ସବୁକଲା ବାହାହେବାକୁ ମନାକଲା ,ଥାନାରେ କେଶ ହେଲା ବୁଝାବଣା ବି ହେଲା I ଏବେ ଫୋନ ସ୍ୱିଚ୍ ଅଫ୍ କଲା

boyfreend

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାତିରେ ସେଲିବ୍ରେସନ ଦିନରେ କେମିତି ହେଲା ମୃ-ତ୍ୟୁ । ରାତି ଦୁଇଟା ଯାଏ ନାଚ ଗୀତ ସକାଳ 7.00 ରେ କେମିତି ହେଲା ମୃ-ତ୍ୟୁ ହଁ ରାତିରୁ ସକାଳ ଭିତରେ ଶୁଭଶ୍ରୀଙ୍କର କେମିତି ଚାଲିଗଲା ଜିବନ ଏହା ପଛରେ କାରଣ କଣ ହୋଇପାରେ ଲଭ ଚକ୍କର ନା ବ୍ରେକପ ଏମିତି ଅନେକ ଗୁଡିଏ ପ୍ରଶ୍ନ ଏବେ ଜନ ମାନୁଷ ରେ ଉଙ୍କି ମାରୁଛି । ଏହା ପଛରେ କଥା କଥିତ ବୟଫ୍ରେଣ୍ଡ ର କିଛି ଭୂମିକା ନାହିଁତ । ଜାହାକୁ ନେଇ ସନ୍ଧେହ ଘେରରେ ବୟଫ୍ରେଣ୍ଡ ।

ଯଦି ବୟଫ୍ରେଣ୍ଡ ଙ୍କ ସହିତ ସଂ-ମ୍ପର୍କ ଥିଲା ତେବେ ବିବାହ କରିବା ପାଇଁ କଣ ପାଇଁ ମନା କରୁଥିଲା ବୟଫ୍ରେଣ୍ଡ । ଆଉ ଜାହାକୁ ନେଇ ବୟଫ୍ରେଣ୍ଡ ନାମରେ ଆଫାୟାର ଦେଇଥିଲେ ଡାକ୍ତର ଶୁଭଶ୍ରୀ କର ଶୁଭଶ୍ରୀ ଙ୍କ 164 ବୟାନ ମଧ୍ୟ ରେକର୍ଡ ହୋଇଥିଲା । ହେଲେ ହଠାତ ଶୁଭଶ୍ରୀ କେସ କୁ ଉଠେଇ ଆଣିଥିଲେ । ଆଉ କେସ୍ କୁ ଉଠେଇବାର 10 ଦିନ ପରେ ଶୁଭଶ୍ରୀ ଙ୍କର ମୃ-ତ୍ୟୁ ହୋଇଛି । ଆଉ ସେହି ମଧ୍ୟରେ ତାଙ୍କର କଥା କଥିତ ବୟଫ୍ରେଣ୍ଡ ଦିବ୍ୟରଂଞୀନ ଙ୍କ ମୋବାଇଲ ଫୋନ ଏବେ ସୁଇଚ ଅଫ ରହିଛି । ଜାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

Doctor

ଏମିତି ମଧ୍ୟରେ ବନ୍ଧୁଗଣ ଶୁଭଶ୍ରୀ ଙ୍କ ଶେଷ ରାତିର ଏକ ଭିଡ଼ିଓ ମଧ୍ୟ ଏବେ ଭାଇରଲ ହେଉଛି । ସବୁବେଳେ ରୋଗି ପେସକୁସନ ଆଉ ଔଷଧ ସହ ବଞ୍ଚୁଥିବା ମଣିଷ ଟିଏ ଟିକେ ଫୁରୁସତ ପାଇଲେ ନିଜ ଜୀବନକୁ କିଭଳି ଉପଭୋଗ କରେ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି । ହଁ ବନ୍ଧୁଗଣ ସବୁଆଡେ ଥିଲା ଜିରୋ ନାଇଟ ର ସଲିବ୍ରେସନ ରାତି ପାହିଥିଲେ ନୂଆବର୍ଷ ଆଉ ତା ପୂର୍ବରୁ ସବୁକିଛି ସରିଯାଇଥିଲା ।

ଜିରୋ ନାଇଟ ସଲିବ୍ରେସନ ହୋଇଥିଲା ସାଙ୍ଗ ସାଥିଙ୍କ ସହ ମଜା ମସ୍ତି ଆଉ ଖାଇବା ପିଇବା ବି ହୋଇଥିଲା କିନ୍ତୁ କିଏ ଜାଣିଥିଲା ସେହି ରାତିଟା ହିଁ ଶେଷ ରାତି ହୋଇଯିବ । ଯଦି ହୁଏତ ଡାକ୍ତର ଶୁଭଶ୍ରୀ ଜାଣିଥାନ୍ତେ ଏ ରାତିଟା ମୋ ପାଇଁ ଶେଷ ରାତି ହୁଏତ ସେ ଏତେ ମଜା ମସ୍ତି କରିପାରି ନଥାନ୍ତେ । ହଁ ବନ୍ଧୁଗଣ ଏମିତି ଏକ ଦୃଶ୍ୟ ସାମନା କୁ ଆସିଲା ପରେ ଆଖିରୁ ଲୁହ ଗୋଡି ଆସୁଛି ।

ଏତେ କମ ବୟସ ରୁ ଜୀହନ ବି ଯାଇ ପାରେ ଆଉ ସବୁଠାରୁ ବଡ କଥା ହେଉଛି କାହିଁକି ଜୀବନ ଗଲା ଯାହାର ଖିଅ ଖୋଜୁଛି ପୋଲିସ୍ । ତେବେ ପୋଲିସ୍ ପକ୍ଷରୁ ସୂଚନା ମିଳିଛି ଯେ ସବର ବ୍ୟବଛେଦ ରିପୋଟ ଆସିଲା ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ତେବେ ସେହି ସମୟକୁ ଅପେକ୍ଷା ଯେଉଁ ସମୟରେ ସବ ବ୍ୟବଛେଦ ରିପୋଟ ଆସିବ ଆଉ ଏ ସମସ୍ତ ପ୍ରଶ୍ନର ଉତ୍ତର ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ