ଇଣ୍ଡଷ୍ଟ୍ରିରେ ସମସ୍ତେ ଜିଦିରେ ଅଟଳ,ସ୍ୱାମୀ ଛାଡିଦେବୁ କିନ୍ତୁ କଳାଲାଇନ ଛାଡ଼ିବୁନି..

industry

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଫିଲ୍ମ ଲାଇନ ବା ଆମର ଯାତ୍ରା ଲାଇନ କଥା କଣ କହିବି ଏଠାରେ ସମସ୍ତେ ସମସ୍ତ ଙ୍କ ଜିଦି ରେ ରହିଛନ୍ତି । ଏମାନଙ୍କର ଏତେ ଯିଦି ଏତେ ଗର୍ବ ବଢି ଗଲାଣି ଆମର ସବୁ ଇଣ୍ଡଷ୍ଟ୍ରୀ ର ପଛେ ସ୍ୱାମୀ ଛାଡିଦେବି ହେଲେ କଳା ଲାଇନ ଛାଡିବି ନାହିଁ । ସବୁ ଜିନିଷ ରହୁ ସମସ୍ତ ଙ୍କୁ ସମ୍ମାନ ଦିଅ । ଗୋଟେ ବାହା ହୋଇଛ ସ୍ୱାମୀ କୁ ପଟ୍ କି ଛାଡି ଦେଲ । ଏଟା କଣ ଦହୀବରା ଯେ ସ୍ୱାମୀ କୁ ହଜମ କରି ପଟ ପାଟ କରି ଛାଡିଦେଲ ।

ଏଟା ପରେ ସାତ ଜନ୍ମ ପାଇଁ ଏହି କଥା କାହା ମୁଣ୍ଡରେ ନାହିଁ । ତେବେ ଏଠାରେ ଡିଭର୍ସ ହେଉଛି କି ଜାହାବି ହେଉଛି ପର ନାରୀ ଉପରେ ଆ-କ-ର୍ଷିତ ହେଉଛନ୍ତି । ଏହା ସଂମ୍ପର୍ଣ୍ଣ ହିସାବ ରେ ଭୁଲ ଅଟେ । ଯଦି ବା ହେଉଛି ଗୋଟେ ଗ୍ରହଣିୟ ହିସାବ ରେ ରହୁ । ଯାତ୍ରା ରେ ଜାହା ଗଡା ଗଡି ହେଉଛନ୍ତି ତାହା ଦେଖହେବ ନାହିଁ । ଫିଲ୍ମରେ ତ ଝିଅ ଯଦି ମାରିଦେଲା ଆଖି ତେବେ ଡାଇରେକ୍ଟର କହିଲା ଲଗା 18 ଥର ସର୍ଟ ।

ca

ତାହା ମଧ୍ୟରେ ଯଦି ତମର ଆଖି ମରା ମରି ହୋଇ ଭଲ ପାଇବା ହେଲ ତାହାକୁ ସାତ ଜନ୍ମ ପାଇଁ ରଖ ନାଇଁ ଏମିତି ନୁହେଁ ତାହାକୁ ସେମାନେ ସାତ ମିନିଟ ରେ ଭୁଲି ଯାଉଛନ୍ତି । ବର୍ତମାନ ସମୟ ରେ ସେମାନେ ସେହି ଫିଲ୍ମ କୁ ଆଣି ରିଏଲ ସିନ୍ କରି ସାରିଲେଣି । ସ୍ତ୍ରୀ କୁ ପଚାରୁ ନାହାଁନ୍ତି ସ୍ୱାମୀ କୁ ପଚାରୁ ନାହାଁନ୍ତି ରାତିରେ ଆସିବା ବେଳକୁ ସେମାନେ ବାଡିଆ ପିଟା ହେଉଛନ୍ତି ।

ଏମାନଙ୍କୁ କଣ କୁହାଯିବ କଳାକାର ତୁମକୁ ନେଇକି ଲୋକ ମାନେ କେତେ ଶିକ୍ଷା କେତେ ଆଦର୍ଶ ପାଉଛନ୍ତି ଆଜି ମୁଁ କମେଡି କରୁଛି ମୋ ସେହି କମେଡି ରେ କିଛି ଅ-ଶ୍ଲୀ-ଳ ସିନ ରହିବ ତେବେ ମୁଁ କ୍ଷେମା ମାଗୁଛି । ହେଲେ ଯେଉଁଟା ଭଲ ଜିନିଷ ତାହାକୁ ସମାଜ ସବୁ ବେଳେ ଗ୍ରହଣ କରେ ଆଉ ଖରାପ ଜିନିଷ କୁ ନିଶ୍ଚିତ ଭାବେ ଅଗ୍ରହଣିୟ ହିଁ ରହିବ । କାଳାକାର ମାନେ ସମସ୍ତଙ୍କର ପ୍ରିୟର ପାତ୍ର ସେମାନଙ୍କୁ କେବେବି ଏହି ପରି କାରନାମା କରିବା ମୋଟେ ବି ଉଚିତ ନୁହେଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *