Exclusive: ସୁନ୍ଦରୀ ଅର୍ଚ୍ଚନାର ଝୁମ୍ପୁଡି ଶାଶୂଘର ଦେଖିଲେ ହୋସ ଉଡ଼ିଯିବ !

Archana 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଏ ହେଉଛି ଜଳଶ୍ୱର ରେ ଥିବା ଅର୍ଚ୍ଚନା ଙ୍କ ଶାଶୁ ଘର ଏବଂ ଜଗବନ୍ଧୁ ଙ୍କ ପୈତୃକ ଘର ଦେଖନ୍ତୁ ଦୂରରୁ ଦେଖାଯାଉଥିବା ଏହି ଝୁମ୍ପଡି ଘରକୁ ଆଜ୍ଞ୍ୟା ହଁ ଇଏ ହେଲା ଅର୍ଚ୍ଚନା ଙ୍କ ଶାଶୁ ଘର ଆଉ ସେହି ପରି ସହର ରେ ଏହି ଘର ଦେଖନ୍ତୁ ଅର୍ଚ୍ଚାନା ନିଜେ ରହୁଥିବା ଘର । ଯାହା ଆକାଶ ପାତାଳ ର ଫରକ ଆପଣ ମାନଙ୍କୁ ସ୍ପଷ୍ଟ ବାରିଦେବ । ଆଜ୍ଞ୍ୟା ହଁ ଇଏ ହେଲା ତାଙ୍କ ସ୍ୱାମୀ ଜଗବନ୍ଧୁ ଙ୍କର ପୈତୃକ ଘର ଆଉ ଇଏ ହେଲା ଜଗବନ୍ଧୁ ରହୁଥିବା ଘର ଗୋଟେ ପଟେ ସମ୍ରାନ୍ଧ ର ଚିହ୍ନ ବର୍ଣ୍ଣ ନଥିବା ବେଳେ ଅନ୍ୟପଟେ ରହିଛି ସବୁ କିଛି ପରେନ ମେ଼ଡ୍ ଗୋଟେ ଗୋଟେ ଝୁମର ଠୁ ଆରମ୍ଭ କରି ଗୋଟେ ଗୋଟେ ଲଗ୍ଜୋରି ଆଇଟମ୍ । ସବୁକିଛି ବିଦେଶ ରୁ ଆସୁଥିଲା ।

ଆଉ ଘର ଦେଖି ଯିଏ ହେଲେ ବି କହିବ ବୋଧେ କୋଟି କୋଟି ଟଙ୍କାର ମାଲିକ ହୋଇଥିବ । କେବଳ ସେତିକି ନୁହେଁ କାର ଠୁ ଆରମ୍ଭ କରି ଘୋଡା ପର୍ଯ୍ୟନ୍ତ ଏବଂ ଘରେ ବୁଲୁଥିଲେ ମାଳ ମାଳ କୁକୁର । ହେଲେ ଏପଟେ ଦେଖିଲେ ଲାଗିବ ଯେ ସରକାରୀ ଯୋଜନା ରେ ରହୁଥିଲା ଲୋକ ବୋଧ ହୁଏ ଭତ୍ତା ଟେ ପାଇନି ବୋଲି । ଆଉ ଏପଟେ ଦେଖନ୍ତୁ କେମିତି ଚାଳ ଝୁମ୍ପୁୁଡି ଘର ଭର୍ତ୍ତି ହୋଇ ରହିଛି ।

Archana 2

ଇଏ ହେଲା ଅର୍ଚ୍ଚନା ଙ୍କ ଶାଶୁ ଘର ଏହି କଥା ଆପଣ ମାନଙ୍କର ହୋସ ଉଡେଇଦେବ । ଆଉ ଇଏ ହେଲେ ଅର୍ଚ୍ଚନା ଙ୍କ ଦେଢସୁର ଅର୍ଥାତ ଜଗବନ୍ଧୁ ଙ୍କ ଭାଇ । ଏପଟେ ଗୋଟିଏ ପରେ ଗୋଟିଏ କଥା ସ୍ପଷ୍ଟ ହେବାରେ ଲାଗିଛି । କେମିତି ଅର୍ଚ୍ଚନା କୋଟି କୋଟି ରୋଜଗାର କରିଥିଲେ । ସେ ତାଙ୍କର ଫେସବୁକ ରୁ ହିଁ ବକରା ବାଛୁଥିଲେ ଏବଂ ଫେସବୁକ ରେ ଅଛନ୍ତି ଅନେକ ପ୍ରତି ପତି ଶାଳୀ । ଆଉ ଜାହାଙ୍କୁ ନିଜ ଆଡୁ ମେସେଜ କରି ସେମାନଙ୍କ ଫୋନ ନମ୍ବର ନେଉଥିଲେ । ଆଉ ଫୋନ ନମ୍ବର ନେବା ପରେ ସେ ହୋଟେଲ ରେ ଡିଲ୍ ଫାଇନାଲ କରୁଥିଲେ ।

ଅଧିକାଶଂ ସବୁକିଛି ତାଙ୍କ ଘରେ ହିଁ ହେଉଥିଲା । ଆଉ ସେ ସବୁ ମୂହୁର୍ତ୍ୱ କୁ ସିକ୍ରେଟ କ୍ୟାମେରା ରେ ସେ ରେକର୍ଡ କରୁଥିଲେ ଏହି ସବୁ ଗୁମର ଏବେ ଗୋଟିଏ ପରେ ଗୋଟିଏ ଫିଟିବାରେ ଲାଗିଛି । ତେବେ ଲୋକ ମାନଙ୍କ ମନରେ ଗୋଟେ ପ୍ରଶ୍ନ କେ ହେଉଛନ୍ତି ସେ ରାଜନେତା କେ ହେଉଛନ୍ତି ସେ ପ୍ରତିପତି ଶାଳୀ ଏବଂ କିଏ ହେଉଛନ୍ତି ସେ ଖଣୀ ମାଲିକ ଠାରୁ ଆରମ୍ଭ କରି ବଡ ବଡ ସୁଧ ବ୍ୟବସାୟି ଜାହାଙ୍କୁ ନିଜର ଖଟ ପର୍ଯ୍ୟନ୍ତ ଟାଣି ଆଣୁଥିଲେ ଅର୍ଚ୍ଚନା । ଆଉ ଏହି ସବୁ କିଛି ଅତି ଚାଲାଖ ଭାବେ କରୁଥିଲେ ନିଜର ସ୍ୱାମୀ ଙ୍କ ମେଡିକାଲ କଣ୍ଡିସନ କଥା ଦେଖେଇ ସେ ତାଙ୍କ ଠାରୁ ଟଙ୍କାବି ଲୁଟୁଥିଲେ ।

Archana 1.

ଆଉ ଟଙ୍କା ମିଳିବା ପରେ କୈଣସି ଏକ ଦୂର୍ବଳ ମୂହୁତ୍ୱ ରେ ତାଙ୍କ ସହିତ ସଂ-ମ୍ପ-ର୍କ ରଖି ସବୁ ମୂହୁତ୍ୱ କୁ ରେକର୍ଡ ବି କରୁଥିଲେ । ତେବେ ସେ ଏହିଥିରେ ଏକା ଥିଲେ କି ଆଉ କିଏ ତାଙ୍କ ସହିତ ଥିଲେ ତାହା ହେଲା ବଡ ଜିନିଷ । ଆଉ ଅନ୍ୟ ପଟେ ତାଙ୍କର ସ୍ୱାମୀ ବର୍ତମାନ ସମୟ ଯାଏ ଫେରାର ରହିଛନ୍ତି । ଦେଖିବାକୁ ବାକି ରହିଲା ଏହାକୁ ନେଇ ତାଙ୍କର ପରିବାର ଲୋକ କଣ କହୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *