ସାମ୍ନାକୁ ଆସିଗଲା ସବୁ ସତ । କାହିଁକି ଗୁଳିମାଡ଼ କଲେ ଗୋପାଳ ଦାସ

Gopal Das

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କର ମୃ-ତ୍ୟୁ ଘଟିଛି । ରାଜ୍ୟରେ ଜଣେ ମନ୍ତ୍ରୀଙ୍କର ଏଭଳି ହତ୍ୟାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ତେବେ ତାଙ୍କୁ ଗୁଳି କରିଥିବା ପୋଲିସ ଏଏସଆଇ ଗୋପାଳ ଦାସଙ୍କର ମାନସିକ ସ୍ଥିତି ଠିକ ନଥିବା କହିଛନ୍ତି ତାଙ୍କ ପରିବାର । ତେବେ ଏ ନେଇ ଏଏସ୍‌ଆଇ ଗୋପାଳ ଦାସ ଙ୍କ ଧର୍ମପତ୍ନୀ କଣ କହୁଛନ୍ତି ଆସନ୍ତୁ ଜାଣିବା ।

ପତ୍ନୀ ଙ୍କ କହିବା ଅନୁଯାୟୀ ସ୍ୱାମୀ ଗୋପାଳ ଆଉ 7 ବର୍ଷ ପରେ ସର୍ଭିସ୍ ରୁ ରିଟାର୍ଡ ହୋଇଥାନ୍ତେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଗୋପାଳ ଦାସ କିଏ ? ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ପୋଲିସ ଏଏସ ଆଇ ଝା଼ଡସୁଗୁଡା ର ବ୍ରଜରାଜ ନଗର ସ୍ଥିତ ଗାନ୍ଧିଛକ ଫାଣ୍ଡି ରେ ଇନଚାର୍ଜ ଥିଲେ । ସେ ବ୍ରଜରାଜ ନଗର ରେ ରହୁଥିବା ବେଳେ ଗଞାମ ଜିଲ୍ଲା ବ୍ରହ୍ମପୁର ବୈଦପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶ୍ଲୀପାଞ୍ଚଳ ରେ ଗୋପାଳ ଦାସ ଙ୍କ ପରିବାର ରହୁଛନ୍ତି । ଗଞାମ ଜିଲ୍ଲା ଜଳେଶ୍ୱର ଖଣ୍ଡି ରେ ସେ ଜନ୍ମ ହୋଇଥିଲେ ବୋଲି ସୂଚନା ରହିଛି ।

po

ତେବେ ଚାକିରୀ ଜିବନ ଆରମ୍ଭ କରିବା ସମୟ ରେ କନେଷ୍ଟ ବଲ ଥିଲେ । ବିଗତ କିଛି ବର୍ଷ ପୂର୍ବରୁ ସେ କୋନେଷ୍ଟବଲ ପତନ୍ନୋତି ପାଇଁ ଏଏସ ଆଇ ପଦରେ ରହିଥିଲେ । ଅନ୍ୟପଟେ ଝାଡସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ସେ ମୁତୟନ ମଧ୍ୟ ହୋଇଥିଲେ । ତେବେ ଗୋପାଳ ଦାସ ଙ୍କ ପତ୍ନୀ ଜୟନ୍ତି ଦାସ କହିଛନ୍ତି । ମନ୍ତ୍ରୀ ଙ୍କ ଗୁଳିମାଡ ସଂମ୍ପର୍କ ରେ ସେ କିଛିବି ଜାଣିନାହାଁନ୍ତି । ଝିଅଙ୍କ ସହିତ ସେ ଭିଡିଓ କୋଲିଂ ରେ କଥା ହୋଇଥିଲେ । ଅଜଣା କାମ ଅଛି କହି ସେ କଲ କାଟିଦେଇଥିଲେ । ତେଣୁ ମୁଁ ତାଙ୍କ ସହିତ ମୋବାଇଲ ଫୋନ ରେ କଥା ହୋଇ ପାରି ନାହିଁ ।

4 ରୁ 5 ମାସ ଆଗୁରୁ ସେ ଘରକୁ ଆସିଥିଲେ । ସେ ମାନଶୀକ ରୋଗର ଶୀକାର ଥିଲେ । ମନ୍ତ୍ରୀ ଙ୍କ ସହିତ ଶତୃତା ନେଇ ମୁଁ କିଛି ଜାଣି ନଥିଲି । ଏବେ ମୋ ପିଲା ମାନେ ଚିନ୍ତାରେ ରହିଛନ୍ତି । ଘଟଣା ର ତଦନ୍ତ ହେବା ଦରକାର ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ତେବେ ମାସକ ତଳେ ମନ୍ତ୍ରୀ ନବ ଦାସ ଗାଳି ଦେଇଥିଲେ ବୋଲି କୁହାଯାଉଛି ।

man 1

ତେବେ ଯଦି ଏହି ଘଟଣା ସତ ହୋଇଥିବ । ତେବେ ଏହି ଘଟଣା ରେ ଗୋପାଳ ଦାସ ପ୍ରତିକ୍ରିୟା ଶୀଳ ହୋଇ ଏହି ଘଟଣା ଘଟେଇ ଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଜାଉଛି । ତେବେ ଏବେ ଯାଏ ଏହି ସଂଙ୍କ୍ରାନ୍ତ ରେ କୈଣସି ଠୋସ ପ୍ରମାଣ ମିଳି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ