PM Kisan Yojanaର ହିତାଧିକାରୀଙ୍କ ଖାତାକୁ ଆସିଲା ଏକାଦଶ ଇନଷ୍ଟଲମେଣ୍ଟ ଟଙ୍କା

PM Kishan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆସିଲା ଚାଷୀ ଭାଇ ମାନଙ୍କ ପାଇଁ ବଡ ଖବର ଏବେ PM କିଶାନ ଯୋଜନା ରେ ସମସ୍ତ ଚାଷୀ ଭାଇ ମାନଙ୍କ ଏକାଉଣ୍ଟକୁ ଯିବାକୁ ଯାଉଛି । ପୂରା 4000 ଟଙ୍କା ତେବେ ଆସନ୍ତୁ ଜାଣିନେବା ଏହି PM କିଶାନ ଯୋଜନା ରେ ଟଙ୍କା କେଉଁ ଦିନ ମିଳିବ ଏବଂ କେଉଁ ମାନଙ୍କୁ କେତେ ଟଙ୍କା ମିଳିବ । ତେବେ 2000 ନୁହେଁ କି 4000 ନୁହେଁ ବରଂ 6000 ଟଙ୍କା ମିଳିବ ।

ତେବେ ବନ୍ଧୁଗଣ PM କିଶାନ ର 11 ତମ କିସ୍ତି କୁ ନେଇ ଆସିଲା ବଡ ଖବର ମିଳିବାକୁ ଯାଉଛି ଏହି ତାରିଖ ରେ ପୁରା ପୂରି 4000 ଟଙ୍କା । PM କିଶାନ ସମ୍ମନିଧି ର 11 ତମ କିଲ୍ତି କୁ ନେଇ ଆସିଛି ଏବେ ଏବେ ହିଁ ବଡ ଅପଡେଟ । ବର୍ତମାନ ସୁଧା ଏହି ହିତାଧିକାରୀ ମାନଙ୍କ ଏକାଉଣ୍ଟ କୁ 10 ମ କିସ୍ତି ଟ୍ରାନ୍ସଫର ହୋଇସାରିଛି । ତେବେ ଏମିତି କ୍ଷେତ୍ର ରେ ବର୍ତମାନ ଚାଷୀ ଭାଈ ମାନେ PM କିଶାନ ର 11 ତମ କିସ୍ତି କୁ ଅପେକ୍ଷା କରି ବସିଛନ୍ତି ।

PM Kisan Yojana

ପ୍ରଧାନ ମନ୍ତ୍ରୀ ସମ୍ମନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଦେଶ ଏବଂ ଚାଷୀ ମାନଙ୍କ ଏକାଉଣ୍ଟକୁ 6000 ଟଙ୍କା ଟ୍ରାନ୍ସଫର କରିଛନ୍ତି । ଏହା ଆପଣ ମାନେ ଜାଣିଥିବେ ପ୍ରତି 4 ମାସରେ 2000 ଟଙ୍କା ଚାଷୀ ଙ୍କ ଏକାଉଣ୍ଟ କୁ ପଠାଯାଉଛି । ତେବେ PM କିଶାନ ସମ୍ମନିଧିର ର 10 ତମ କିସ୍ତି ଜାନୁଆରୀ 1 ରେ ଆସିଥିଲା । ସେହି ପ୍ରକାରର 11 ତମ କିସ୍ତି ଏପ୍ରିଲ ର ପ୍ରଥମ ସପ୍ତାହ ରେ ଆସିବ ବୋଲି ସୂଚନା ରହିଛି ।

ଅଧିକ ଜାଣିବା ପାଇଁ ଆପଣ ମାନେ ନିଜର ଖାତା କୁ ଚେକ୍ କରି ପାରିବେ । ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବ ସାଇଟକୁ ଯିବାକୁ ପଡିବ । ଏବେ ଏହାର ହୋମ୍ ପେଜରେ ଆପଣମାନଙ୍କୁ ଫର୍ମସ କର୍ଣ୍ଣରର ଅପ୍ସନ୍ ମିଳିବ । ଫର୍ମସ କର୍ଣ୍ଣରର ଅପ୍ସନରେ ବେନିଫିଶିଆଲ ଲିଷ୍ଟ ଥିବ । ସେଠାରେ ଆପଣମାନେ କ୍ଲିକ୍ କରନ୍ତୁ । ଏବେ ଆପଣ ଲିଷ୍ଟରେ ନିଜ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗାଁ କୁ ସିଲେକ୍ଟ କରନ୍ତୁ । ପରେ ଆପଣ ଗେଟ୍ ରିପୋର୍ଟ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଏଥିରେ ଆବେଦନ କରିଥିବା କୃଷକ ମାନଙ୍କର ଲିଷ୍ଟ ସାମ୍ନାକୁ ଆସିଯିବ । ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ