Exclusive: ମିଳିଲା ଗୋପାଳର 20 ଖଣ୍ଡ ଚିଠି …ଚିଠିରେ ନବ ଦାସଙ୍କ ହ-ତ୍ୟାକୁ ନେଇ ବଡ଼ ଖୁଲାସା !

20 pieces

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଛି ଗୋପାଳ ଙ୍କ ହାତ ଲେଖା ଚିଠି । ହଁ ବନ୍ଧୁଗଣ ଯେଉଁ ଚିଠି ରୁ କ୍ରାଇମ ବ୍ରାଞ୍ଚ ଏପରି କିଛି ବୁଝିବାକୁ ଚେଷ୍ଟା କରୁଛି । ଯେଉଁଥିରେ କାହିଁକି ନବ ଦାସ ଙ୍କୁ ହତ୍ୟା କଲେ ଗୋପାଳ ତାହା ଜଣା ପଡିଯିବ । ହଁ ବନ୍ଧୁଗଣ ପାଇଖାନା ଟାଙ୍କି ରୁ ମିଳିଛି ଗୋପାଳ ର ହାତ ଲେଖା ଚିଠି ।

ଝାଡସୁଗୁଡା ର ନବ କିଶୋର ଦାସ ଙ୍କ ହତ୍ୟା ମାମଲା ରେ କ୍ରାଇମ ବ୍ରାଞ୍ଚ ରାତି ଦିନ ଛାନଭିନ କରୁଥିଲା । ହେଲେ ଗତ କାଲି ଦିନ ତମାମ କ୍ରାଇମ ବ୍ରଞ୍ଚ ର ଛାନଭିନ ପରେ ଦିନ ତମାମ ସୁରାଗ ପାଇଁ ଝାଡସୁଗୁଡା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କିରେ ଖୋଳା ଖୋଳି କରିଛି । ଆଉ ସେଉଠୁ ଜାହା ବାହାରିଛି ଆପଣ ମାନେ ବି ଦେଖି ପାରୁଥିବେ ।

po

ଏହି ସବୁ ହାତ ଲେଖା ଚିଠି ବାହାରିଛି ଏହି ସବୁ ହାତ ଲେଖା ଚିଠି ହେଉଛି ଗୋପାଳ ଙ୍କର । ଗୋପାଳ କୁ ପଚରା ଉଚୁରା କରି ଏବେ ସବୁ ସତ ଓଗାଳୁଛି କ୍ରାଇମ ବ୍ରାଞ୍ଚ । ହୁଏତ ଜେରା ସମୟ ରେ ଗୋପାଳ ଏମିତି କିଛି କଥା କହିଥିଲା ଯେଉଁଥି ପାଇଁ କ୍ରାଇମ ବ୍ରାଞ୍ଚ ସିଧା ଆସି ଏହି ସ୍ଥାନରେ ପହଁଚିଥିଲେ । ଆଉ ସବୁ ହାତ ଲେଖା ଚିଠି ଏବେ ବାହାର କୁ ବାହାର କରିଛନ୍ତି । ଯେଉଁଥିରେ ସେମାନେ ବୁଝି ପାରିବେ ଯେ ଗୋପାଳ କହିଥିବା କଥା କେତେ ସତ ଆଉ କେତେ ମିଛ ।

ଆଉ ଏହି ଚିଠି ହିଁ ଖୋଲି ଦେବ ହ-ତ୍ୟାର ପ୍ରକୃତ ରହସ୍ୟ । ଏପଟେ ଗୋଟେ ଗୋଟି କରି ପ୍ରମାଣ ସଂଗ୍ରହ କରୁଛି ତଦନ୍ତ କାରୀ ଟିମ୍ ଆଉ ଦୁଇ ଦିନ ଥିବା ବେଳେ ନବ କିଶୋର ହ-ତ୍ୟା ଘଟଣା ର କାରଣ ଖୋଜିବାକୁ ସବୁ ଚେଷ୍ଟା କରୁଛି କ୍ରାଇମ ବ୍ରାଞ୍ଚ । କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବତ୍ରା ତଦନ୍ତ ସମୟ ରେ ନିଜେ ରହି ସବୁ ଅନୁଧ୍ୟନ କରୁଛନ୍ତି । ଅନ୍ୟ ପକ୍ଷରେ ଗୋପାଳ ଏୟାର ପୋର୍ଟ ଥାନା ପାଇଖାନା ଟାଙ୍କିରେ ଏହି ଚିଠି ର 20 ଖଣ୍ଡ ଟୁକୁରା ପାଇଥିଲା ।

chithi

ଏକ ଲାଲ କାଗଜ ରେ ଇଂରାଜୀ ଏବଂ ଓଡିଶା ରେ କିଛି ଲେଖା ଜାଇଥିବା ଦେଖିବା ପାଇଁ ମିଳିଥିଲା । ଯେଉଁଥି ପାଇଁ ସମସ୍ତେ ଅନୁମାନ କରୁଛନ୍ତି ଯେ ଏହିଥିରେ କିଛି ଏପରି ଲେଖା ଜାଇଥିବ ଜାହାକୁ କ୍ରାଇମ ବ୍ରାଞ୍ଚ ବୁଝି ପାରିବ ଏବଂ ଜାଣି ପାରିବ ଏହି ଚିଠି ର ଭୂମିକା କେତେ । ସେହି ପରି କ୍ରାଇମ ବ୍ରାଞ୍ଚ ଏବେ ହେଣ୍ଡରାଇଟିଂ ଏକ୍ସପୋର୍ଟ କୁ ଡକେଇ ଏହା ଗୋପାଳ ର ହାତ ଲେଖା କି ନୁହଁ ତାହା ବି କୋନଫର୍ମ କରିବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *