Exclusive:”ବର୍ଷା ମ୍ୟାଡ଼ାମ ସୁନା ଦୋକାନରେ ଚାକିରୀ କରେଇଦେବେ କହି 30.000ଟଙ୍କା ନେଇ ଠକିଦେଲେ” କଲ୍ୟାଣୀ

kalyani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ନାମରେ ଜଣେ ମହିଳା ଆଣିଛନ୍ତି ସଂଙ୍ଗିନ ଅଭିଯୋଗ । ଅଭିଯୋଗ ଟି ଏହା ଅଟେ କି ଗୋଟେ ଜ୍ୱଲେରୀ ଦୋକାନ ରେ ତାଙ୍କୁ ଚାକିରୀ ଦେବା କହି ସଂମ୍ପୃକ୍ତ ମହିଳା ଙ୍କ ଠାରୁ 30 ହଜାର ଟଙ୍କା ଠକି ନେଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ତେବେ ତେବେ ଏହି ମହିଳା ଜଣଙ୍କ ନାମ ହେଲା କଲ୍ୟାଣୀ ନାୟକ ତେବେ ତାଙ୍କର ଅଭିଯୋଗ ଅନୁସାରେ ସେ ଜନତା ମୌଦାନ ବୁଲିବା ପାଇଁ ଜାଇଥିଲେ ସେଠାରେ ତାଙ୍କର ବର୍ଷା ପ୍ରିୟଦର୍ଶନୀ ଙ୍କ ସହିତ ଦେଖା ହୋଇଥିଲା ।

ଏବଂ ପରେ ସେ ମତେ ବ୍ୟବସାୟ ମାମଲା ରେ ତାଙ୍କ ଝିଆରି ଙ୍କ ସହିତ କଥା ହେବା ପାଇଁ କହିଥିଲେ । ଜାହାଙ୍କ ନାମ ଆୟୁସି ପ୍ରିୟଦର୍ଶନୀ । ତେବେ ସେଠାରେ ସେମାନେ ପ୍ରତିଶୃତି ଦେଇଥିଲେ କି ଆମ ସହିତ ସଂମ୍ପର୍କ ରଖିଲେ ଆମେ ଆଗକୁ ବଢିବୁ । ସେମତି ରେ ମୁଁ ଖାରବେଳନଗର ଥାନା ଆଗରେ ଝାଡୁ ମାରେ ଏବଂ ତାଙ୍କ ଝିଆରି ବି ସେଠାକୁ ଆସନ୍ତି ତେବେ ସେ ମତେ କହିଥିଲେ କି ତୁମେ ଏମିତି ଝାଡୁ କଣ ପାଇଁ ମାରୁଛ ଏତେ କମ୍ ଦରମା ରେ । ଆମେ ତୁମକୁ ଭଲ ଚାକିରୀ ଭଲ ଦରମା ରେ ରଖିଦେବୁ । ଏବଂ ପରେ ସେ ନିଜର ମାଉସୀ ଙ୍କ ସହିତ କଥା ହୋଇଥିଲେ ।

kalyani

ଏବଂ ପରେ ସେ ମତେ ଲାଲଚାନ୍ଦ ଜୁୟେଲର୍ସ ରେ ଭଲ ଚାକିରୀ ଦେବି ମାସକୁ ତୁମେ 25 ହଜାର ଟଙ୍କା ପାଇବ । ହେଲେ ମାସକୁ ତୁମକୁ ଚାକିରୀ ଦେବା ନିମନ୍ତେ ସିକ୍ୟୁରିଟି ଚାର୍ଜେସ୍ ପାଇଁ 50 ହଜାର ଦେବାକୁ ପଡିବ । ଆଉ ସେଠାରେ ମୁଁ ତାଙ୍କୁ ବହୁତ ରିକ୍ୟୁଏଷ୍ଟ କରି 30 ହଜାର ଟଙ୍କା ଦେବି ବୋଲି କହିଥିଲି । ଏବଂ ପରେ ମୁଁ ତାଙ୍କର ଏକ୍ସିସ ବ୍ୟାଙ୍କ୍ ଏକାଉଣ୍ଟ କୁ 30 ହଜାର ଟଙ୍କା ଡିପୋଜିତ ଆକାରରେ ଛାଡିଥିଲି ।

ଆଉ ପଠେଇବା ପରେ ସେ ଆଉ ମୋ ଫୋନ ଉଠେଇଲେ ନାହିଁ କି ଧରା ଛୁଆଁ ଦେଲେ ନାହିଁ । ପରେ ଯେତେ ବେଳେ ମୁଁ ତାଙ୍କ ଝିଆରୀ ଙ୍କୁ ଦେଖା କରିଥିଲି ଏବଂ ଚାକିରୀ କଣ ପାଇଁ ଦେଲେ ନାହିଁ ବୋଲି କହିଥିଲି ସେତେ ବେଳେ ସେ ମତେ ଛୋଟ ଜାତି କହି ଗାଳି ଦେଇଥିଲେ । ଆଉ ମୋ ଉପରେ ଗାଡି ଚଢେଇ ଦେବେ ବୋଲି ଧମକ ବି ଦେଇଥିଲେ । ତେବେ ସେହିଥି ପାଇଁ ମୁଁ ଏବେ ହାଇକୋର୍ଟ ର ଆଶ୍ରୟ ନେଇଛି ବୋଲି କଲ୍ୟାଣୀ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ