ଏହି ରାଶିର ଲୋକମାନେ ଭୁଲରେ ମଧ୍ୟ ସୁନା ମୁଦି ପିନ୍ଧନ୍ତୁ ନାହିଁ । ନଚେତ ପରିବାର ଉପରକୁ ଆସିପାରେ ମହାବିପଦ !

Spread the love

ଭାରତରେ ସୁନା ସବୁଠାରୁ ଅଧିକ କିଣା ଯାଇଥାଏ । ସୁନା ଯେତେ ମହଙ୍ଗା ହେଉ ନା କାହିଁକି ଲୋକେ ଏହାକୁ କିଣିଥାନ୍ତି । ଏହା ଜ୍ୟୋତିଶ ଶାସ୍ତ୍ର ଅନୁସାରେ ସୌଭାଗ୍ୟ ବଢାଇବା ପାଇଁ ବହୁତ ଉପଯୁକ୍ତ ଅଟେ । ସୁନା, ରୂପା, ହୀରା ସବୁ ମହିଳାଙ୍କ ଦୁର୍ବଳତା ଅଟେ । କାରଣ ସବୁ ମହିଳା ସୁନା କିଣିବା ପାଇଁ ଓ ପିନ୍ଧିବା ପାଇଁ ବହୁତ ଭଲ ପାଇଥାନ୍ତି । ସୁନା କିଣି ଘରକୁ ଆଣିବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମଧୁରତା ଆସିଥାଏ । ଏହି ପରି କୁହାଯାଏ କି ସୁନା ମିଳିବା ଆଉ ସୁନା ହଜିଯିବା ବହୁତ ଖରାପ ହୋଇଥାଏ ।

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ସୁନା ପିନ୍ଧିବା ସମସ୍ତଙ୍କ ପାଇଁ ଭଲ ନୁହେଁ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ତତ୍ୱ ଆମ ଉପରେ ପ୍ରଭାବ ପକାଇଥାଏ । କାରଣ ଏହି ସବୁ ଗ୍ରହ ମାନଙ୍କର ଖେଳ ଅଟେ । ସବୁ ତତ୍ୱ ନିଜର ଏହ ସ୍ୱତନ୍ତ୍ର ଗ୍ରହ ସହିତ ଯୋଡି ହୋଇ ରହିଥାନ୍ତି । ତମ୍ବା, ରୂପା, ସୁନା କିମ୍ବା ହୀରାରେ ତିଆରି ଆଭୂଷଣ, ମନୁଷ୍ୟର ଉନ୍ନତି କରିଥାନ୍ତି କିମ୍ବା କ୍ଷତି ମଧ୍ୟ କରିପାରନ୍ତି । ସୁନା ମଧ୍ୟ ପିନ୍ଧିବା ଦ୍ୱାରା କିଛି ଲୋକଙ୍କୁ ବହୁତ ଗୁଡିକ କ୍ଷତିକୁ ସମୁଖୀନ କରିବାକୁ ପଡିପାରେ । ଆଜି ଆମେ ଆପଣଙ୍କୁ ଏହି ଅନୁଛେଦରେ, ଏହି ବିଷୟକୁ ନେଇ ଏପରି ୩ଟି ରାଶି ବିଷୟରେ କହିବୁ, ଯେଉଁମାନେ ଭୁଲରେ ମଧ୍ୟ ସୁନା ମୁଦି ପିନ୍ଧିବା ଉଚିତ ନୁହେଁ ।

ଯଦି ସେମାନେ ସୁନା ମୁଦି ପିନ୍ଧୁଛନ୍ତି, ତେବେ ତାଙ୍କ ଜୀବନରେ ସବୁବେଳେ ଦରିଦ୍ରତାକୁ ସାମନା କରିବାକୁ ପଡିବ । ବନ୍ଧୁଗଣ ସେହି ୩ଟି ରାଶି ହେଲା :- ମେଷ ରାଶି , ଧନୁ ରାଶି ଏବଂ କନ୍ୟା ରାଶି । ଯଦି ଏହି ତିନୋଟି ରାଶିର ଲୋକ ସୁନା ମୁଦି ପିନ୍ଧୁଛନ୍ତି; ତେବେ ସେମାନଙ୍କୁ ଜୀବନରେ କେବେ ମଧ୍ୟ ସଫଳତା ମିଳିବ ନାହିଁ । ଯାହା ଦ୍ୱାରା ପିନ୍ଧିଥିବା ସୁନା ମୁଦିକୁ ବିକିବାକୁ ପଡିବ । ଏହା ପରେ ସେମାନଙ୍କ ଜୀବନରେ ଉନ୍ନତି ଆସିବ । ଏହି ତିନୋଟି ରାଶିର ଲୋକ ସୁନା ମୁଦି ପିନ୍ଧିଲେ ବ୍ୟବସାୟରେ ମଧ୍ୟ କ୍ଷତି ହେବ । ଯଦି ଆପଣଙ୍କ ରାଶି ମଧ୍ୟ ଏହି ୩ଟି ରାଶି ମଧ୍ୟରେ ଅନ୍ତର୍ଭୁକ୍ତ, ତେବେ ଭୁଲରେ ମଧ୍ୟ ଆପଣ ସୁନା ମୁଦି ପିନ୍ଧନ୍ତୁ ନାହିଁ । ନଚେତ ଆପଣଙ୍କ ସବୁ କାମରେ ବାଧା ସୃଷ୍ଟି ହେବ ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରି ଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।