EXCLUSIVE : ନବ ଦାସଙ୍କୁ ହ-ତ୍ୟା କରିବା ୩୦ ସେକେଣ୍ଡ ପୂର୍ବରୁ ଏହା କରୁଥିଲା ଗୋପାଳ

naba

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେମିତି ଥିଲା ହ-ତ୍ୟା ପୂର୍ବର 30 ସେକେଣ୍ଡ ଗୋପାଳ କେମିତି ଆସିଲା ଏବଂ କେମିତି ନବ ଦାସ ଙ୍କୁ ମାରିଲା ଯାହାର ଏବେ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ତେବେ ବନ୍ଧୁଗଣ ହ-ତ୍ୟା ପୂର୍ବର 30 ସେକେଣ୍ଡ କିଛି ଏମିତି ଥିଲା ଯାହା ଏହି ଭିଡ଼ିଓ ରେ ଆପଣ ମାନେ ଜଳ ଜଳ କରି ଦେଖି ପାରୁଥିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ କହିଦେବୁ କି ମନ୍ତ୍ରୀ ନବ ଦାସ ଙ୍କ ଆସିବାକୁ ନେଇ ସଂମ୍ପର୍ଣ୍ଣ ଗହଳୀ ହୋଇଥିଲା । ଝାଡସୁଗୁଡା ର କର୍ମି ମାନେ ନବ ଦାସ ଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ । ଗୋପାଳ ବି ନବ ଦାସ ଆସିବା ପୂର୍ବରୁ ତାର ପ୍ଲାନ ଅନୁସାରେ ସେଠାରେ ଛିଡା ହୋଇଥିଲା । ଯାହା ଏହି ଭିଡ଼ିଓ ରେ ବନ୍ଧୁଗଣ ଆପଣ ମାନେ ଦେଖିବାକୁ ପାଉଥିବେ ।

ASI Gopal

ଅଣ୍ଟା ରେ ଖୋସା ହୋଇଥିବା ବନ୍ଧୁକ କୁ ଗୋପାଳ କେମିତି ବାହାର କରୁଛି ଦେଖନ୍ତୁ । ତେବେ ମନ୍ତ୍ରୀ ନବ ଦାସ ଯେତେ ବେଳେ ଗାଡି ରୁ ଉହ୍ଲେଇ ଥିଲେ ସେତେବେଳେ ଗୋପାଳ ଦୈଡି ଆସି ଗହଳି ରେ ନିଜର ବନ୍ଧୁକ କୁ ବାହର କରି ନବ ଦାସ ଙ୍କ ଛାତି କୁ ଫାଇରିଂ କରିଥିଲା । ହେଲେ ବନ୍ଧୁଗଣ ସେହି ଦୃଶ୍ୟ ଆପଣ ମାନେ ଆଗରୁ କେବେବି ଦେଖି ନଥିଲେ ଯାହା ଆମେ ଆପଣ ମାନଙ୍କୁ ଏବେ ଦେଖଉଛୁ ।

ଗୋପାଳ ନବ ଦାସ ଙ୍କ ଏତେ ପାଖରୁ ଜାଇ ଗୁଳି ମାରିଥିଲା ଯେ ଗୁଳିଟି ଛାତିର ଏପଟ ସେପଟ ହୋଇ ଜାଇଥିଲା । ଗୋପାଳ ଅଣ୍ଟା ରେ ଖୋସା ହୋଇଥିବା ବନ୍ଧୁକ କୁ ଗୋପାଳ କେମିତି ବାହାର କରୁଛି ଦେଖନ୍ତୁ । ଆଉ ଗହଳୀ ମଧ୍ୟରେ ଠେଲି ପେଲି ହୋଇ ନବ ଦାସ ଙ୍କ ଅତି ପାଖରୁ କେମିତି ତାଙ୍କ ଛାତି କୁ ଗୁଳି କରୁଛି ଦେଖନ୍ତୁ । ଜାହା ପରେ ନବ ଦାସ ଙ୍କ ମୃ-ତ୍ୟୁ ହୋଇ ଜାଇଥିଲା । ତେବେ ଏହି ଭିଡ଼ିଓ ଭାଇରଲ ହେବା ପରେ ଲୋକ ଏବେ ଜାଣି ପାରୁଛନ୍ତି ନବ ଦାସ ଙ୍କ ହ-ତ୍ୟା ପୂର୍ବର କେମିତି ଥିଲା ଦୃଶ୍ୟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ