ନବ ବିବାହିତା ବୋହୂଙ୍କ ଏହି ଫଟୋରେ ନଜର ଆସିଥିଲା କିଛି ଏମିତି, ସମସ୍ତଙ୍କର ଉଡିଗଲା ହୋସ୍ ! Zoom କରି ଦେଖନ୍ତୁ ।

Spread the love

ବିବାହର ଠିକ୍ ପରେ ବ୍ୟାପିବାକୁ ଲାଗିଲା ବୋହୂଙ୍କ ଫୋଟୋ Zoom କରି ଦେଖିବାରୁ ବୁଦ୍ଧି ହଜିଗଲା !

ଆଜିର ଦୁନିଆ ସୋସିଆଲ ମିଡ଼ିଆର ଅଟେ । ସେଥିପାଇଁ ତୋ ଆସୁଥିବା ଦିନରେ କେତେବେଳେ କଣ ଭାଇରାଲ୍ ହୋଇଯାଇଥାଏ, ତାହା କାହାକୁ ଜଣା ନଥାଏ । ଆଜିର ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ନାମ କମାଇବାକୁ ଚାହିଁଥାନ୍ତି ଏବଂ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ଅଟେ, ଯାହା ସାହାଯ୍ୟରେ ଆଜି ଯିଏ ହେଉ ନା କାହିଁକି ନିଜର ନାମ ବନାଇ ପାରିବ ଏହା ସହିତ ଟଙ୍କା ମଧ୍ୟ କମାଇ ପାରିବ । ଯଦିଓ ମନୋରଞ୍ଜନ ନଜରରେ ଦେଖାଯାଏ ତୋ ସୋସାଲ ମିଡ଼ିଆ ଦ୍ୱାରା ଦେଶ ଦୁନିଆ ସହିତ ଜଡିତ ହୋଇଥିବା ଖବର ସାଥିରେ ଏମିତି ଅନେକ ଅଜବ ଗଜବ ଜିନିଷ ଦେଖିବାକୁ ମିଳିଥାଏ, ଯାହା ସତରେ ଅଧିକ ଅଜବ ଗଜବ ହୋଇଥାଏ ।

ଅଧିକାଂଶରେ ଲୋକମାନେ ନିଜର ଫୋଟୋକୁ ସେୟାର କରିଥାନ୍ତି । ଯେମିତି ଆପଣ ସମସ୍ତେ ଜାଣିଥିବେ କି ସୋସାଲ ମିଡିଆରେ ଏମିତି ଫୋଟୋ ଭାଇରାଲ ହୋଇଥାଏ, ଯେଉଁ ଫୋଟ ଗୁଡିକ ନିକଟରୁ ଦେଖିବାକୁ ବହୁତ ସାଧାରଣ ଲାଗିଥାଏ କିନ୍ତୁ ତାକୁ ସେହି ଫୋଟଗୁଡିକୁ ଯଦି Zoom କରି ଦେଖାଯାଏ, ତେବେ ସେଥିରେ ଅନ୍ୟ କିଛି ନଜର ଆସି ଯାଇଥାଏ, ଯାହାକୁ ଦେଖି ଲୋକମାନଙ୍କର ହୋସ ଉଡି ଯାଇଥାଏ । ବାସ୍ତବରେ ଏମିତି ଏହିପରି ଏକ ନଜର ସାମନାକୁ ଆସିଛି ଯାହାକି ସମସ୍ତଙ୍କୁ ଚକିତ କରି ଦେଉଥିଲା । ବାସ୍ତବରେ ଏହି ବିବାହର ବରଯାତ୍ରୀ ଏବଂ ବିବାହର ଫୋଟୋ ଯେତେବେଳେ ସୋସିଆଲ ମିଡିଆରେ ସେୟାର କରାଗଲା ତୋ ସେତେବେଳେ ଲୋକମାନେ ମଧ୍ୟ ଏହାକୁ ଦେଖି ଚକିତ ହୋଇଗଲେ ।

ବାସ୍ତବରେ ଆପଣଙ୍କୁ ଜଣାଇ ଦେବା ପାଇଁ ଚାହୁଁଛୁ କି ଏହି ବିବାହ ପଞ୍ଜାବର ନବଂସହରରେ ହୋଇଥିଲା । ଯେଉଁଠାରେ ବର ଯାତ୍ରୀ ବସ୍ ଏବଂ କାରରେ ଆସିଥିଲେ କିନ୍ତୁ ଚକିତର କଥା ଏହା ଥିଲା ଯେ, ନିଜେ ବର ରିକ୍ସାରେ ଆସିଥିଲେ । ହଁ ଆଜ୍ଞା ଏମିତିରେ ତୋ ଏହି ଦୁଇ ଜଣଙ୍କ ବିବାହ ବଡ ଧୁମ୍ ଧାମରେ ହୋଇଥିଲା । ସବୁ କିଛି ଭଲରେ ହୋଇଗଲା କିନ୍ତୁ ବିବାହ ପରେ ବୋହୂର ଯେଉଁ ଫୋଟୋ ଆସିଥିଲା ସେ ସମସ୍ତଙ୍କୁ ଚକିତ କରିଦେଇଥିଲା । ଟିକେ ଏହି ଫୋଟୋକୁ ଧ୍ୟାନରେ ଦେଖନ୍ତୁ ଆପଣଙ୍କୁ ଅବଶ୍ୟ କିଛି ଅଲଗା ନଜର ଆସିବ ଯାହା କେବେ ଦେଖି ନଥିବେ ? ପ୍ରଥମେ ତୋ ଆପଣଙ୍କୁ ଏହି ଫୋଟୋରେ ଏହି ନବ ବିବାହିତ ଝିଅ ଦେଖା ଯାଉଥିବ । କିନ୍ତୁ ଯଦି ଆପଣ ଟିକେ ଧ୍ୟାନ୍ୟ ଦେବେ ତୋ ଆପଣଙ୍କୁ ନଜର ଆସିବ ଯେ, ଏହା ଝିଅର ବିଦାୟ ସମୟର ଫୋଟୋ ଅଟେ ।

ଏମିତିରେ ଆପଣଙ୍କୁ Zoom କରିବା ପରେ ଜଣା ପଡ଼ିବ ଯେ, ଏହି ଝିଅ ନିଜର ବିଦାୟ ସମୟରେ କୌଣସି ବିଳାସ ବ୍ୟଶନ କାର କିମ୍ବା ବସ୍ ରେ ଯାଇନଥିଲେ ବରଂ ଏକ ରିକ୍ସାରେ ଯାଇଥିଲେ । ଯାହାର ସବୁଆଡେ ଚର୍ଚ୍ଚା ହେଉଅଛି । ଏହି କାରଣ ଯୋଗୁଁ ସବୁଆଡେ ଏହି ବିବାହର ଚର୍ଚ୍ଚା ହେଉଅଛି । କେବଳ ଏତିକି ନୁହେଁ ଯେଉଁଠି ଦେଖ ସେଇଠି ପ୍ରତ୍ୟେକ ବ୍ୟକ୍ତି ଏହି ଝିଅର ଅନେକ ପ୍ରଶଂସା କରିବାରେ ଲାଗିଛନ୍ତି ଯେ, ଆଜିର ସମୟରେ ଏମିତି ବିବାହ ବହୁତ କମ୍ ଦେଖିବାକୁ ମିଳିଥାଏ । ରିକ୍ସାରେ ବିଦାୟ ହେବାପରେ ଲୋକମାନେ ବୋହୂ ଉପରକୁ ଅଧିକରୁ ଅଧିକ ଫୁଲ ବର୍ଷା କରାଇଥିଲେ ।

ଏମିତିରେ ଗୋଟିଏ କଥା ତୋ ସ୍ଥିର ଅଟେ ଆଜିର ସମୟରେ ଆପଣଙ୍କୁ ଏମିତି ବିବାହ ଦେଖିବାକୁ ମିଳିବ ନାହିଁ । ଏତିକି ନୁହେଁ ଯେତେେବେଳେ ଗୋଟିଏ ପକ୍ଷରେ ଲୋକମାନେ ନିଜର ବିବାହକୁ ମନେରଖିବା ପାଇଁ କଣ ନାହିଁ କଣ କରୁଛନ୍ତି ଅନ୍ୟ ପକ୍ଷରେ ଏହି ଝିଅଟି ଆଜିର ସମୟରେ ଏମିତି କରି ପ୍ରକୃତରେ ମିଶାଲ୍ ବନି ଯାଇଛନ୍ତି ।