ ଗ୍ରାମ ଗୁଡ଼କୁ ୨ ରୁ ୫ ଗ୍ରାମ ଅଁଳା ଚୂର୍ଣ୍ଣ ବା ଅଁଳାର ରସରେ ମିଶାଇ ପ୍ରତ୍ୟେକ ଦିନ ଭୋଜନ କରିବା ପରେ ଏହାର ସେବନ କରନ୍ତୁ । ଆପଣ ଯଦି ଚାହିଁଲେ ଅଁଳା ଓ ଗୁଡ଼ର Marmalade (କମଳା ଜାତୀୟ ଫଳ ରସ) ମଧ୍ୟ ଖାଇ ପାରନ୍ତି ।

ଲାଭ –

ପ୍ରତ୍ୟେକ ଦିନ ଭୋଜନ କରିବାପରେ ଏହି ଔଷଧକୁ ସେବନ କରିଲେ ଶରୀରର ଦୁର୍ବଳତା ଦୂର ହୋଇଥାଏ । ବଳ ଓ ସ୍ପୁର୍ତି ର ବୃଦ୍ଧି ହୋଇଥାଏ । ଶରୀରର ଥକ୍କାପଣ, ବ୍ୟଥା, ରକ୍ତପିତ୍ତ ଓ ମୂତ୍ରାତ୍ୟାଗ କରୁଥିବା ସମୟରେ ଜ୍ଵଳନ ହେଉଥିଲେ ତାହା ସମ୍ପୁର୍ଣରୂପେ ଠିକ୍ ହୋଇଯାଏ । ଏହା ସେବନ କରିବା ଦ୍ୱାରା ଶରୀର ସୁସ୍ଥ ଓ ନିରୋଗୀ ହୋଇଯାଏ ।