ଏପରି ଗୋଟିଏ ଜାଗା ଯେଉଁଠି ନୂଆଁ ବୋହୁକୁ ୫ ଦିନ ପର୍ଯ୍ୟନ୍ତ ବିନା କପଡ଼ାରେ ରଖା ଯାଇଥାଏ ?

Spread the love

ବନ୍ଧୁଗଣ ଆମକୁ ସମାଜରେ ରହିବା ପାଇଁ ଭିନ୍ନ ଭିନ୍ନ ପରମ୍ପରାକୁ ପାଳନ କରିବାକୁ ପଡିଥାଏ । ଏହି ପରମ୍ପରା ଆମକୁ ପରସ୍ପର ସହିତ ଜଡି ରଖିଥାଏ । ପ୍ରାୟତଃ ଦେଖାଯାଉଛି କି କେତେ ଜାଗାରେ କିଛି ଖାସ୍ ପରମ୍ପରାକୁ ଲୋକମାନେ ବହୁତ ମାନ୍ୟତା ଦେଇଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଭାରତର ଏକ ବହୁତ ଅଜବ ପରମ୍ପରା ବିଷୟରେ କହିବାକୁ ଯାଉଛୁ । ଆପଣ ଆଶ୍ଚର୍ଯ୍ୟ ହେବେ କି ଆମ ଭାରତ ବର୍ଷରେ ଏକ ଏହିପରି ସ୍ଥାନ ଅଛି ଯେଉଁଠାରେ ବାହାଘର ପରେ ନୂଆଁ ବୋହୁକୁ ୫ ଦିନ ପର୍ଯ୍ୟନ୍ତ ବିନା କପଡ଼ାରେ ରଖାଯାଏ । ଶୁଣିବାକୁ ମଧ୍ୟ ଏହା ଆପଣଙ୍କୁ ବହୁତ ଅଜବ ଲାଗିପରେ କିନ୍ତୁ ଏହା ପୂରାପୂରି ସତ ଅଟେ । ଏମିତି ଗୋଟିଏ ଜାଗା ଅଛି ଯେଉଁଠାରେ ଏହି ପରମ୍ପରାକୁ ପାଳନ କରାଯାଏ । ଯେଉଁ ମହିଳା ବିବାହ ହୋଇଥାଏ ତାକୁ ପାଖାପାଖି ୫ ଦିନ ପର୍ଯ୍ୟନ୍ତ ଏହିପରି ହିଁ ବିନା ବସ୍ତ୍ରରେ ରଖାଯାଏ । ଏବଂ ବହୁତ ବର୍ଷ ହେବ ଏହି ପରମ୍ପରାକୁ ପାଳନ କରାଯାଉଛି । ୫ ଦିନ ପର୍ଯ୍ୟନ୍ତ ମହିଳାକୁ ଗୋଟିଏ ମଧ୍ୟ କପଡା ପିନ୍ଧାନ୍ତି ନାହିଁ ।

ବନ୍ଧୁଗଣ ଆମେ ଯେଉଁ ଗ୍ରାମ ବିଷୟରେ ଆଲୋଚନା କରୁଛୁ ତାହା ହିମାଞ୍ଚଳ ପ୍ରଦେଶର ମୋନିକର୍ଣ୍ଣ ଘାଟିର ପିଣି ଗ୍ରାମ ଅଟେ । ଏହି ଗ୍ରାମର ପରମ୍ପରାକୁ ସମସ୍ତେ ମାନନ୍ତି । ବାହାଘର ପରେ ଝିଅକୁ ୫ ଦିନ ପର୍ଯ୍ୟନ୍ତ କପଡା ପିନ୍ଧାଇବା ପାଇଁ ଦିଆଯାଏ ନାହିଁ । ଏହା ସହିତ ତାକୁ ଠ ସ୍ଵାମୀ ଠାରୁ ମଧ୍ୟ ଅଲଗା ରଖାଯାଏ । ୫ ଦିନ ପର୍ଯ୍ୟନ୍ତ କନ୍ୟା ସମସ୍ତଙ୍କର ନଜରରୁ ଦୂରରେ ରୋହିଥାଏ । ଯାହା ଦ୍ଵାରା ତାହା ଉପରେ କାହାରି ଖରାପ ନଜର ଯେପରି ନ ପଡିବ । କୁହାଯାଏକି ଏହି ପରମ୍ପରାର ବହୁତ ମହତ୍ଵ ଅଛି । ଏହିପରି କରିବା ଦ୍ଵାରା ଜୀବନରେ କେବେ ମଧ୍ୟ ସମସ୍ୟା ଆସି ନ ଥାଏ । ଖୁସି ଖୁସିରେ ଜୀବନ ବ୍ୟତୀତ ହୋଇଥାଏ । କହିବାକୁ ଗଲେ ଏହି ପରମ୍ପରା ଏହି ଗ୍ରାମରେ ବହୁତ ବର୍ଷ ଧରି ଚାଲି ଆସୁଛି ।

ଏଠାକାର ଲୋକ ମାନଙ୍କର ମାନିବା ଅଟେ କି ଯଦି କୌଣସି ବ୍ୟକ୍ତି ଏହି ପରମ୍ପରାକୁ ପାଳନ କରେନାହିଁ ତେବେ ଏହା ତାହା ପାଇଁ ଅଶୁଭ ହୋଇଥାଏ । ଏବଂ ତାକୁ ଜୀବନରେ ବହୁତ କଷ୍ଟର ସାମ୍ନା କରିବାକୁ ମଧ୍ୟ ପଡିଥାଏ । ଏଠିକାର ଲୋକ ମାନଙ୍କର ଏହି ପ୍ରକାରର ଭୟ ଅଛିକି ଯଦି କେହି ଏହି ପ୍ରକ୍ରିୟାର ଅଂଶ ନ ହୁଅନ୍ତି ତେବେ ଲୋକାମାନେ ତାକୁ ନିଜ ଜାତିରୁ ବାହାର କରି ଦିଅନ୍ତି । ତାହା ସହିତ କୌଣସି ପ୍ରକାରର ସମ୍ପର୍କ ରଖିବାକୁ ଦିଅନ୍ତି ନାହିଁ । ଅନ୍ୟ ପଟରେ ଏମାନେ ଭଗବାନ ଖୁସି ହେବେ ବୋଲି ଭାବି ଏହାକୁ ଖୁସି ଖୁସି ଏହି ପରମ୍ପରାକୁ ପାଳନ୍ତି ଏବଂ ସମ୍ମାନ ମଧ୍ୟ ଦିଅନ୍ତି ।

ତେବେ ବନ୍ଧୁଗଣ ଆଜିର ଏହି ବିଷୟଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଆଉ ଯଦି ବିଷୟଟି ପସନ୍ଦ ଆସିଥିବ ତାହେଲେ ଲାଇକ କରନ୍ତୁ ଓ ସେୟାର କରନ୍ତୁ ।