ନ-ଗ୍ନତାକୁ ସମସ୍ତେ ପଇସା କମେଇବାର ଜରିଆ ସମସ୍ତେ ଭାବୁଛନ୍ତି ..ଖୁବଶୀଘ୍ର ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ;ଲିଜା

lija

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ବାପା ମାଆ ପିଲା ବେଳେ ହାତ ଧରି କୋଣାର୍କ ମନ୍ଦିର କୁ ନେଇ ପାରୁଥିଲେ ତେବେ ସେମାନେ ଆମ ସାଙ୍ଗରେ ଘରେ ବସି କଣ ପାଇଁ ଗୋଟେ ଫିଲ୍ମ ଦେଖି ପାରୁ ନାହାଁନ୍ତି । ବର୍ତମାନ ସମୟ ରେ ବି ଏମ ସି ବୁଝଉଛି କି ଅ-ଶ୍ଲୀଶତା ଭାଷା ବ୍ୟବହାର କରିବ ନାହିଁ ନ-ଗ୍ନ ପିକ୍ଚର ଦେଖିବ ନାହିଁ । କଣ ତା ଛଡା ଆଉ କିଛି ନାହିଁ ଦେଖେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା କମେଇବାର ଯେଉଁ ଜରିଆ ରହିଛି ତାହା ହେଲା ନ-ଗ୍ନତା । ଆଜିର ସମାଜ ରେ ଯେଉଁ ନ-ଗ୍ନତା ହେଉଛି ଯିଏ କରାଉଛନ୍ତି । ତାଙ୍କୁ ଜବର୍ଦୋସ୍ତି କରାଜାଉଛି ନାଁ ସେ ନିଜେ କରୁଛନ୍ତି ।

ତେବେ ଯେତେ ବେଳେ ଯାଏ ମୁଁ ନିଜେ କମ୍ଫୋଟେବୁଲ ନୁହେଁ ମୋ ନିଜର ବର୍ଡି କୁ ଦେଖେଇବା ପାଇଁ କେହି ଜବର୍ଦୋସ୍ତି ମୋ ଦେହକୁ ସୋ ଅଫ୍ କରି ପାରିବେ ନାହିଁ । ଆଉ ଯେଉଁ ମାନେ ଏହି ପରି ଜିନିଷ ପ୍ରସ୍ତୁତ କରୁଛନ୍ତି ସେମାନେ ଏହି ଜିନିଷ କୁ ନେଇ ଆଗରୁ ବହୁତ କମ୍ଫୋଟେବୁଲ ରହିଛନ୍ତି । ଆଉ ଆଜିର ସମୟ ରେ OTT ପ୍ଲାଟଫର୍ମ ମାନଙ୍କରେ ଅପନଲି ଅ-ଶ୍ଲୀଳ ଭାଷା କୁହାଜାଉଛି ।

women 1

ସେହିଥିରେ ଯେଉଁ ଭାଷା ସିଖିନେ ସେହିଥିରୁ ବହୁତ ଜିନିଷ ସିଖିବି ଯାଉଛେ । ଆଉ ପଇସା କମେଇବାର ଜରିଆ ସେମାନେ ଏହି ଗୋଟେ ହିଁ ଭାବୁଛନ୍ତି । ଆଉ ନିଜର ଟେଲେଣ୍ଟ ଦେଖେଇବାର ଅନେକ ଜରିଆ ଥିବା ବେଳେ ସେମାନେ ଏହି ଟେଲେଣ୍ଟ କୁ ବହୁତ ସହଜ ବୋଲି ଭାବୁଛନ୍ତି ପଇସା କମେଇବାର ଉପାୟ । ସର୍ଟ ଟାଇମ୍ ରେ କେବଳ କ୍ଷେଣକ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା କମେଇବାର ସହଜ ଉପାୟ ହେଲା ନ-ଗ୍ନତା । ଯଦି ଆମେ ନ-ଗ୍ନତା କୁ ଆମେ କଳା ହିସାବର ରେ ପଦର୍ଶନ କରିବା ତେବେ ତାହା କେବେ ଅଭ୍ୟୁସ୍ ହେବ ନାହିଁ ।

ତେବେ ଏମାନେ ଯେଉଁ କଳାକୁ ପଦର୍ଶନ କରୁଛନ୍ତି ତାହା କେବେବି କଳା ନୁହେଁ । ଆଉ ସବୁ ଜିନିଷ ର ଗୋଟେ ଗୋଟେ ଖରାପ ୱେ ରହିଛି ଆଉ ଗୋଟେ ଗୋଟେ ଭଲ ୱେ ରହିଛି । ଜାହା କୁ ଆମେ ମାନେ ଏହି ଖରାପ ୱେ କୁ ବାଛି ନେଇ ଏମିତି ଭାବେ ପଇସା ଇନକମ୍ କରିବାରେ ଲଗୁଛନ୍ତି ଏହି ଯାତ୍ରା ପରି ଷ୍ଟେଜ୍ ରେ ବି ଏମିତି ହେବାରେ ଲାଗିଛି । ତେବେ ଏହାକୁ ନେଇ ଆପଣ ମାନଙ୍କର କଣ ମତାମତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ