ସ୍କୁଲରେ ବି ଅର୍ଚନା କରୁଥିଲେ ଖେଳ । ଦେଖନ୍ତୁ କଣ କହିଦେଲେ ଶିକ୍ଷକ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲାଞୀଗଡ ରେ କେଶିଙ୍ଗା ଜଳେଶ୍ୱର ରୁ ଭୁବନେଶ୍ୱର ମାୟାବିନି ଭାବେ ଅର୍ଚ୍ଚନା ନାଗ ର ଦିର୍ଘ 20 ବର୍ଷର ଲମ୍ବା ଯାତ୍ରାର ସଂଙ୍ଗିନ କାହାଣୀ ଲାଞୀଗଡ କନ୍ଦୁ ଗୁଡା ରେ ଜନ୍ମିତ ଅର୍ଚ୍ଚନା 2001 ରେ ସରକାରୀ ଲାଞୀଗଡ ସ୍କୁଲ ରେ ପ୍ରଥମ ଶ୍ରେଣୀ ରେ ଆଡମିଶନ କରିଥିଲେ । ସେଠାରେ 2008 ଯାଏ ପଢିଥିଲା ଅର୍ଚ୍ଚନା ତେବେ 2008 ରେ ସଂଙ୍ଗିନ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲା ଅର୍ଚ୍ଚନା ।

ସପ୍ତମ ରେ ପଢିବା ସମୟ ରେ ଦୁଇ ଯୁବକ ଙ୍କ ବରୋଧ ରେ ଆଣିଥିଲା ଅର୍ଚ୍ଚନା ଦୁ-ସ୍କ-ର୍ମ ର ଅଭିଯୋଗ । ସେହି ସମୟ ରେ ଅର୍ଚ୍ଚନା ର ଅଭିଯୋଗ ଆଧାର ରେ ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଜେଲ ପଠେଇଥିଲା । ପରେ ଦୁଇ ଜଣ ଜେଲରୁ ଖୋଲାସ ହୋଇଥିଲେ । ଏହି ଘଟଣା ପରେ ଲାଞୀଗଡ ଛାଡି କେସିଙ୍ଗା ପଳେଇ ଆସିଥିଲା ମାମୁଁ ଘରକୁ ଅର୍ଚ୍ଚନା । ଆଉ କେସିଙ୍ଗାର ଗୋଟିଏ ଘୋରଇ ସ୍କୁଲ ରେ ଆଡମିଶନ କରିଥିଲା ଅଷ୍ଟମରେ ପୂର୍ବ ସ୍କୁଲ ରୁ କୈଣସି ଟ୍ରାନ୍ସଫର ସାର୍ଟିଫିକେଟ ନ ଆଣି ଆଡମିଶନ କରି ଦଶମ ଯାଏ ପଢୁଥିଲେ ।

archana nag 1

ଏବଂ ପରେ କେସିଙ୍ଗା ରେ ହାଇସ୍କୁଲ ପରେ ବାଲେଶ୍ୱର , ଜଳେଶ୍ୱର ବୈକୁଣ୍ଠ ନାଥ ହାଇୟାର ସେକେଣ୍ଡିଆରି କଲେଜ ରେ ଆଡମିଶନ କରିଥିଲା ଅର୍ଚ୍ଚନା । 2014 ରୁ 2016 ଯାଏ ଯୁକ୍ତ ଦୁଇ ବିଜ୍ଞାନ ରେ ସେଠାରେ ପାଠ ପଢିଥିଲା ତେବେ ଅର୍ଚ୍ଚନା ର କେଳଙ୍କାରୀ ଏତିକି ନୁହେଁ ଚର୍ଚ୍ଚା କୁ ଆସିଛି କେସିଙ୍ଗା ସ୍ଥିତ ଏହି ଗୋଲପି କୋଠା ବୁଢା ଡଙ୍ଗାର ପାଦ ଦେଶରେ ଏହି କୋଠାରେ ରୁହନ୍ତି ଅର୍ଚ୍ଚନା ର ବାପା ମାଆ ।

ଅଭିଯୋଗ ହୋଇଛି ଏହି ଦୁଇ ମହଲା ଘର ହୃଷିକେଶ ମହଲା ଙ୍କ ନାମରେ ଜଣେ ଟ୍ରେଲର ଦୋକାନୀ ଙ୍କ ଘର ଉପରେ ଛିଡା ହୋଇଛି । 2019 ରେ ବାପା ସୁରେନ୍ଦ୍ର ନାଥ ହୃଷିକେଶ ଙ୍କୁ ତଡିଦେଇ ଏଠାରେ ଘର ନିର୍ମାଣ କରିଥିବା ଅଭିଯୋଗ କରିଛନ୍ତି ହୃଷିକେଶ ମହଲା । ଦୁଇଟି ନାଗ ସାପ ଚିହ୍ନ ରହିଥିବା ଏହି ଘର ସରକାରୀ ସ୍ଥାନ ଉପରେ ହୋଇଥିବା ବେଳେ ଏହାର କୈଣସି ଦସ୍ତାବିଜ ବି ନାହିଁ ।

ତେବେ ଏହି ଘରେ କେହିବି ନଥିବା ହେତୁ ଅର୍ଚ୍ଚନା ଙ୍କ ପରିବାର ପକ୍ଷରୁ କୈଣସି ବି ପ୍ରତିକ୍ରିୟା ମିଳିପାରି ନାହିଁ । ଏପଟେ ରାଜ୍ୟର ସବୁଠୁ ବଡ ସେ-କ୍ସ କେଣ୍ଡାଲ କୁହାଜାଉଥିବା ଏହି ମାମଲା ର ପୋଲିସ ତଦନ୍ତ ର ଗତି କୁ ନେଇ ବି ନାନା ପ୍ରକାରର ପ୍ରଶ୍ନ ଉଠୁଛି । ସଙ୍ଗିନ ଦଫା ଲାଗିଥିବାରୁ ଅର୍ଚ୍ଚନା ର ଜାମିନ ଖାରଜ ହୋଇଥିବା ବେଳେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ବନ୍ଧୁ ଖଗେଶ୍ୱର ଙ୍କ ବିରୋଧ ରେ କଣ ପାଇଁ ହେଉନାହିଁ କାର୍ଯ୍ୟାନୁଷ୍ଟାନ ଏହି ନେଇ ଏବେ ବି ପ୍ରଶ୍ନ ଉଠୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ