ଏପରି କିଛି ଭୁଲ ପାଇଁ ହୋଇଥାଏ କିନ୍ନର ସନ୍ତାନର ଜନ୍ମ ! ଆସନ୍ତୁ ଜାଣିବା…

Spread the love

ଆପଣମାନଙ୍କ ଆଖପାଖରେ କିମ୍ବା ଯାତ୍ରା କରିବା ସମୟରେ କିନ୍ନର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବସ୍ ଏବଂ ଟ୍ରେନରେ ମଧ୍ୟ କିନ୍ନର ମାନଙ୍କୁ ଦେଖିଥିବେ । କିନ୍ତୁ ଆପଣ କଣ କେବେ ଭାବିଛନ୍ତି କି ଏହି କିନ୍ନରମାନେ କାହିଁକି ଓ କିପରି ଜନ୍ମ ଗ୍ରହଣ କରିଥାନ୍ତି ଅର୍ଥାତ ଆପଣଙ୍କ କେଉଁ ଭୁଲ ପାଇଁ କିନ୍ନର ସନ୍ତାନ ଜନ୍ମ ହୁଅନ୍ତି । କିନ୍ନରମାନଙ୍କ ପାଖରେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କ ଗୁଣ ଦେଖିବାକୁ ମିଳିଥାଏ । ଏହି କାରଣରୁ ଭାରତ ସମାଜରେ ସେମାନଙ୍କୁ ଗୌଣ ସ୍ଥାନ ଦିଆଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କିନ୍ନର ମାନେ କିପରି ଜନ୍ମ ହୋଇଥାନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ, ଵିଜ୍ଞାନ ଅନୁସାରେ ମହିଳାମାନେ ଯେତେବେଳେ ଗର୍ଭବତୀ ହୋଇଥାନ୍ତି ୩ ମାସ ପରେ ମହିଳାଙ୍କ ଗର୍ଭରେ ଶିଶୁର ବିକାଶ ହୋଇଥାଏ । ଏହି ସମୟରେ ଯଦି ମାଆଙ୍କୁ କିଛି ରୋଗ କିମ୍ବା କୌଣସି ସମସ୍ୟା ହୋଇଥାଏ; ତେବେ ମହିଳାଙ୍କ ଗର୍ଭରେ ହରମୋନର ସମସ୍ୟା କାରଣରୁ ଶିଶୁ ମଧ୍ୟରେ ଉଭୟ ମହିଳା ଓ ପୁରୁଷର ଆରକୋମ ସୃଷ୍ଟି ହୋଇଥାଏ । ଔଷଧ ନେବା ମଧ୍ୟ କ୍ଷତିକାରକ ହୋଇଥାଏ । ଗର୍ଭାଶୟ ସମୟରେ ଡାକ୍ତରଙ୍କ ବିନା ଅନୁମତିରେ କୌଣସି ଔଷଧ ଖାଇବା ଦ୍ଵାରା ଶିଶୁ ଉପରେ କୁପ୍ରଭାବ ପଡିଥାଏ । ତେବେ ସେହି କାରଣରୁ ମଧ୍ୟ ଶିଶୁ କିନ୍ନର ହୋଇପାରେ ।

■ ଗର୍ଭବତୀ ସମୟରେ ଯଦି ମାଆଙ୍କୁ ପ୍ରବଳ ଜ୍ଵର ହୋଇଥାଏ କିମ୍ବା କୌଣସି କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇଗଲେ ଏହାର ପ୍ରଭାବ ମଧ୍ୟ ଶିଶୁର ଲିଙ୍ଗ ଉପରେ ପଡିଥାଏ । ଏହି କାରଣରୁ ମଧ୍ୟ ଶିଶୁ କିନ୍ନର ସନ୍ତାନ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ ।

■ ଗର୍ଭବତୀ ସମୟରେ ମହିଳାମାନେ ଯଦି କୌଣସି ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥାନ୍ତି; ତେବେ ଏହି କାରଣରୁ ମଧ୍ୟ ଶିଶୁ କିନ୍ନର ହେବାର ସମ୍ଭାବନା ବହୁତ ରହିଥାଏ ।

■ ଗର୍ଭପାତ ଔଷଧ ନେବା ମଧ୍ୟ କିନ୍ନର ସନ୍ତାନ ହେବାର ଏକ ପ୍ରମୁଖ କାରଣ ଅଟେ । ଯଦି ଗର୍ଭପାତ କରିବା ସମୟରେ ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଇଥାନ୍ତି; ତେବେ ଭବିଷ୍ୟତରେ ତାଙ୍କର ଗର୍ଭରେ ଥିବା ଶିଶୁ କିନ୍ନର ଭାବରେ ଜନ୍ମ ନେଇଥାଏ ।

ତେବେ ଏହା ହେଉଛି କିନ୍ନର ମାନଙ୍କର ଜନ୍ମ ହେବାରେ ଲୁଚି ରହିଥିବା ରହସ୍ୟ । ଯାହାକୁ ଆମ ସମାଜ ଅଣଦେଖା କରି ଆସୁଛି । ବର୍ତ୍ତମାନ ଭାରତରେ କିନ୍ନର ମାନଙ୍କର ପରିସ୍ଥିତି ସୁଧୁରିବାରେ ଲାଗିଛି । ଲୋକଙ୍କ ମନରେ ସେମାନଙ୍କ ପାଇଁ ଥିବା ଭିନ୍ନ ଭାବନା କିମ୍ବା ଭିନ୍ନ ଚିନ୍ତାଧାରା ବଦଳିବାରେ ଲାଗିଛି । ତେବେ ବନ୍ଧୁଗଣ ଜାଣିଲେ ତ କିନ୍ନରମାନେ କିପରି ଜନ୍ମ ଗ୍ରହଣ କରିଥାନ୍ତି ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ସେୟାର କରି ଅନ୍ୟକୁ ଜାଣନ୍ତୁ । ହୁଏ ତ ଆପଣଙ୍କ ଶେୟରରେ ଅନ୍ୟମାନେ ସର୍ତ୍ତକ ହୋଇପାରିବେ ।