ଖୁସିର ଖବର :ଏହି ଯୋଜନାରେ ଜଡିତ ହେଲେ 4 ଲକ୍ଷ ଟଙ୍କାର ଋଣ ହେବ କ୍ଷମା, ଭାରତର ସମସ୍ତ ନାଗରିକଙ୍କ ପାଇଁ ଏହି ଯୋଜନା ଉପଲବ୍ଧ

Spread the love

ସମସ୍ତଙ୍କ ଇଚ୍ଛା ଥାଏ ବ୍ୟବସାୟଟି କରିବା । ସମସ୍ତ ବ୍ୟକ୍ତି ବ୍ୟବସାୟ କରି ଦୁନିଆରେ ଭଲ ନାମ କମାଇବାକୁ ଚାହୁଁଛନ୍ତି । ଯଦି ଆପଣ ମଧ୍ୟ ଏହି ପରି ଚାହୁଁଛନ୍ତି ତେଵେ ଆପଣଙ୍କ ପାଇଁ ଆସି ଯାଇଛି ଗୋଟାଏ ନୂତନ ଯୋଜନା, ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ । ଏହି ଯୋଜନାରେ ସାମିଲ ହେବା ଦ୍ୱାରା 4 ଲକ୍ଷ ଟଙ୍କାର ଋଣ ହେବ କ୍ଷମା । ଏହା ସମସ୍ତ ଭାରତୀୟ ନାଗରିକ ପାଇଁ ଉପଲବ୍ଧ । ଏହି ଯୋଜନା ଦ୍ୱାରା ଆପଣ ଜୀବନରେ ବହୁତ କିଛି ହାସଲ କରିପାରିବେ । ତେଣୁ କରି ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଏହି ଯୋଜନାର ନାମ ହେଉଛି ନଡ଼ିଆ ଉଦ୍ୟୋଗ ଯୋଜନା (COIR)। ଏହି ଯୋଜନା ଦ୍ୱାରା ଆପଣ ବ୍ୟବସାୟରେ କେବଳ 5 ପ୍ରତିଶତ, ବାକି 55 ପ୍ରତିଶତ ଆପଣଙ୍କୁ ବ୍ୟାଙ୍କ ଋଣ ରୂପରେ ଦେବ, ଆଉ 40 ପ୍ରତିଶତ ଆପଣଙ୍କୁ ସବସିଡ ରୂପେ ମିଳି ଯିବ । ଆପଣଙ୍କୁ ସବସିଡ ଫୋର୍ମରେ 4 ଲକ୍ଷ ଟଙ୍କା ମିଳିବ । ଆପଣଙ୍କୁ ସେହି ଟଙ୍କା ପୁଣି ଥରେ ଫେରାଇବା କୌଣସି ଜରୁରୀ ଆବଶ୍ୟକ ନୁହେଁ ।

■ ଏହି ଯୋଜନାରେ କିଏ ସାମିଲ ହୋଇପାରିବ ଓ କଣ କରିବାକୁ ପଡିବ :

ଏହି ଯୋଜନାରେ ସ୍ୱଦେଶୀ କମ୍ପାନୀ, ସ୍ଵୟଂ ସହାୟତା ସମୂହ, ଏନଜିଓ, ଯୁବ ଗୋଷ୍ଠୀ ସାମିଲ ହୋଇ ପାରିବେ ଓ ଖୋଦଣ ଅର୍ଥ ହେଉଛି ନଡ଼ିଆ ଜେଟର ଉପଯୋଗ ଗୃହର ତଳ ଭାଗରେ ଜାଲ, କବାଟର ଜାଲ, ତୁଳି, ଗଦି ଗୃହର ତଳ ଭାଗ ଟାଇଲସ, ଫେଣ ଉଠିବା ଜଟା ପାଇଁ ଏହି ଶବ୍ଦର ବ୍ୟବହାର କରାଯାଇଥାଏ । ଆପଣମାନେ ଜାଣିଥିବେ ଯେ ସହରର ଜୀବନସୋଇଳିରେ ଗଦିର ବ୍ୟବହାର ଦିନକୁ ଦିନ ବଢି ଚାଲୁଛି । ଏଥିପାଇଁ ଏହି ବ୍ୟବସାୟକୁ ସରକାର ପ୍ରାହତ୍ସନ ଦେଇଛନ୍ତି ଏବଂ ଏହି ବ୍ୟବସାୟ କରିବା ପାଇଁ ଅନୁରୋଧ ମଧ୍ୟ କରାଯାଉଛି ।