ଏହି ୩ଟି ରାଶିର ଲୋକ ନିଶ୍ଚୟ ବାନ୍ଧନ୍ତୁ ନାଲି ଡୋରି/ଧାଗା, ଭାଗ୍ୟ ଏପରି ବଦଳିବ ଆପଣ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିବେ…

Spread the love

ବନ୍ଧୁଗଣ ଜ୍ୟୋତିଶ ଶାସ୍ତ୍ରରେ କୁହାଯାଇଛି ଯେ ହାତରେ ନାଲି ରଙ୍ଗର ଡୋରି ବାନ୍ଧିବା ଶୁଭ ହୋଇଥାଏ । ଆମେ ବହୁତ ଲୋକଙ୍କୁ ଲାଲ, କଳା, ହଳଦିଆ ରଙ୍ଗର ଡୋରି ବାନ୍ଧିଥିବାର ଦେଖିଥାଉ। ଏମାନଙ୍କ ମଧ୍ୟରୁ କେତେ ଲୋକ କେବଳ ନିଜ ଇଚ୍ଛା କାରଣରୁ ଏହି ପରି ଡୋରି ବାନ୍ଧିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଧାର୍ମିକ ମନ୍ୟତା ଅନୁସାରେ ନିଜ ହାତରେ ଏହି ପରି ଧାଗା ବାନ୍ଧିଥାନ୍ତି । ଏହି ବିଷୟରେ ଆମେ ଆଜି କହିବୁ କେଉଁ କେଉଁ ରାଶିର ଲୋକ ହାତରେ ନାଲି ରଙ୍ଗର ଧାଗା ବାନ୍ଧିବା ବହୁତ ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା :-

◆ ସିଂହ ରାଶି

ଏହିପରି କୁହାଯାଏ କି ଯଦି ସିଂହ ରାଶିର ଲୋକ ନିଜ ହାତରେ ନାଲି ରଙ୍ଗର ଧାଗା ବାନ୍ଧିବେ ତେବେ ଏହା ବହୁତ ଶୁଭ ହୋଇଥାଏ । ଯଦି ଏମାନେ ହାତରେ ନାଲି ରଙ୍ଗର ଧାଗା ବାନ୍ଧିବେ ସେତେବେଳେ ଏମାନଙ୍କୁ ଭଗବାନଙ୍କ ଶକ୍ତି ପ୍ରାପ୍ତି ହୋଇଥାଏ । ତାହା ସହ ଏମାନଙ୍କୁ ସର୍ଵଦା ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ସବୁବେଳେ ସଫଳତା ମିଳିଥାଏ ।

◆ କର୍କଟ ରାଶି

କର୍କଟ ରାଶିର ଲୋକ ନିଜ ହାତରେ ନାଲି ଧାଗା ବାନ୍ଧିବା ବହୁତ ଶୁଭ ମାନାଯାଇଥାଏ । ମାତା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ଏମାନଙ୍କ ଉପରେ ରହିଥାଏ । ଏହି ରାଶିର ଲୋକ ନିଜ ଜୀବନରେ ଆସୁଥିବା କଠିନ ରୁ କଠିନ ପରିସ୍ଥିତି ର ସାମନା ବହୁତ ଭଲ ଭାବରେ କରିଦିଅନ୍ତି । ଯଦି ଏମାନେ ହାତରେ ନାଲି ଧାଗା ବାନ୍ଧିବେ ସେତେବେଳେ ଏମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ଆପଣ ମନେ ରହିବେ ମଙ୍ଗଳବାର ଦିନ ନିଜ ହାତରେ ନାଲି ଧାଗା ବାନ୍ଧିବାକୁ ପଡିବ । ତା ସହିତ ହନୁମାନଙ୍କୁ ଦର୍ଶନ କରିବେ ।

◆ ମିଥୁନ ରାଶି

ମିଥୁନ ରାଶିର ଲୋକମାନଙ୍କ ବିଷୟରେ ଏହିପରି କୁହାଯାଏ ଯେ ଏମାନଙ୍କୁ ନିଜ ହାତରେ ନାଲି ରଙ୍ଗର ଧାଗା ସର୍ବଦା ବାନ୍ଧିବା ଉଚିତ । ଏହିପରି କରିବା ଦ୍ୱାରା ଏମାନଙ୍କ ଜୀବନରେ ଶତ୍ରୁର ପ୍ରବେଶ ହୋଇପାରିନାହିଁ । ଏହି ରାଶିର ଲୋକଙ୍କ ଉପରେ ସବୁବେଳେ ହନୁମାନ ଙ୍କ କୃପା ରହିଥାଏ । ତେଣୁ ଏମାନଙ୍କ ଜୀବନରେ ଆସୁଥିବା ସବୁ ଅସୁବିଧା ସହଜରେ ଦୂର ହୋଇଯାଏ । ଯଦି ଆପଣଙ୍କ ବିବାହରେ ପ୍ରତିବନ୍ଧକ ଆସୁଛି ସତେବେଳେ ଆପଣ ନିଜ ହାତରେ ନାଲି ଧାଗା ନିଶ୍ଚୟ ଭାବରେ ଵାନ୍ଧନ୍ତୁ । ଏହିପରି କରିବା ଦ୍ୱାରା ଆପଣଙ୍କ ସବୁ ବିବାହ ସମସ୍ୟା ଦୂର ହୋଇଯିବ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ଭଲ ଲାଗିବ । ଭଲ ଲାଗିଲେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ।