ପତ୍ନୀ ତେରଛେଇ ରହୁଥିଲେ, ପତିଙ୍କୁ ସନ୍ଦେହ ହେବାରୁ ରୁମରେ କ୍ୟାମେରା ଲାଗିଥିଲେ ! ସିସି ଟିଭି କ୍ୟାମେରାରେ ସତ୍ୟତା ଜଣା ପଡିଥିଲା ।

Spread the love

ପତ୍ନୀ ଥକା ଥକା ରହୁଥିବା କାରଣରୁ ପତିଙ୍କୁ ସନ୍ଦେହ ହୋଇଥଲା । ପତି ଘର ସାରା ସିସିଟିଭି ଲଗାଇଥିଲେ ଏବଂ ଯେତେବେଳେ ସତ୍ୟତା ଜଣା ପଡିଥିଲା, ପତି ଅତ୍ୟନ୍ତ ଦୁଃଖିତ ହୋଇ ଯାଇଥିଲେ ।

ପ୍ରାୟତଃ ଲୋକେ କୁହଁନ୍ତୁ ଭାରତରେ ମହିଳା ମାନଙ୍କ ଜୀବନ ସେତେଟା ଭଲ ନୁହେଁ । ସେମାନେ ଯେଉଁ ମଧ୍ୟ ଉଚ୍ଚ ଆସନରେ ରୁହନ୍ତୁ ନା କାହିଁକି ଏକ ସମୟ ପରେ ସେମାନେ ବିବାହ କରି ନିଜ ପରିବାର ପାଇଁ ସମୟ ଦେବା ପାଇଁ ପଡିଥାଏ । ଏହା ସତ୍ୟ ଅଟେ ନା କେବଳ ଭାରତରେ ଏହିପରି ବିଦେଶରେ ମଧ୍ୟ ଦେଖିବା ପାଇଁ ମିଳିଥାଏ । ଆପଣମାନେ ଜାଣିଥିବେ ପୁରୁଷ କାମ କରନ୍ତି ଏବଂ ସ୍ତ୍ରୀ କାମ କରନ୍ତୁ କିମ୍ବା ସ୍ତ୍ରୀମାନେ କାମ ନ କରନ୍ତୁ, ସେମାନଙ୍କୁ ପିଲାମାନଙ୍କ ଯତ୍ନ ନେବା ପାଇଁ ପଡିଥାଏ । କିନ୍ତୁ ଯେତେବେଳେ ପତି ପତ୍ନୀଙ୍କ ଉପରେ ସନ୍ଧେହ କରିବା ପାଇଁ ଲାଗନ୍ତି; ତେବେ ସେହି ମହିଳାଙ୍କ ଉପରେ ବହୁତ ନିର୍ଯ୍ୟାତନା ହୋଇଥାଏ । ଏହିପରି ଏକ ଘଟଣା ଘଟିଛି, ଆମେରିକାରେ ଯେଉଁଠି ଏକ ପତି ନିଜ ପତ୍ନୀଙ୍କ ଉପରେ ସନ୍ଦେହ କରି ନିଜ ଘରେ ସିସିଟିଭି ଲଗାଇ ଦେଇଥିଲେ । ସର୍ବଦା ଥକା ଥକା ରହୁଥିଲେ ପତ୍ନୀ, ପତିଙ୍କ ସନ୍ଦେହ ସତ୍ୟତାରେ ପ୍ରମାଣ ହୋଇଥିଲା । ଆସନ୍ତୁ ଜାଣିବେ ପୁରା ଘଟଣା ।

ସର୍ବଦା ଥକା ଥକା ରହୁଥିଲେ ପତ୍ନୀ, ପତିଙ୍କ ସନ୍ଦେହ ସତ୍ୟତାରେ ପ୍ରମାଣ ହୋଇଥିଲା :

ଏହି ଘଟଣାଟି ଆମେରିକାର ଲାସ୍ ଏଞ୍ଜଲିସର ଅଟେ । ଯେଉଁଠି ମେଲାନିୟା ଡାଂର୍ଣ୍ଣାଲ ନାମକ ଏକ ଘରୋଇ ମହିଳା ରହୁଥିଲେ । ତାଙ୍କ ପତି ଟ୍ରେବଲିଙ୍ଗରେ କାର୍ଯ୍ୟ କରୁଥିଲେ ଏବଂ କାର୍ଯ୍ୟ ଯୋଗୁଁ ସର୍ବଦା ବାହାରେ ରହୁଥିଲେ । ମେଲାନିୟାଙ୍କ ତିନୋଟି ଛୋଟ ପିଲା ଥିଲେ ଏବଂ ସେମାନଙ୍କ ଯତ୍ନ ମେଲାନିୟା ହିଁ କରୁଥିଲେ । ଯେଉଁଥି ପାଇଁ ତାଙ୍କୁ ବହୁତ ଅସୁବିଧା ହେଉଥିଲା । ପିଲାମାନେ ଜନ୍ମ ହେବା ପରେ ସକାଳୁ ଉଠିବା ପରେ ବହୁତ ଥକାଥକା ଜଣା ପଡୁଥିଲେ ଏବଂ ପତି କିଛି ବୁଝି ପାରୁନଥିଲେ । କାରଣ ସେ ଘରେ ରହୁନଥିଲେ କିନ୍ତୁ ତାଙ୍କ ପତ୍ନୀ କଣ ପାଇଁ ଥକାପଣର ଶିକାର ହୋଇଥିଲେ । ଏହି କଥା ଧୀରେ ଧୀରେ ସନ୍ଦେହ ସୃଷ୍ଟି କରିଥିଲା ପତିଙ୍କ ମନ ଭିତରେ ପରେ ପତି ସାରା ଘରେ ସିସିଟିଭି ଲଗାଇ ଦେଇଥିଲେ ଏବଂ ତାହାର ସମସ୍ତ ଫୁଟେଜ ନିଜର ମୋବାଇଲରେ ଦେଖୁଥିଲେ । ଯେତେବେଳେ ତାଙ୍କୁ ଜଣା ପଡିଥିଲା ସତ୍ୟତା ବିଷୟରେ ସେହି ସମୟରେ ପତି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ସେହି ଭିଡ଼ିଓକୁ ୟୁଟୁବରେ ସେୟାର ମଧ୍ୟ କରିଥିଲେ ।

ଭିଡ଼ିଓରେ ଦେଖାଯାଉଥିବା ମହିଳା ମେଲାନିୟାଙ୍କ ଉପରେ ଅନେକ କାର୍ଯ୍ୟଭାର ନ୍ୟସ୍ତ ଅଛି । ତାଙ୍କୁ ତିନି ଜଣ ପିଲାଙ୍କ ପାଇଁ ଭିନ୍ନ ଭିନ୍ନ ଖାଦ୍ୟ ତିଆରି କରିବା ପାଇଁ ପଡୁଛି ଏବଂ ଜଣେ ପିଲା ସ୍ତନ୍ୟପାନ ମଧ୍ୟ କରୁଛି । ଯାହାଫଳରେ ସେ ଦୁର୍ବଳ ମନେ କରୁଛନ୍ତି । ସାରା ରାତ୍ର ତାଙ୍କ ଛୁଆମାନେ ତାଙ୍କୁ ହଇରାଣ କରୁଛନ୍ତି, ଏହି କାରଣରୁ ସେ ଠିକ ରୂପେ ଶୋଇ ପାରୁନାହାନ୍ତି ଏବଂ ସକାଳ ୬ ଘଣ୍ଟା ୨୦ ମିନିଟରେ ଉଠିବା ପାଇଁ ମଧ୍ୟ ପଡୁଛି । ଏହି ଏକୁଟିଆ ହିଁ ତିନି ଛୁଆଙ୍କ ଯତ୍ନ ନେଉଛନ୍ତି ଯାହାଫଳରେ ସେ ନିଜ ପାଇଁ ସମୟ ଟିକେ ବାହାର କରିପାରୁ ନାହାନ୍ତି । ମେଲାନିୟାଙ୍କୁ ଯେତେବେଳେ ଏହି ବିଷୟରେ ପଚାରା ଯାଇଥିଲା, ସେ କହିଥିଲେ “ଜଣେ ମାଆ ରୂପେ ଅନେକ କର୍ତ୍ତବ୍ୟ ରହିଥାଏ ।” ତାଙ୍କୁ ସଠିକ ରୂପେ ନିଜର ଧ୍ୟାନ ରଖିବା ଜରୁରୀ କିନ୍ତୁ ପିଲାଙ୍କ ପାଇଁ ସେ ନିଜର ଯତ୍ନ ଠିକ ରୂପେ ନେଇ ପାରୁନାହାନ୍ତି ।ସେ କହିଛନ୍ତି, ଏତେ ସବୁ କାର୍ଯ୍ୟବ୍ୟସ୍ତ ମଧ୍ୟରେ ସେ ଏହି କାର୍ଯ୍ୟ ଗୁଡିକୁ ଠିକ ରୂପେ ତୁଲାଇ ପାରୁଛନ୍ତି ।