Exclusive:”ନବଦାସଙ୍କ ପାଖକୁ ଚାକିରୀ ପାଇଁ ଯାଉଥିଲା ଗୋପାଳଙ୍କ ଝିଆରୀ ..ଆଉ ଗୋପାଳକୁ ଚାପୁଡ଼ା ମାରିଥିଲେ ନବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନବ ଙ୍କ ପାଖକୁ ଯାଉଥିଲା ନବ ଙ୍କ ଝିଆରୀ ଟାକିରୀ ମାଗିବାକୁ ବାରମ୍ବାର ଯାଉଥିଲେ । ନବ ଏହିଥିରେ ରାଗି ଜାଇ ଗୋପାଳ କୁ ଚାପୁଡା ମଧ୍ୟ ମାରିଛନ୍ତି । ଦିନ ଯେତେ ଗଡୁଛି ମାମଲା ସେତେ ବଢୁଛି । ନବଦାସ ଙ୍କ ମାମଲା କୁ ନେଇ କୈଣସି ତଥ୍ୟ ମିଳି ପାରି ନଥିବା ବେଳେ । ଏବେ ଏମିତି କଥା ସବୁ ସାମ୍ନାକୁ ଆସିଲାଣି ।

ନବ ଦାସ ଙ୍କ ପାଖକୁ କୁଆଡେ ଗୋପାଳ ର ଝୀଆରି ଚାକିରୀ ମଗିବାକୁ ଯାଉଥିଲେ । ଦିନେ କି ଦୁଇ ଦିନ ନୁହେଁ ଏମିତି ବାରମ୍ବାର ଚାକିରି ମାଗିବାକୁ ଯାଇଥିଲେ ଗୋପାଳ ର ଝୀଆରୀ । ଯେଉଁଥିରେ ଉତକ୍ଷୀପ୍ତ ହୋଇ ଗୋପାଳ କୁ ଚାପୁଡା ମାରିଥିଲେ ନବଦାସ । ଜାହାର ପ୍ରତିଶୋଧ ASI ଗୋପାଳ ନେଇ ଥାଇ ପାରେ । ଏହା ଆମେ କହୁନାହୁଁ ବରଂ ଏହା ବିରୋଧୀ ଦଳର ନେତା ନରସିଂହ ମିଶ୍ର ।

Naba Das

କେବଳ ସେତିକି ନୁହେଁ ଏହି ହ-ତ୍ୟା ପଛରେ କୈଣସି ରାଜନୈତିକ ଦଳର ହାତ ଥାଇ ପାରେ ବୋଲି କହିଛନ୍ତି ନରସିହଂ । ସେ କହିଛନ୍ତି କି ସେହି ଝାଡସୁଗୁଡା ରେ ଜଣେ ପୂର୍ବତନ ମନ୍ତ୍ରୀ ଙ୍କ ସହିତ ଶତୃତା ରହିଛି । ଜାହାର ପ୍ରତିଶୋଧ ନେବା ପାଇଁ ଏମିତି ହ-ତ୍ୟାର ସଢଯନ୍ତ୍ର ରଚି ଥାଇ ପାରନ୍ତି ବୋଲି କହିଛନ୍ତି ନରସିହଂ ।

ତେବେ ନବ ଙ୍କ ଝୀଆରି ଏମିତି ବାରମ୍ବାର କଣ ପାଇଁ ନବ ଙ୍କ ପାଖକୁ ଯାଉଥିଲେ ବାରମ୍ବାର ଏମିତି ଯିବା ପଛରେ କୈଣସି କାରଣ ରହିଥିଲା କି । ଏହି ନେଇ ସଠିକ୍ ତଦନ୍ତ କଲେ ହିଁ ସବୁ କଥା ସାମ୍ନାକୁ ଆସିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *