Exclusive: ‘ଆଗରୁ ସେ ହସାଉ ଥିଲେ ,ବାହାଘର ପରେ ଆମେ ଦୁହେଁ ମିଶିକି ହସେଇବୁ, କାହିଁକି ନା ଆଜିଠୁ ମୁଁ ତାଙ୍କୁ…’ Raju Das ଙ୍କ ପତ୍ନୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ଲୋକପ୍ରିୟ କମେଡିଆନ ରାଜୁ ଦାସଙ୍କୁ ଜାଣିଥିବେ । ରାଜୁଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯେଉଁଥିରେ ସେ ଅନେକ କମେଡି ଭିଡିଓ ଅପଲୋଡ କରଥାନ୍ତି । ତାଙ୍କର ସମସ୍ତ ଭିଡିଓକୁ ଲୋକ ମାନେ ବହୁତ ପସନ୍ଦ କରନ୍ତି । ଆଜି ଓଡିଶାର ଘରେ ଘରେ ପରିଚିତ ଅଟନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଗତ କାଲି ରାଜୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜୁଙ୍କ ବିବାହ ବହୁତ ଧୁମଧାମ ଭାବରେ ହୋଇଛି ଆଉ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କୁ ବିବାହ ପାଇଁ ସୁବେଛା ଜଣାଇଛନ୍ତି । ତେବେ ଦର୍ଶକ ବନ୍ଧୁ ଆଜି ରାଜୁ ଆଉ ତାଙ୍କ ଧର୍ମପତ୍ନୀ ଗଣମାଧ୍ୟମ ଆଗରେ ଆସି ଏକ ସାକ୍ଷାତ୍କାର ରେ କହିଛନ୍ତି ।

Raju

ରାଜୁ ଆରେଞ୍ଜ ମ୍ୟାରେଜ କରିଛନ୍ତି ଆଉ ସେ ଯେଉଁ ଯୁବତୀଙ୍କୁ ନିଜ ଧର୍ମପତ୍ନୀ କରିଛନ୍ତି ତାଙ୍କ ନାମ ହେଉଛି ସୋନାଲି ଅଟେ । ତେବେ ବନ୍ଧୁଗଣ ଏହି ସାକ୍ଷାତ କାର ରେ ସୋନାଲୀ କହିଛନ୍ତି ଯେ ମୁଁ ବହୁତ ଖୁସୀ ହେଲେ ବି ବହୁତ ଦୁଖଃ ଲାଗୁଛି କି ଏତେ ଦିନର ସଂମ୍ପର୍କ ମୁଁ ଛାଡିବି ଆସିଛି ।

କାରଣ ଆଜି ଯାଏ ମୁଁ ସମସ୍ତ ଙ୍କ ମୁହଁ ଦେଖି ଆସିଥିବା ବେଳେ ବର୍ତମାନ ସମୟ ରେ କିଛି ଅଲଗା ଫିଲ ହେଉଛି । ଦେଖାଯାଉ ଆଗକୁ କଣ ହେଉଛି ଶାଶୁ ଘର ଲୋକ ମାନେ ବହୁତ ଭଲ ବହୁତ ସୋପର୍ଟ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *