Exclusive; ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ହେଉଛି ଖରାପ୍, ଦିଲ୍ଲୀରେ ମିଳୁ ନାହାନ୍ତି ଲିଭର ଡୋନର ।

Pintu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତି ମୂହୁର୍ତ୍ୱ ରେ ଭଗବାନ ନେଉଛନ୍ତି ପିଣ୍ଟୁ ନନ୍ଦ ଙ୍କ ପରିକ୍ଷା । କେଜାଣି ଭଗବାନ ଙ୍କ ଇଚ୍ଛା ସତେବା କଣ ଅଛି । ଧିରେ ଧିରେ ହିଗିଡିବାରେ ଲାଗିଛି ପିଣ୍ଟୁ ନନ୍ଦ ଙ୍କ ଅବସ୍ଥା । ଡାକ୍ତର ମାନେ କେବଳ ଗୋଟିଏ କଥା କହୁଛନ୍ତି । ଯଥା ଶୀଘ୍ର ଡୋନର ଙ୍କୁ ଆଣନ୍ତୁ । ଗମ୍ଭୀର ହେବାରେ ଲାଗିଛି ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ବସ୍ଥା । ଦିଲ୍ଲୀର ଏକ ଘୋରଇ ହସ୍ପିଟାଲ ରେ ମେଡିକାଲ ରେ ଆଡମିଟ ହୋଇଛନ୍ତି ପିଣ୍ଟୁ ନନ୍ଦ ।

ସବୁଠୁ ବଡ କଥା ହେଲାକି ଏବେ ଯାଏ ପିଣ୍ଟୁ ନନ୍ଦ ଙ୍କ ପାଇଁ ମିଳି ପାରୁନାହାଁନ୍ତି ଲିଭର ଡୋନର । ତାଙ୍କ ପାଇଁ କିଏ ଲିଭର ଦାନ କରିବ ତା ସହିତ ତାଙ୍କର ବ୍ଲଡ ଗୃପ୍ ସହ ମ୍ୟାଚ କରୁଥିବାର ଆବଶ୍ୟକତା ରହିଛି । ତେବେ ଏହି ପରି ଘଡି ସନ୍ଧି ମୂହୁର୍ତ୍ୱ ରେ ଦିନ କୁ ଦିନ ତାଙ୍କର ଅବସ୍ଥା ଗମ୍ଭାର ହେବାରେ ଲାଗିଛି । ପିଣ୍ଟୁ ନନ୍ଦ ଙ୍କ ଆଖି ହଳଦିଆ ପଡିଥିବା ବେଳେ ତାଙ୍କୁ ଜଣ୍ଡିସ ରୋଗ ମଧ୍ୟ ହୋଇ ସାରିଛି ।

Pintu

ତେବେ ଏହି ପରି ସ୍ଥଳରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ବସ୍ଥା ଧିରେ ଧିରେ ଗୁରୁତ୍ୱର ହେଉଥିବା ବେଳେ ତାଙ୍କ ପାଇଁ ଆବଶ୍ୟକ ଜଣେ ଲିଭର ଡୋନର ର । ତାଙ୍କ ପରିବାର ବର୍ଗ ଙ୍କ ତରଫ ରୁ ବା ଆଉ କେହି ବ୍ୟକ୍ତି ଜାହାଙ୍କ ବ୍ଲଡ ଗୃପ୍ ପିଣ୍ଟୁ ନନ୍ଦ ଙ୍କ ସହିତ ମେଚ୍ କରୁଥିବ ଏହି ଭଳି ବ୍ୟକ୍ତି ଙ୍କ ଠାରୁ ପିଣ୍ଟୁ ନନ୍ଦ ଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ । ଅନ୍ୟ ପଟେ ପିଣ୍ଟୁ ନନ୍ଦ ଙ୍କ ପାଇଁ ଚାଲିଛି କ୍ରାଉଡ ଫୋଣ୍ଡିଂ । ଯିଏ ଜାହା ସାକ୍ଷକ୍ରମେ ପିଣ୍ଟୁ ନନ୍ଦ ଙ୍କ ପାଇଁ ସାହାଯ୍ୟ କରୁଛନ୍ତି ।

ହେଲେ ଜାହା ବର୍ତମାନ ସମୟ ରେ ବଡ ସମସ୍ୟା ରହିଛି ପିଣ୍ଟୁ ନନ୍ଦ ଙ୍କ ପାଇଁ କେହି ଡୋନର ମିଳୁ ନାହାଁନ୍ତି । ଜାହାଙ୍କ ଲିଭର ପିଣ୍ଟୁ ନନ୍ଦ ଙ୍କ ପାଖରେ ପ୍ରତ୍ୟାରୋପଣ କରାଜାଇ ପାରିବ । ତେବେ ସବୁ ଭରଷା ଭଗବାନ ପିଣ୍ଟୁ ନନ୍ଦ ଙ୍କ ପାଇଁ ଡୋନର ମିଳିଯିବେ । ତେବେ ଡାକ୍ତର ଆଗକୁ ଜାହା ଅପରେସନ କରିବେ । ସୂଚନା ଦେଇଛନ୍ତି ପରିବାର ବର୍ଗ ଏବଂ ପାଖରେ ଥିବା ମିଟୁ ମିଥୁନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *