Exclusive : କେତେ ଜଣକୁ ଦେଇଛ ଧୋକା, ସତ କୁହ ବର୍ଷା I ପଦାକୁ ଆସିଲା ଅସଲି ଚେହେରା

barsha 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଚର୍ଚ୍ଚା ରେ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ପ୍ରିୟଦର୍ଶିନୀ କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପୁଣିଥରେ ସେ କୁଆଡେ ଧକ୍କା ଦେଇଛନ୍ତି । କେନ୍ଦ୍ରାପଡ଼ା ସାଂସଦ ସବୁବେଳେ କୁହନ୍ତି ବର୍ଷା କୁଆଡେ ଧକ୍କା ଦେଇଛନ୍ତି । ତାଙ୍କ ପରିବାରକୁ ଧକ୍କା ଦେଇଛନ୍ତି । ଆଉ ଏବେ କୁଆଡେ ସତରେ ସତରେ ବର୍ଷା ଆଉ କାହାକୁ ଧକ୍କା ଦେଇଛନ୍ତି । ଯାହାକୁ ନେଇକି ସହିଦ୍ ନଗର ଥାନାରେ ଏତଲା ମଧ୍ୟ ହୋଇଛି ।

ସହିଦ୍ ନଗର ଥାନାରେ ଜଣେ ମହିଳା ଯାହାଙ୍କ ନାମ କଲ୍ୟାଣୀ ନାୟକ ସେ ଠକେଇର ଶିକାର ହୋଇଛନ୍ତି । ଆଉ ଏହି ଠକେଇ କୁ ନେଇ ସହିଦ୍ ନଗର ଥାନାରେ ଏତଲା ଦେଇଛନ୍ତି । ବର୍ଷାଙ୍କ ବିରୋଧରେ ଆଇଫସ୍ ର ଧାରା ଦଫା ୨୯୪,୪୨୦ , ୫୦୬ ରେ ରୋଜୁ କରାଯାଇଛି ମାମଲା । ଆଉ ପୋଲିସ କରୁଛି ତଦନ୍ତ । ଆଉ ଅଭିଯୋଗ ହେଉଛି ଏହା ଯେ ସହିଦ୍ ନଗର ଅଞ୍ଚଳର ମହିଳା ଭୁବନେଶ୍ୱର ଜନତା ମଇଦାନକୁ ମେଳା ଦେଖିବା କୁ ଯାଇଥିଲେ । ଯାହାଙ୍କ ନାମ କଲ୍ୟାଣୀ ନାୟକ ।

Barsha

ଏତିକି ବେଳେ କଟକରୁ ଆସିଥିବା ଆୟୁସୀ ପ୍ରିୟଦର୍ଶିନୀ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଦେଖା ହୁଏ କଲ୍ୟାଣୀଙ୍କ ର। ଆଉ କଲ୍ୟାଣୀ ବର୍ଷାଙ୍କ ର ବଡ ଫ୍ୟାନ୍ ହୋଇଥିବାରୁ ତାଙ୍କ ସହ ଫଟୋ ଉଠାନ୍ତି । ତାଙ୍କ ନମ୍ବର ମାଗନ୍ତି । କଲ୍ୟାଣୀ କୁଆଡେ ଆୟୁସ ସହ ଯୋଗାଯୋଗ କରିବେ ବୋଲି ପୁରା କଥା ଛିଡି ଗଲା। ଆଉ ଆୟୁଷୀ, ବର୍ଷା ଯେତେବେଳେ ଭୁବନେଶ୍ୱର ଆସନ୍ତି କଲ୍ୟାଣୀ ସହ ଦେଖା ସାକ୍ଷାତ ହୁଏ । ଆଉ ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ବି ହୋଇଛି ।

ଆଉ ସେଥିରେ କଲ୍ୟାଣୀକୁ ସେ କୁଆଡେ ଚାକିରି କରାଇ ଦେଇଥାନ୍ତେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଲ୍ୟାଣୀ କୁ ଏକ ସୁନା ଦୋକାନରେ କୁଆଡେ ଚାକିରି କରାଇ ଦେଇଥାନ୍ତେ । ଆଉ ଆୟୁସ ବି କୁଆଡେ କହିଥିଲେ ବର୍ଷାଙ୍କ ସହ କଥା ହେଲେ ବର୍ଷା ତାଙ୍କ ମାଲିକଙ୍କ ସହ କଥା ହୋଇ ଚାକିରି କରାଇ ଦେଇଥାନ୍ତେ । ଆଉ ଏଥିପାଇଁ କୁଆଡେ ୫୦,୦୦୦ ଟଙ୍କା ସିକୁରିଟି ମନି ଦାବି କରିଥିଲେ । ଆଉ କଲ୍ୟାଣୀ ଏତେ ଟଙ୍କା ଦେଇ ପାରିବେନି ବୋଲି କହିଥିଲେ । ଟିକେ କମ୍ କରନ୍ତୁ ମୁଁ ଦେଇଦେବି ବୋଲି କହିଥିଲେ ।

ba

ଆଉ ଧାର କରଜ କରି ୩୦,୦୦୦ ଟଙ୍କା ବି ଆୟୁଷୀଙ୍କୁ ଦେଇଥିଲେ କଲ୍ୟାଣୀ । ଆଉ ତାପରେ ନାଁ ବର୍ଷା ଫୋନ ଉଠାଇଲେ ନାଁ ଆୟୁଷୀ । ଆଉ କଲ୍ୟାଣୀଙ୍କ କହିବା କଥା ବର୍ଷା ସବୁ ଜାଣିଶୁଣି ଚୁପ୍ ରହିଗଲେ । ଆଉ ଟଙ୍କାକୁ ପକେଟରେ ପୁରାଇ ଦେଲେ । ତାପରେ ଭୁବେନଶ୍ୱର ଛକରେ କଲ୍ୟାଣୀ ବର୍ଷା ଓ ଆୟୁସୀକୁ ଦେଖା କରିଥିଲେ । ସେଠାରେ କଲ୍ୟାଣୀଙ୍କୁ ବର୍ଷା ଓ ଆୟୁସୀ ଦୁନିଆ ଗାଳି ଗୁଲଜ କରିଥିଲେ । ଆଉ ସେଠାରୁ ପଳାଇେଲ । ତାପରେ ପୋଲିସ୍ ତଦନ୍ତ ଆରମ୍ବ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *