ଏହି ନାମର ଝିଅମାନଙ୍କୁ ଭୁଲରେ ମଧ୍ୟ ଗାର୍ଲ ଫ୍ରେଣ୍ଡ ବନାନ୍ତୁ ନାହିଁ କି, ବିବାହ କରନ୍ତୁ ନାହିଁ । ନଚେତ ବହୁତ ପସ୍ତେଇବେ !!

Spread the love

ଏହି ୪ଟି ନାମର ଝିଅକୁ ଭୁଲ୍ ରେ ମଧ୍ୟ ନିଜ ଗାର୍ଲ ଫ୍ରେଣ୍ଡ କରନ୍ତୁ ନାହିଁ । ସବୁ ପୁଅମାନେ ଏହା ଚାହିଁଥାନ୍ତି କି, ତାର ମଧ୍ୟ ଗୋଟିଏ ଗାର୍ଲ ଫ୍ରେଣ୍ଡ ରହୁ । ଯାହା ସହିତ କି, ସେ ନିଜର ସବୁ କଥାକୁ କହିପାରିବ । କିନ୍ତୁ ଜୀବନରେ ଯଦି ଖରାପ ଗାର୍ଲ ଫ୍ରେଣ୍ଡ ଆସିଯାଏ, ତେବେ ସେ ଗୋଟିଏ କଥା ହିଁ ଭାବିଥାଏ କି ଏଭଳି ଗାର୍ଲ ଫ୍ରେଣ୍ଡ ନରହିବା ହିଁ ଭଲ । ତେବେ ଚାଲନ୍ତୁ ସେହି ୪ଟି ନାମର ଝିଅ ବିଷୟରେ ଜାଣିବା ଯାହାକୁ ଆପଣ ନିଜର ଗାର୍ଲ ଫ୍ରେଣ୍ଡ କିମ୍ବା ସ୍ତ୍ରୀ କରିବା ଦ୍ୱାରା ଆପଣଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ଏହି ଝିଅମାନଙ୍କ ପାଖରେ କିଛି ଏଭଳି ଅଭ୍ୟାସ ଥାଏ, ଯେଉଁ କାରଣରୁ ପୁଅମାନେ ସବୁବେଳେ ଚିନ୍ତିତରେ ରହିଥାନ୍ତି । ଏମିତିରେ ଆପଣ ଝିଅମାନଙ୍କ ଅଭ୍ୟାସ ଜାଣିନିଅନ୍ତୁ ଓ ବୁଝିନିଅନ୍ତୁ । ଏହାପରେ ମଧ୍ୟ ଆପଣ ଯଦି ସମ୍ଭାଳିପାରିବେ ଭାବୁଛନ୍ତି, ତେବେ ସେହି ଝିଅକୁ ନିଜ ଗାର୍ଲ ଫ୍ରେଣ୍ଡ କିମ୍ବା ସ୍ତ୍ରୀ ବନାନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି ୪ଟି ନାମର ଝିଅମାନଙ୍କ ବିଷୟରେ ।

ଯେଉଁ ଝିଅମାନଙ୍କ ନାମ ‘A’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେ କେବେବି ନିଜ ଜୀବନରେ ବ୍ୟବସ୍ଥିତ କରିପାରନ୍ତି ନାହିଁ । ସେମାନଙ୍କୁ ସବୁ ଜିନିଷ ନିଜ ଇଚ୍ଛାରେ ଦରକାର । ଏମିତିରେ ଯଦି ଆପଣ ଏମାନଙ୍କୁ ନିଜ ଗାର୍ଲ ଫ୍ରେଣ୍ଡ କରିଦିଅନ୍ତି ଓ ସନ୍ତୁଷ୍ଟ କରିପାରନ୍ତି ନାହିଁ ତେବେ ନିଜ ନଖରା ଦେଖାଇବା ଆରମ୍ଭ କରିଦିଅନ୍ତି । ଏମାନେ ସବୁବେଳେ ନିଜ ସାଥି ଉପରେ ହିଁ ଦୋଷ ଢାଳି ଦିଅନ୍ତି । ସେଥିପାଇଁ ଏଭଳି ଝିଅଙ୍କୁ ସେମାନେ ଗାର୍ଲ ଫ୍ରେଣ୍ଡ କରନ୍ତୁ ଯିଏକି ଏମାନଙ୍କ ନଖରା କୁ ସମ୍ଭାଳିପାରିବେ ।

ଯେଉଁ ଝିଅମାନଙ୍କ ନାମ ‘L” ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅକୁ ଶୀଘ୍ର ରାଗ ଆସିଯାଇଥାଏ । ତାହାସହିତ ଏମାନେ ଝଗଡ଼ା କରିବା ସ୍ୱଭାବର ହୋଇଥାଏ । ରାଗ ଆସିବା ସମୟରେ ଏମାନେ ସାମ୍ନାରେ ଥିବା ଲୋକକୁ ମନଇଚ୍ଛା କଥା କହିଦିଅନ୍ତି । ଏମିତିରେ ଏମାନେ ନିଜ ସାଥିକୁ ମଧ୍ୟ ବହୁତ ରାଗିଯାନ୍ତି ।

ଯେଉଁ ଝିଅମାନଙ୍କ ନାମ ‘K” ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ବହୁତ ଜିଦ୍ଦି ସ୍ୱଭାବର ହୋଇଥାନ୍ତି । ଏମାନେ ରାଗିବାପରେ ଏମାନଙ୍କୁ ମନେଇବା ବହୁତ କଷ୍ଟ ଅଟେ । ନିଜ ଜିଦ୍ଦି ସ୍ଵଭାବ ଯୋଗୁଁ କାନ୍ଦିବା, ରାଗିବା ଏବଂ ପାଟି କରିବା ଏହିସବୁ କାମ କରିବା ଆରମ୍ଭ କରିଦିଅନ୍ତି । ଏହି କାରଣ ଯୋଗୁଁ ସାମ୍ନାରେ ଥିବା ବାଲା କୁ ଏହାର କଥା ମାନିବାକୁ ପଡ଼ିଥାଏ ।

ଯେଉଁ ଝିଅମାନଙ୍କ ନାମ ‘R’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଅଠା ଭଳି ହୋଇଥାନ୍ତି । ଏମାନେ ଯାହାକୁ ପସନ୍ଦ କରନ୍ତି, ତାଙ୍କ ପିଛା ଛାଡିନଥାନ୍ତି । ଏମାନେ ନିଜ କଥା ଗୁଡ଼ିକୁ ମନେ ରଖନ୍ତି ନାହିଁ ଓ ବାରମ୍ବାର କଲ୍ କରି ସବୁକଥା ନିଜପାଖେ ରଖିଥାନ୍ତି । ଏମାନେ ବହୁତ ସନ୍ଦେହ କରିଥାନ୍ତି ଓ ଆପଣ ଯଦି ଏମାନଙ୍କୁ ଧୋକା ଦେବେ, ତେବେ ଏମାନେ ଆପଣଙ୍କ ପାଇଁ ବହୁତ ବିପଦ ମଧ୍ୟ ହୋଇପାରନ୍ତି ।