ମୋ ଦେହ କୁ ଉ-ପୋ-ଭୋଗ କରି ଏବେ ଧରା ଛୁଆଁ ଦେଉନି ମୋ ପ୍ରେମିକ

u76

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଗୋଟିଏ ଏପରି ଖବର ଆସି ପହଞ୍ଚିଛି ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । କାରଣ ଏଭଳି ଘଟଣା ଏବେ ନିତିଦିନ ଘଟିବାରେ ଲାଗୁଛି । ପ୍ରତ୍ୟୋକ ଦିନ ଏପରି ଘଟଣା ମାନ ବଢ଼ିବାରେ ଲାଗିଛି । ହଁ ଆଜ୍ଞା ପୁଣି ଥରେ ପ୍ରେମିକା କୁ ଭଲ ପାଇ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ମଝି ନଈ ରେ ଭସାଇ ଦେଇଛି ପ୍ରେମିକ ଜଣଙ୍କ ।

ପ୍ରେମିକ ଜଣକ ପ୍ରେମିକା ସହ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଥିଲା । ଓ ତାହାର ଅନ୍ତ-ର-ଙ୍ଗ ମୁହୂର୍ତ୍ତ ବିତାଇଥିବା ଫଟୋ ଏବଂ ଭିଡିଓ ରଖି ବର୍ତମାନ ପ୍ରେମିକା କୁ ବ୍ଲାକ ମେଲ୍ ମଧ୍ୟ କରୁଛି । ସ୍ତ୍ରୀ ର ଅଧିକାର ମାଗିବାରୁ ନ୍ୟୁ-ଡ ଫଟୋ ସବୁକୁ ଭାଇରାଲ କରିବାର ଧମକ ମଧ୍ୟ ଦେଇଛି ପ୍ରେମିକ । ତେବେ ପ୍ରେମିକା ଜଣକ ତାଙ୍କ ସହିତ ନିଜର ସଂସାର ବସିବାର ଅନେକ ସ୍ୱପ୍ନ ଦେଖିଥିଲେ ।

women 1

ବର୍ତମାନ ସମୟରେ ସେହି ଧୋକାବାଜ ପ୍ରେମିକ ସବୁ ପ୍ରତିଶ୍ରୁତି ଭାଙ୍ଗି ଦେଇଛି । ଓ ସେ ନିଜ ଠାରୁ ତାଙ୍କ ପ୍ରେମିକ ଙ୍କୁ ଅଧିକା ବିଶ୍ୱାସ ମଧ୍ୟ କରୁଥିଲେ । ହେଲେ ତାଙ୍କର ସେହି ପ୍ରେମିକ ତାଙ୍କ ସହିତ ବିଶ୍ୱାସ ଘାତକତା କରିଛି । ଯାହାକୁ ନିଜର ଭାବି ସେ ତାଙ୍କର ସବୁକିଛି ତାଙ୍କ ପାଖରେ ସମର୍ପି ଦେଇଥିଲେ । ଆଜି ସେହି ପ୍ରେମିକ ସବୁ କିଛି ଭୁଲି ଜାଇ ତାଙ୍କୁ ଧୋକା ଦେଇ ଦେଇଛି । ଏବଂ ତାଙ୍କର ସବୁ ଅନ୍ତ-ର-ଙ୍ଗ ମୁହୂର୍ତ୍ତ କୁ କ୍ୟାମେରା ରେ ରେକର୍ଡ କରି ତାଙ୍କୁ ବ୍ଲାକ ମେଲ୍ ବି କରିଛି ।

ଏବେ ତାଙ୍କ ଫୋନ୍ ମଧ୍ୟ ସେ ଉଠଉ ନାହାଁନ୍ତି । ଏଭଳି ଗୋଟିଏ ଲଜ୍ୟା ଜନକ ଘଟଣା ଆସି ପହଞ୍ଚିଛି ମାଲକାନଗିରି ଜିଲ୍ଲାରୁ। ପ୍ରତାରିତ ପ୍ରେମିକା ଜଣକ ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରେମିକ ଙ୍କ ନାମରେ । ଥାନାର ଦ୍ୱାରସ୍ଥ ହୋଇଥିବା ମହିଳା ଜଣକ MV 72 ଗ୍ରାମର ତୃପ୍ତି ଦାସ ଅଟନ୍ତି । ଏବଂ ପ୍ରେମିକ ଜଣକ ହେଉଛନ୍ତି । MV 79 ଗ୍ରାମର ସଞୀତ ପାଲ । ଏହି ନେଇ ମହିଳା ଜଣକ ଥାନରେ ଅଭିଯୋଗ କରିଥିବା ବେଳେ ପୋଲିସ ବି ଘଟଣାର ତଦନ୍ତ କରିବା ଆରମ୍ଭ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ